Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ପ୍ରତୀକ୍ଷା

ଅଶୋକ କୁମାର ବେହେରା ଭାବି ଦେଖିଛ କି କେବେ ମୋ ହୃଦୟର ଅନ୍ତର୍ଦାହ ଖୋଜିଛ କି ଜାଣିବାକୁ କେବେ ମୋ ମନର ଅକୁହା ବେଦନା ॥ ମୁଁ ଖୋଜୁଛି ତୁମ ଛବି ନୀତି ମୋ ସାଇତା ସ୍ମୃତି ଆଇନାରେ ମୁଁ ରଖିଛି ମିଠା ମିଠା କଥା ତୁମ ପାଇଁ ମୋ ହୃଦୟର ଭାଷା ପ୍ରକୋଷ୍ଠରେ ॥ ସ୍ୱପ୍ନ ବି ଦେଖୁଛି…

ଭାଷା ଭାଗବତ : ଗୋଟିଏ ଆରେକ ପ୍ରକାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଣ-ଯୋଡ଼ା ଯେତେ ଯୁକ୍ତାକ୍ଷର ଦିଶେ ଣ୍ଟଣ୍ଠଣ୍ଡଣ୍ଢ ସର୍ବତ୍ର କିଂତୁ ଏମିତି ଉଚ୍ଚାରଣ କରଂତିନାହିଁ ବିଜ୍ଞଜନ କଣ୍‌ଟା,ପାଣ୍‌ଠି କି ଖଣ୍‌ଡା, ଶୁଣ୍‌ଢି ତୁଂଡରୁ ହୁଏନାହିଁ କାଢ଼ି କନ୍‌ଟା, ପାନ୍‌ଠି ଓ ଖନ୍‌ଡା, ଶୁନ୍‌ଢି କାନରେ ସଦା ଥାଏ ପଡ଼ି…

ଚିନ୍ତନ ମନନ : ଧ୍ୟାନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଏକ ବିଷୟରେ ଏକାଗ୍ର ଚିନ୍ତନ ମନନ : ଧ୍ୟାନ । କୌଣସି ଦେବତାଙ୍କୁ ମବ ଜପ କରିବା ପୂର୍ବରୁ ସେ ଦେବତାଙ୍କର ରୂପ ଧ୍ୟାନ କରାଯାଏ । ଧ୍ୟାନଦ୍ୱାରା ଉକ୍ତ ଦେବତାଙ୍କ ରୂପ ମନ୧⁄୨କ୍ଷୁରେ ପ୍ରତିଭାତ ହୁଏ । ଯୋଗର ଆଠଗୋଟି ଅଙ୍ଗ ମଧ୍ୟରୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିରୂ ଚା’ଧରି ଭିତରକୁ ପଶି ଆସି ଲକ୍ଷ୍ୟ କଲା, ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ସମୟରେ ଯେମିତି କଥାର୍ବାା ମଝିରେ ଠାଏଁ ଠାଏଁ ନୀରବତା ସୃଷ୍ଟି ହୁଏ; ସେମିତି ଏ ଉଭୟେ ବସିଛନ୍ତି । ଦିହିଁଙ୍କୁ ସଚେତନ…

କବିତା : ଏମାନେ ସବୁ କିଏ ?

ଗଜାନନ ମିଶ୍ର ଏମାନେ ସବୁ କିଏ ? କେଉଁଆଡୁ କେଉଁଆଡକୁ କରୁଛନ୍ତି ଯା'ଆସ? କ'ଣ ସବୁ ଉଦ୍ଦେଶ୍ୟ? ସବୁ ଏମାନେ କିଏ? ଅଛନ୍ତି କି ଆରାମରେ? ଲାଭାଲାଭର ହିସାବ ବାହାରେ ଗୋଟିଏ ଗୋଟିଏ! ଏମାନଙ୍କର ସଂଖ୍ୟା କେତେ? ଏମାନେ ସବୁ କିଏ ସତେ! ଭୂତ ଭଳି ଦିଶୁଛନ୍ତି ଭୂତ ହୋଇ…

ଭାଷା ଭାଗବତ : ଅତୀତ ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଫେରିପାଇଲେ ପୂର୍ବାବସ୍ଥା ଘଟିବନାହିଁ ଦୁରବସ୍ଥା ' ଏପରି ଭାବନା ଓ ଚିଂତା ବଢ଼ାଇଥାଏ ଅସ୍ଥିରତା ଶୈଶବ ଯିବା ପରେ ବିତି ଯୌବନେ ତା ପ୍ରତି ଆସକ୍ତି ମନରେ ପୋଷେ ଯଦି ବ୍ୟକ୍ତି ବୁଢ଼ା ହୋଇଲେ ସହେ କ୍ଷତି ପରିବର୍ତିତ ଘନଘନ ହେଲେ ହେଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସମ୍ବାଦଟି ଶୁଣି ପଦ୍ମିନୀର ମସ୍ତିଷ୍କରେ ଶତଶତ ତରଙ୍ଗ ଚକ୍ରାକାରରେ ଖେଳିଗଲା; ଠିକ୍ ଯେମିତି ରାତ୍ରିର ଶାନ୍ତ ପରିବେଶରେ ସ୍ଥିର ଥିବା ପୋଖରୀରେ ପ୍ରତ୍ୟୁଷରୁ କେହି ଜଣେ ସନ୍ତରଣକାରୀ ଲମ୍ଫ ଦେଲାପରି । ଆଖିରେ ଆଖିଏ…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆରବୀ ଶବ୍ଦ ଅମଳ  ଓଜନ  ଗାଏବ  ଫସଲ ଅମିନ  କଏଦୀ  ଜାମିନ  ଫାଇଦା ଅଦାଲତ  କଲିଜା  ଜମି  ଫିକର ଅଚାନକ  କାଇଦା  ଜମିଦାର  ବରାବର ଅସଲ  କାଏମ   ଜାରି  ମାମୁଲି ଅସୁଲ  କାନୁନ  ଜୁଲମ  ମୁଲକ ଅର୍ଜି  କିସମ  ଜହର  ହଇରାଣ ଆଇନା  କବର …

କବିତା : ଜାଗ୍ରତ ହୁଅ

ସୁଶ୍ରୀ ଶୁଭସ୍ମିତା ମହାନ୍ତି  ଉଠ ହେ ନାରୀ ଜାଗ୍ରତ ହୁଅ ତୁମେ ଦେଶ କରୁଛି ଆହ୍ବାନ, ଅବଳା ନିଜକୁ ଭାବ ନାହିଁ କେବେ ଦୃଢ଼ କର ତୁମ ମନ। ତୁମ ଚାରିପାଖେ ଘଟୁ ଅଛି ଯାହା ଦେଖି କାହିଁ ଚୁପ୍ ରୁହ, ସହିଷ୍ଣୁତାର ବି ସୀମା ରହିଅଛି ଅସ୍ତ୍ର ଧରି ଛିଡ଼ା ହୁଅ। ଭାବୁ ପଛେ ଯିଏ…

ଭାଷା ଭାଗବତ : ସ୍ବସୀମା ଲଂଘନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମୁଁ ଜଣେ ଶବ୍ଦ ସଂକଳକ ନୁହେଁ ସାହିତ୍ୟ ସଂଚାଳକ ହୋଇନି ଚେତନା ପାଳକ ଉତ୍ତୁଂଗ ଭାବ ପ୍ରକ୍ଷାଳକ ମଣିଷ ଯେଉଁ ଭାଷା କହି ସମାଜରେ ଥାଆଂତି ରହି ସେ ଭାଷା ଶୁଣି, ବୁଝି, ଜାଣେ ତାହାକୁ ହିଁ ବାସ୍ତବ ମଣେ ସେ ଜ୍ଞାନ ହେଲେ ବି ଅତ୍ୟଳ୍ପ…