Latest Odisha News

BREAKING NEWS

Browsing Category

ସାହିତ୍ୟ

ମୋ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମତେ ସାହିତ୍ୟ-ମନସ୍କ କରାଇଲା : ପ୍ରଲିପ୍ତା ଛୋଟରାୟ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ପ୍ରଲିପ୍ତା ଛୋଟରାୟଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଗଛରେ ଫୁଲଟିଏ ଦେଖିଲେ ସେ ହାତରେ ଧରିଥିବା ଫୁଲଟିକୁ ଫୋପାଡ଼ି ଦିଅନ୍ତି । ମୀନାକ୍ଷି ଆଜି ତାଙ୍କ ଆଖିରେ ସୁନ୍ଦରୀ ଅଛି । କିନ୍ତୁ ଭବିଷ୍ୟତରେ ସେ ଯଦି ତା’ଠାରୁ ଆହୁରି ସୁନ୍ଦରୀ ସ୍ତ୍ରୀର ସନ୍ଧାନ ପାଆନ୍ତି, ତେବେ…

କବିତା : ଅଂଶୁଘାତ

ରାଜ କିଶୋର ଦାସ କେଉଁ ଘାତ, ଆଉ ଊଣା ଅଛିଯେ’ ଅଂଶୁଘାତର ଡର! ଘାତ ସହିବା ଅଭ୍ୟସ୍ତ ନହେଲେ ଏଠି କ’ଣ ଜୀଇଁ ହୁଏ!! ଜାତକ ଲେଖିଲା ଦିନୁ ହିଁ ଜ୍ୟୋତିଷ କହିଛି - ରାହୁରେ ମଙ୍ଗଳ ଅନ୍ତର ଘାତ ବର୍ଷ, କୋପ ଦୃଷ୍ଟିରେ ଶନି ଗ୍ରହ ଚଲଣ ଦିନ ଘାତ ଦିନ ଲଗ୍ନରେ ଶୁକ୍ର ନିଚସ୍ଥ ଯୋଗୁଁ…

ଭାଷା ଭାଗବତ : ଲୋକଜଡ଼ିତ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମତ ହୋଇଲେ ଶୁଦ୍ଧ ସତ ସହଜେ ହୁଏନାହିଁ ମୃତ ମନ ତ ଅଟେ ମତ-ଘର କିପରି ହେବ ତା ଅଂତର ମତ ବଦଳେ ଘନ ଘନ କିଂତୁ ସୁସ୍ଥିର ରହେ ମନ ବିଶୁଦ୍ଧ ମତକୁ ଆଶ୍ରୟି ବକ୍ତବ୍ୟ ହୁଏ କାଳଜୟୀ ରଚନା ହେଲେ କଷ୍ଟବୋଧ୍ୟ ବୁଝିବା ଲୋକ ହୋଇ ବାଧ୍ୟ…

ଅନୁବାଦ କବିତା : ପିଞ୍ଜୁରୀ ଭିତରେ ଶାରୀ

ମୂଳ ବଙ୍ଗଳା: ଆଲ୍ ମାହମୁଦ୍ ମୋ ଝିଅ ପିଞ୍ଜୁରୀରେ ଶାରୀଟିଏ ପୋଷିଥିଲା ବେଶି ଆଦର ସ୍ନେହ ଭିତରେ କେଜାଣି କେମିତି ଚଢ଼େଇଟିର ନାମ ହୋଇଗଲା କବିତା। ବାହାରୁ କେହିବି ଘରେ ପଶିଲା ମାତ୍ରେ ପକ୍ଷୀଟିକୁ କବିତା, କବିତା ଡ଼ାକି ତାକୁ ଖୁବ୍ ଗୁରୁତ୍ଵ ଦେବାକୁ ଲାଗିଲେ। ଏମିତିକି ମୁଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୫)

2କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏମିତି କେତେ ଦିନ, କେତେ ରାତି ତମ ଇଙ୍ଗିତରେ ଭାସିଚାଲିଲା ବେଳେ ହଠାତ୍‌ ଯେଉଁଦିନ ମୁଁ ତୁମ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ସୂଚନା ପାଇଲି, ଭୟ ଓ ଆନନ୍ଦ ଉଭୟ ଅନୁଭବକୁ ଦୁଇ ପାଦରେ ବାନ୍ଧି ତମ ଦ୍ୱାରସ୍ଥ…

ଭାଷା ଭାଗବତ : ତୃପ୍ତି ପରିପୂର୍ଣ ମନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜକୁ ନିଜେ କରି ନାଶ ଅନ୍ୟକୁ ଦେଇଥାଉଁ ଦୋଷ ସରଳ କରିଦେଲେ ଭାଷା ବଢ଼ାଏ ବିଶ୍ବାସ ଭରସା ଅଧିକ ଶବ୍ଦ ବ୍ୟବହାର କରଇ ଭାବନା ସଂହାର ଅଳପ ଶବ୍ଦ, ବେଶି ଅର୍ଥ ରହିଲେ ରଚନା ଅବ୍ୟର୍ଥ କେବେ ନ ହୋଇ କେହିଜଣେ ରହିବା ହୋଇ ଜଣେ, ଜଣେ ଯାହାର…

ସୌରୀବନ୍ଧୁ କରଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା ଓ ସାହିତ୍ୟିକ ସୌରୀବନ୍ଧୁ କରଙ୍କ ତୈଳଚିତ୍ର ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସୌରୀବନ୍ଧୁ ସ୍ମୃତିଘର ଦ୍ୱାରା ପ୍ରକାଶିତ ସୌରୀବନ୍ଧୁ କରଙ୍କ…

କବିତା : ଓଡ଼ିଆ ନବବର୍ଷ

ସୁଜାତା ପତି  ବୈଶାଖ ମାସର ମେଷ ସଂକ୍ରାନ୍ତିରେ ବର୍ଷର ଆରମ୍ଭ ହୁଏ ପ୍ରତିପଦାଠାରୁ ଆରମ୍ଭ ହୋଇଣ ଚୈତ୍ରରେ ଶେଷ ହୁଏ। ସଂକ୍ରାନ୍ତିରୁ ସୌର ମାସର ଗଣନା ପୂର୍ଣ୍ଣିମାରୁ ଚନ୍ଦ୍ର ମାସ ବୈଶାଖ ମାସର ତୁଳନା ନାହିଁ ଦାନ ଧର୍ମ ପୂଣ୍ୟ ମାସ। ବିଷୁବ ସଂକ୍ରାନ୍ତି ହିନ୍ଦୁ ନବବର୍ଷ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ବୁଝିଗଲେ । ସେ ରୋହିଣୀ...ନର୍ତ୍ତକୀ ରୋହିଣୀ । ହଠାତ୍ ନୁପୂର ନିକ୍ୱଣ ବନ୍ଦ ହୋଇଗଲା । ରୋହିଣୀ ଚନ୍ଦ୍ରଭାନୁଙ୍କ ଶଯ୍ୟା ନିକଟକୁ ଧୀର ପଦକ୍ଷେପ ନେଇ ଆଗେଇଗଲା । ତା’ର ଅର୍ଦ୍ଧନଗ୍ନ ଶରୀରରେ…