Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମରୁଭୂମିରେ ସୂର୍ଯ୍ୟାସ୍ତ

ସୁଜାତା ମିଶ୍ର  ମରୁଭୂମିରେ ଅପରାହ୍ନର ଖରା ମଉଳି ଯାଏ... ବାଲୁକା ଶେଯରେ ଲମ୍ବି ଲମ୍ବି ଯାଏ ଓଟର ଛାଇ ..., ମାଇଲ୍ ମାଇଲ୍ ଧରି ବାଲିର ବିସ୍ତୃତିକୁ ସ୍ୱର୍ଣ୍ଣ ଲୋହିତ ରଙ୍ଗରେ ସଜେଇ.. ବାରୁଣୀ ଗଗନ ତଳେ ନୀରବରେ କ୍ଳାନ୍ତ ଅପରାହ୍ନର ମ୍ଲାନ ଚିହ୍ନ ଯାଏ ତ ଉଭେଇ.., ଫୁଲ…

ସ୍ୱଳ୍ପ ଗଳ୍ପ : ଗାଧୁଆ ବେଳ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୬ " ଗାଧୁଆ ବେଳ " ଶୀର୍ଷକ ଗୋଟିଏ କବିତା ସଙ୍କଳନ ସହ ଓଡ଼ିଆ କବିତାରେ ଅଭିଷିକ୍ତ ହୋଇଥିବା କବି ଅଖିଳ ନାୟକଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଏଇଠି କିନ୍ତୁ କୌଣସି କବିତା ଚର୍ଚ୍ଚା କରାଯାଉନାହିଁ । ଯାହା କିଛି ଏଇଠି…

କବିତା : ଅପେକ୍ଷା

ଅନନ୍ତାଂଶୁ ଜେନା  କୁହ ତ ! ଚୁପ ରହିବା ଭଲ, ନା ଅନର୍ଗଳ ଗପିବା କିଛି ତ ଫରକ ଥିବ ! ନ ହେଲେ ଅନର୍ଗଳ ଗପୁଥିବା ଲୋକ ବି ବେଳେବେଳେ ଚୁପ ହୁଏତ ସୀମାବଦ୍ଧ ପୁଣିଥରେ, ଆଉ କାହା ପାଇଁ କିମ୍ବା, ପ୍ରାୟଶ୍ଚିତ ଘଟିଥିବା ଘଟଣାର କିଛି କୋହ ସାଇତା ଅଙ୍ଗାର ସହି ହୁଏ ସବୁବେଳେ…

ମୋ ପରିବାର ମତେ ସାହିତ୍ୟ ସର୍ଜନା ପାଇଁ ପ୍ରେରିତ କରିଛି : ଦେବଜ୍ୟୋତି ଅବିନାଶ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଇଂରାଜୀ ସ୍ନାତକୋତ୍ତର ବିଭାଗର ଛାତ୍ର ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ…

ଅଭୁଲା ଗୀତ : ଜାଣେନା ଜାଣେନା

ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଚଳଚ୍ଚିତ୍ର: ସାଧନା, ୧୯୬୪ ଜାଣେନା ଜାଣେନା ଜାଣେନା ଜାଣେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ଫଗୁଣର ଏଇ ଲଗନେ ଜାଣେନା ଜାଣେନା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ କିଛି କ୍ଷଣ ପାଇଁ ଚନ୍ଦ୍ରଭାନୁଙ୍କର ଭ୍ରମର ମାନସ ମଧ୍ୟ ସ୍ଥିର ହୋଇଗଲା । ପାପୁଲିରେ ଲୁହ ପୋଛି ଦେଉ ଦେଉ ସେ କଥାରେ ଅମୃତ ଝରାଇ ତାକୁ ପଚାରିଲେ କି ଭାବନା ଭିତରେ ବୁଡ଼ି ରହିଛ ଯେ, ତମ ଆଖିରେ ଏ ଲୁହ ? ମନ ଭିତରେ କିଛି…

କବିତା : କେହିଜଣେ

ସସ୍ମିତା ପ୍ରଧାନ କେହିଜଣେ ଆସିଥିଲା ମୋ ଜୀବନରେ ଅତର୍କିତ ଭାବେ ଅତି ନିଜର ହୋଇ ଆପଣା ଲୋକଙ୍କଠାରୁ ଅଧିକ ଭଲ ପାଇ...। ଅନାବନା ଭାବନାରେ ଅନ୍ୟ ମନସ୍କ ରହୁଥିଲି ଅଳପ କହି ବେଶି ହସୁଥିଲି ଅଗଣାରେ ଝୁଣ୍ଟି ପଡି ଆକାଶରେ ଉଡୁଥିଲି ଅଳ୍ପ ଦିନେ ତାର ହୋଇଗଲି....। ଅଳସୀ…

ଭାଷା ଭାଗବତ : ଆମର ଭାଷାନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମଂଗଳକାରୀ ନୀତି ନ ଥିଲେ ଭାଷାର ଉନ୍ନତି ଘଟିବା ହୁଏନି ସଂଭବ ଏ ସତ୍ୟ କରୁଁ ଅନୁଭବ ଶିଶୁ, ଯୁବକ, ପ୍ରୌଢ଼, ବୃଦ୍ଧ ସଭିଂକୁ କରିଲେ ସମୃଦ୍ଧ ଭାଷାର ପଥ ଅବରୁଦ୍ଧ ନ ହୋଇ, ହୁଏ ସର୍ବଶୁଦ୍ଧ 'ଏବେ ତ କେବଳ ଲେଖକ ରଖଂତି…

ଫକୀରମୋହନଙ୍କ ସାହିତ୍ୟ କୃତିର ପ୍ରଚାରପ୍ରସାର ହେଉ

ଭୁବନେଶ୍ୱର : ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସଚିବାଳୟ ମାର୍ଗର ରୋଟାରୀ କ୍ଲବରେ ଆୟୋଜିତ ହେଇଯାଇଛି । ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରତିଷ୍ଠାତ୍ରୀ ମନିକା ଦାସ ଫକୀରମୋହନ ଫାଉଣ୍ଡେସନ କିଭଳି ଯୁବ ପୀଢ଼ି ଛାତ୍ରଛାତ୍ରୀ,…

କଥାକାର ଜଗଦୀଶ ମହାନ୍ତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍ ତରଫରୁ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କ ଜୟନ୍ତୀ ସ୍ଥାନୀୟ ରେଡକ୍ରସ ଭବନଠାରେ ପାଳିତ ହୋଇଯାଇଛି। ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କଥାକାର ଯଶୋଧାରା ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ଗାଳ୍ପିକା ତଥା ସମାଲୋଚିକା କବିତା…