Latest Odisha News
Browsing Category

ସାହିତ୍ୟ

କବି ପ୍ରସନ୍ନ ମିଶ୍ରଙ୍କ ୮୨ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୨ ତମ ଜୟନ୍ତୀ 'ଫାଲଗୁନ ଆସର' ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। କବି କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବୀ ଅପର୍ଣ୍ଣା ମହାନ୍ତି, କବି ଆଶୁତୋଷ ପରିଡ଼ା, ନାଟ୍ୟକାର ରମେଶ…

କବିତା : ମାୟା ଫଗୁଣ

ସ୍ମୃତି ରଞ୍ଜନ ତ୍ରିପାଠୀ  ଏଇ ଏଇନା ଖଳି ହେଉଛନ୍ତି ବସନ୍ତର କାମଳ ରୋଗୀ ସବୁ, ଏଇ ଏଇନା ବକ୍ତା ସବୁ ଆକାଶ ମୁହାଁ ପୁଣି ଗଢ଼ିବାକୁ, ଶିହରିବାକୁ ଫଗୁଣକୁ ତା'କୁ ଆହୁରି ଗେହ୍ଲେଇ ନାଚିବାକୁ ଆଉଥରେ ବଇଦ ସାଜିବାକୁ।। ବାଃରେ ଶୀତ ସବୁ କମ୍ବଳର ସ୍ୱେଦ ତୁ ନେଲୁ ମୋ ପାଇଁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶୁଣିଥିଲି, ମଣିଷ ଜୀବନର ସବୁ ନିର୍ଣ୍ଣୟ ଈଶ୍ୱର ନେଇଥିଲେ ବି ମନୁଷ୍ୟକୁ କର୍ମ କରିବାକୁ ପଡ଼େ, ବିବେକାନୁଗତ ଭାବେ । ସେଥିରେ ଶତ ପ୍ରତିଶତ ସଫଳତା ମିଳି ନପାରେ । ତଥାପି କର୍ମ ହିଁ ମଣିଷର ପୁରୁଷାର୍ଥ । ମହାଭାରତର…

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ ପୁଣି ପଛକୁ ଫେରି ହେଲେ…

କବିତା : ରାସ୍ତା

ରାମକୃଷ୍ଣ ଯିବାକୁ ମୋର ଜମା ଇଚ୍ଛା ନାହିଁ ଯାହା ଅଛି ହଜିଯାଆନ୍ତି ତା ଭିତରେ ଯାହା ନାହିଁ ତାକୁ ଭରି ଦିଅନ୍ତି ସୁନ୍ଦର ସବୁ ମୋର କଳ୍ପନାରେ, ଅଜସ୍ର ଇଚ୍ଛାଙ୍କ ଉତ୍ସବରେ ମାତି ଯିବାକୁ ମନ ମୋର, କିନ୍ତୁ ଜାଣେ ବସି ରହିବା ତ ଦୂରର କଥା ଘଉଡାଇ ନିଆଯିବ ମୋତେ ଛିଡାହେବା ଜାଗାରୁ…

ଭାଷା ଭାଗବତ : ଭାଷା ପାଇଁ ମନସ୍ତାପ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କି ହୁଏ ଛପାଇଲେ ବହି ? ମଲାଟ ପିଂଧି ଥାଏ ରହି ପାଠକ ବାଟ ଚାହିଁ ଚାହିଁ କାଳେ କେ ନେବ କି ଉଠାଇ ଏମିତି କିଛି ଘଟେନାହିଁ ସ୍ବଭାଷୀ ପାରେ ସବୁ ସହି କେବଳ କଥା କହି କହି ହୁଏ ମନ ଭିତରେ ଦହି ଭାଷାର ପ୍ରୟୋଗ ସୀମିତ ହେବାରୁ ହୋଇ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁଙ୍କ ଫେରିବା ପଥକୁ ଚାହିଁଚାହିଁ ଆଉ କିଛି ଦିନ ଚାଲିଗଲା । ଦିନେ ତାଙ୍କଠାରୁ ଖଣ୍ଡିଏ ଲଫାପା ପାଇଲି । ମନରେ ଯେତେ ଆନନ୍ଦ ନେଇ ଚିଠି ଖଣ୍ଡିକ ପଢ଼ିବାପାଇଁ ଖୋଲିଲି, ପଢ଼ିବାବେଳେ କାମଳରୋଗୀ ଭଳି ମୋର ମୁହଁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ପ୍ରଚ୍ଛନ୍ନ ସତ୍ୟ ଆଜି କେଡ଼େ ନିଷ୍ଠୁର ଭାବେ ଆତ୍ମପ୍ରକାଶ କରିଛି । ଆଉ କେତେ ଦିନ ଅଫିସରେ ଏ କଥା ଲୁଚି ରହିବ ? ସେଥିରେ ପୁଣି ମିଥ୍ୟାର ଏ ଚକ୍ରବ୍ୟୁହ ଭିତରକୁ ମୀନାକ୍ଷି ପଶି ଆସିଲାଣି । କ’ଣ ହେବ ପରିଣାମ ?…

ତଥାସ୍ତୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭଗବାନ ହେଉଛନ୍ତି ସୃଷ୍ଟି କର୍ତ୍ତା । ତାଙ୍କରି ଅନୁସାରେ ମନୁଷ୍ୟର ଭାଗ୍ୟ ର୍ଦ୍ଧାରିତ ହୁଏ । ମନୁଷ୍ୟର ଭାଗ୍ୟ... ଇଶ୍ୱରଙ୍କ ଅନୁଯାୟୀ ଲିଖିତ । ଏହାକୁ କେହି ବଦଳାଇ ପାରିବେ ନାହିଁ । କିନ୍ତୁ ଆପଣମାନେ କେବେ ଅନୁଭବ କରିଛନ୍ତି…

ଭାଷା ଭାଗବତ : ଅଲୋଡ଼ା ବିଶ୍ରାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ବଚନ ଶୁଣିଲେ କାନ ସୁଦ୍ଧା ଯେଣୁ ରହୁଛିଁ ମୌନ ଆଖିରେ ଦେଖି ଦୁର୍ଲିଖନ ସ୍ଥିର ରଖିପାରେଁ ମୋ ମନ ଖୋଜି ଅନ୍ୟର ଦୋଷ, ତ୍ରୁଟି ଦେଖାଏଁନାହିଁ ଗୋଟି ଗୋଟି ସବୁ ବିଚ୍ୟୁତି ନେଇ ସହି ଏହି ସଂସାରେ ଥାଏଁ ରହି ପାରିଲେ ନିଜ ତ୍ରୁଟି ଜାଣି…