Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସାହିତ୍ୟ ବଳୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦେଖେଇହେବାର ପ୍ରବୃତ୍ତି ଯଦି ହୁଏ ପ୍ରବଳ ଅତି ବ୍ୟକ୍ତିର ହାବ ଆଉ ଭାବ କ୍ରମଶଃ ହୁଏ ଅବାସ୍ତବ ସ୍ବଭାବ ଜାଣି ଚଳି ଭାଷା ହୋଇଲେ ସୁବୋଧ୍ୟ, ସରସା ସ୍ବଭାଷୀ କରଂତି ଗ୍ରହଣ ସ୍ବେଚ୍ଛାରେ ଶ୍ରବଣ, ପଠନ ଭାଷାକୁ ଡରିଲେ ସ୍ବଭାଷୀ ହୁଅଇ ଆପେ…

ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ପଠନର ଆନନ୍ଦ ଏବଂ ଶକ୍ତି’ ଉପରେ ଆଲୋଚନା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ 'ପଠନର ଆନନ୍ଦ ଏବଂ ଶକ୍ତି' ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଲେଖକ ତଥା ସମାଲୋଚକ ଚନ୍ଦ୍ରହାସ ଚୌଧୁରୀ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ‘ପଠନ' ମନୁଷ୍ଯ ଜୀବନର ଏକ ଆବଶ୍ୟକତା ବୋଲି ଦର୍ଶାଇଥିଲେ । ସେ ନିଜ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜ ସେମିତି ଶୋଇଛନ୍ତି । ମୁହଁରେ ତାଙ୍କର ଯେପରି ଏକ ପ୍ରଚ୍ଛନ୍ନ ରହସ୍ୟ ଲୁଚି ରହିଛି । ନିରୀହ କୃଷ୍ଣସାର ଭଳି ଶୋଇଥିବା ସରୋଜଙ୍କୁ ଦେଖି ତା’ ଆଖିପତା ସଜଳ ହୋଇ ଆସିଲା । କେଉଁଠି ତାଙ୍କ ଘର, ବାପା-ମା’ କେଉଁଠି,…

ଭାଷା ଭାଗବତ : ଅତୀତ ଅତି ମନୋରମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆନଂଦେ ବିତାଇ ସମୟ ଦୂର କରିବା ଭାଷାଭୟ ଜାଗ୍ରତ କଲେ ଭାଷାପ୍ରୀତି ସଭିଏଁ ଦେଖିବା ଉନ୍ନତି ଭାଷାକୁ କରିଲେ ସରଳ ସଭିଂକୁ ମିଳିବ ସୁଫଳ ଭାଷା ନ ହେଲେ ଟଳମଳ ବଢ଼ିବ ଭାଷୀଂକର ବଳ ସ୍ମୃତିରେ ସଂଚିତ ଶବଦ ଲେଖିବା ଯେଣୁ ନିରାପଦ ଅଂଡାଳି…

ଛଅକାଣ୍ଡର ରାମାୟଣ ଓ ନିର୍ଦ୍ଦୋଷ ରାମ

ରାମ ନବମୀ ଉପଲକ୍ଷେ ଅସିତ କୁମାର ପଣ୍ଡାଙ୍କ ଆଲେଖ୍ୟ  ପୁରୁଷୋତ୍ତମ ଶ୍ରୀରାମଙ୍କୁ ସନାତନ ଧର୍ମ ରେ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ଗ୍ରହଣ କରାଯାଏ । ଆଜି ବି ସତ୍ୟ ଧର୍ମ ନ୍ୟାୟଦ୍ୱାରା ପ୍ରଜାମାନଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ଅର୍ଥରେ ରାମ ରାଜ୍ୟର ପରିକଳ୍ପନା କରାଯାଏ । କହିବା…

ସାଧୁଙ୍କ ନିୟମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ସାଧୁ ଥିଲେ, ଥରେ ସେ ଏକ କୃଷକ ଘରକୁ ଯାଇଥିଲେ । କୃଷକଟି ତାଙ୍କୁ ବହୁତ ସେବା କଲା । ସାଧୁ ତାଙ୍କୁ ପ୍ରତିଦିନ ନାମ ଜପ କରିବାର କିଛି ନିୟମ କହିଲେ । କୃଷକଟି କହିଲା, ପ୍ରଭୁ! ମୁଁ ସମୟ ପାଇ ପାରୁନାହିଁ । ସାଧୁ କହିଲେ-…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅନେକ ଦିନ ପରେ ଆଜି ସେ ନିଜକୁ ଖୁବ୍ ହାଲୁକା ମନେ କରୁଛି । ଈଶ୍ୱରାନୁଭବ ଭିତରେ ଯେ ଏପରି କାଉଁରୀ ଶକ୍ତି ଥାଏ, ମନେ ମନେ ସେ ନିଜ ସହ କଥା ହେଲା । ଏବେ ତା’ ଭିତରେ ଏକ ପ୍ରସନ୍ନ, ପରିଚ୍ଛନ୍ନ ଭାବନା ଲହଡ଼ି…

ଭାଷା ଭାଗବତ : ନିଜର ଚିଂତା, କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜେ ବୁଝିଲେ ସବୁ ସ୍ପଷ୍ଟ ଅନ୍ୟକୁ ବୁଝାଇଲେ କଷ୍ଟ ଅଯଥା ହୁଏ ବେଳ ନଷ୍ଟ ଚେତନା ହୁଏ ପଥଭ୍ରଷ୍ଟ ମନ ଯାହା ପାରିଛି ବୁଝି ତାହା ମାନିବା ପାଇଁ ରାଜି ହେଲେ, ମନରୁ ହଟେ ଦ୍ବଂଦ୍ବ ମିଳଇ ବିରଳ ଆନଂଦ ସେହି ଆନଂଦ ପ୍ରାପ୍ତି ପାଇଁ ଅନ୍ୟକୁ…

କବିତା : ରାମ ନବମୀ

ଜ୍ଞାନ ରଞ୍ଜନ ଦାଶ  ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ ଲଙ୍କପତି ଦଶାନନ ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ ଜନ୍ମିତ ରଘୁ ନନ୍ଦନ । ପୁତ୍ରେଷ୍ଠି ଯାଗର କରି ଆୟୋଜନ ଋଷ୍ୟଶୃଙ୍ଗ ପୌରୋହିତ୍ୟେ ଦଶରଥ ଲାଭ କଲେ ଚତୁସ୍ପୁତ୍ର ଜଗତ ଜନଙ୍କ ହିତେ । କୌଶଲ୍ୟା ଉଦରୁ ଉଦେ ନିଶାକର…

ଭିକମଗା କଥା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗଲା ସୋମବାରଦିନ ସାବୀ ଭିକାରୁଣୀ ତା 'ପାଖରେ ବସିଥିବା ସଦାକୁ ଯୋଉ ଜ୍ଞାନଗର୍ଭକ କଥା କହୁଥିଲା, ତାହା ଏମିତି ସେମିତିଆ କଥାନୁହଁ । ସେଇକଥାରେ ଗଭୀରତା ଥିଲା l କହିଲା.. ଜାଣିଲୁରେ ସଦା ! ଆଜିକାଲି ଆମକୁସିନା ଲୋକେ ଭିକମଗା ବୋଲି ଛିଃ ଛାକରକରି କେତେକଥା…