Latest Odisha News

BREAKING NEWS

Browsing Category

ସାହିତ୍ୟ

ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ପିଏଚ୍‌ଡି ଉପାଧି

ଭୁବନେଶ୍ୱର : ଓଡ଼ିଆ ଭାଷା ତଥା ସାହିତ୍ୟରେ ଉଚ୍ଚତର ଗବେଷଣା କରି ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ଉତ୍କଳ ସଂସ୍କୃତି, ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଉପାଧି ଲାଭ କରିଛନ୍ତି । ବିଗତ ପାଞ୍ଚ ବର୍ଷ ଧରି ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର : ଏକ ଗବେଷଣାତ୍ମକ ଅନୁଧ୍ୟାନ’ ବିଷୟ ଉପରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ପରଦିନ ପଦ୍ମିନୀ ଅଫିସରୁ ଫେରିବା ପୂର୍ବରୁ ସରୋଜ ଗ୍ୟାସ ଲଗାଇ ଜଳଖିଆ ପ୍ରସ୍ତୁତ କରିସାରିଥିଲେ । ବିଶ୍ୱାସ ସେତେବେଳ ଯାଏଁ ଶୋଇଛି । ଘରର କୋଣେ କୋଣେ ଶୂନ୍ୟତା ଅନୁଭବ କରି ତାଙ୍କ ଭିତରର ଏକାକୀତ୍ୱ ଅଧିକ ପୀଡ଼ା…

ଭାଷା ଭାଗବତ : ସ୍ବଭାଷା ସରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାମ୍ୟ ସହିତ ବୈପରୀତ୍ୟ ମିଶିଲେ ଗଢ଼ଂତି ସାହିତ୍ୟ ବ୍ୟକ୍ତିର ଦୃଢ଼ ଆନୁଗତ୍ୟ ବିଚାର କରେନି ଔଚିତ୍ୟ ଔଦ୍ଧତ୍ୟ କିଂବା ଆଭିଜାତ୍ୟ ଯୋଗୁଁ ସାଧକ ହେଲେ ଭୃତ୍ୟ ଶବ୍ଦର ସୁରମ୍ୟ ସ୍ଥାପତ୍ଯ ଲୁଚାଇ ରଖିପାରେ ସତ୍ୟ ସହସ୍ରାଧିକ ବର୍ଷ ଧରି…

କବିତା : ଫଗୁଣ ଆସୁଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଛନ୍ନ । ପହିଲି ବସନ୍ତ ନିଆରା ମଳୟ ଆଣୁଛି ଚୋରା ଚଇତି ,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପ୍ରଥମ ଗେଟ୍ ପାର୍ ହେବା ପରେ ପଦ୍ମିନୀ ଆଗକୁ ଲକ୍ଷ୍ୟ ରଖି କହିଲା- ମତେ ଷ୍ଟେସନରେ ଓହ୍ଲେଇ ଦେ, ଟ୍ରେନ ଏବେ ଆସୁଥିବ । - କାହିଁକି ? ପଦ୍ମିନୀ ଦ୍ୱିଧା ଜଡ଼ିତ କଣ୍ଠରେ ବାରଣ କଲା- ନାଁ, କାଳେ ତାଙ୍କ ଗାଡ଼ିରେ…

ଶିବଙ୍କର ବାଲ୍ୟରୂପ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ବିଷ୍ଣୁ ପୁରାଣରେ ଶିବଙ୍କ ବାଲ୍ୟ ରୂପ ବର୍ଣ୍ଣିତ । ବିଷ୍ଣୁଙ୍କ କାନ ମଇଳା ରୁ ଜନ୍ମ ହୋଇଥିବା ମଧୁ-କଟଭ ରାକ୍ଷସର ବଧ ପରେ, ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ । ସୃଷ୍ଟି ପାଇଁ ବ୍ରହ୍ମାଙ୍କ ଏକ ସନ୍ତାନ ଆବଶ୍ୟକ ଥିଲା। ଏଥିପାଇଁ ସେ…

ଅନୁବାଦ କବିତା : ସାହସ

ମୂଳ ବାଂଲା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଜଳିଉଠ ଭୟାତୁର ମଣିଷମାନେ ଆଜି ତାର ଖୁବ ପ୍ରୟୋଜନ ଜଳି ଉଠ ଗଛ, ଗ୍ରାମ ଜନପଦ ସହର, ଶ୍ରମିକ ଅବରୁଦ୍ଧ ଲୋକାଳୟମାନ । ଜୀବନ ଆଜି ବ୍ୟଥିତ ଆମ ସାମ୍ନାରେ ହତ୍ୟା ଓ ସନ୍ତ୍ରାସ ହୋଇଅଛି ଛିଡ଼ା ଖୁବ୍ ଦୁଃସମୟ ଆଜି ଇଟାର କାନ୍ଥରେ…

ଭାଷା ଭାଗବତ : ବିଶ୍ବର ଉପକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ତରଂଗ ପରି ଚିଂତାବଳି ତଟକୁ ଚୁମି ଯାଏ ଚାଲି ତା'ପରେ ଫେରିଆସେ ବୋଲି ପାଣି ସହିତ ଥାଏ ବାଲି ପାଣି ଓ ବାଲିର ଏ ପ୍ରୀତି ମଝିରେ ନାହିଁ ଲାଜ, ଭୀତି ସ୍ବାଗତ, ବିଦାୟ ସର୍ବଦା ଏ ପ୍ରେମ ପାଇଁ ନୁହେ ବାଧା ଶିଳାର ବିଚୂର୍ଣିତ ରୂପ…

ରାଜଯୋଟକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପର ଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ । କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି.. କୃତ କର୍ମର ଫଳ ଭୋଗ । ଆଗରୁ ଅପରିଚିତ ଦୁହେଁ ଏକା ଜାତିର ଜାଣିଲା ପରେ, ସେମାନଙ୍କ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆରେ, ପାଞ୍ଚଟା ବାଜିବାକୁ ମୋଟେ ଦଶମିନିଟ୍ ଅଛି । ଆମେ ତେବେ ଏଇଠି ଦୀର୍ଘ ପାଞ୍ଚ ଘଣ୍ଟା ଧରି ବସିଛେ ? ଭୁବନେଶ୍ୱରରୁ କେତେବେଳେ କ’ଣ ଖାଇ ଆସିଥିଲେ, ଆଉ ମନେନାହିଁ । ମତେ ଭୀଷଣ ଭୋକ ଦେଲାଣି... । ଠିଆ ହେବା…