Latest Odisha News

BREAKING NEWS

Browsing Category

ସାହିତ୍ୟ

ସମୟ ଓ ଭାଗ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସତରେ କଣ ଭାଗ୍ୟ ବୋଲି କିଛି ଥାଏ ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ - କ'ଣ କରିବା ମୋର ଭାଗ୍ୟ ରେ ନାହିଁ !…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିଜକୁ ଦୃଢ଼କଲା ପଦ୍ମିନୀ । କହିଲା- ଏଇ ଅବସ୍ଥାରେ କେବଳ ପ୍ରତାରିତ କରିଥିଲେ ମୋ ମନରେ ଦୁଃଖ ନଥାନ୍ତା । ସେଇ ସମୟର ସାମୟିକ ଅପବାଦକୁ ମୁଁ ସହ୍ୟ କରିନିଅନ୍ତି । ଝିଅଟିଏର ହେଉ ବା ପୁଅଟିଏର ହେଉ, ଆମ ସମୟ ପାଇଁ…

ଭାଷା ଭାଗବତ : ମୌଳିକ ବର୍ଣମାଳାଶ୍ରୟୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆମର ସ୍ମୃତି, ଅନୁଭୂତି କଥା କହିଲେ ବାହାରଂତି ସେ ସବୁ କଲେ ଲିପିବଦ୍ଧ ଭାଷାଟେ ହୁଅଇ ସମୃଦ୍ଧ କଥା ତ ଧ୍ବନିର ଫୋଟକା ଅଳ୍ପାୟୁ ହୋଇ ଏକା ଏକା ଘଟେ ତାହାର ଅବସାନ ପାଏନି ଯଥାର୍ଥ ସମ୍ମାନ କଥାକୁ କରିଦେଲେ ଲିପି କାଳ ଓ ସ୍ଥଳ…

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ

ବ୍ରହ୍ମପୁର : ଓଡ଼ିଆ ଭାଷା, ପ୍ରତିଷ୍ଠାନ, ଭୁବନେଶ୍ଵର ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…

ରଞ୍ଜନ କୁମାର ପଣ୍ଡାଙ୍କ ‘ଶ୍ରୀ ଚଣ୍ଡୀ ସାରଳା ମାଦଳା’ଉନ୍ମୋଚିତ

ଜଗତସିଂହପୁର : ଆଦିକବି ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ରଚିତ ଓଡ଼ିଆ ପୁସ୍ତକ 'ଶ୍ରୀ ଚଣ୍ଡୀ ସାରଳା ମାଦଳା' ବିଶିଷ୍ଟ ଓଡ଼ିଆ ଗବେଷକ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରମଥ ପଟ୍ଟନାୟକ, ବିଶିଷ୍ଟ…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ତଦ୍‌ଭବ ଶବ୍ଦ - ସଂସ୍କୃତ ଶବ୍ଦରୁ ସୃଷ୍ଟ ଶବ୍ଦ, ଯାହା ଆମ ଓଡ଼ିଆ ଭାଷାରେ ବ୍ୟବହାର ହୁଏ, ସେସବୁ ଶବ୍ଦକୁ ତଦ୍‌ଭବ ଶବ୍ଦ କୁହାଯାଏ । ସମୟର ତାଳେତାଳେ ଅନେକ ସଂସ୍କୃତ ଶବ୍ଦ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହାର ହୋଇଆସୁଛି । ଏହିସବୁ ଶବ୍ଦ କେତେକ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନନ୍ଦନକାନନ ମିଉଜିୟମ୍ ବାରଣ୍ଡା ଉପରେ ବସି ମୀନାକ୍ଷି ସ୍ଥିର ମନରେ ଶୁଣିଯାଉଥିଲା ବାଲ୍ୟ ବାନ୍ଧବୀ ପଦ୍ମିନୀର ଅତୀତ କାହାଣୀ । ସ୍ୱପ୍ନରେ ଭାବି ନଥିବା ଘଟଣାଗୁଡ଼ିଏ ଜୀବନ ସହ କେତେବେଳେ କେମିତି ଯୋଡ଼ି ହୋଇଯାଏ ଆଉ ଏ…

ଭାଷା ଭାଗବତ : ମତ ସମୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମତ ନ ହେଲେ ସମୀକ୍ଷିତ ଜଣା ପଡ଼େନି ମିଛ, ସତ ତେଣୁ ଅଟଇ ଅକାରଣ ବିରୋଧ ଅବା ସମର୍ଥନ ଯାହା ବି ଲାଗଇ ନୂତନ ସେହି ଆଡ଼କୁ ନେଇ ମନ ଗ୍ରହଣ ଅବା ପ୍ରତ୍ୟାଖ୍ୟାନ କରଂତି ଜ୍ଞାନୀ ଓ ଅଜ୍ଞାନ ନୂତନ ପଦ୍ଧତି, କୌଶଳ କାମକୁ କରିଲେ ସରଳ…

କବିତା : ମରୁଭୂମିରେ ସୂର୍ଯ୍ୟାସ୍ତ

ସୁଜାତା ମିଶ୍ର  ମରୁଭୂମିରେ ଅପରାହ୍ନର ଖରା ମଉଳି ଯାଏ... ବାଲୁକା ଶେଯରେ ଲମ୍ବି ଲମ୍ବି ଯାଏ ଓଟର ଛାଇ ..., ମାଇଲ୍ ମାଇଲ୍ ଧରି ବାଲିର ବିସ୍ତୃତିକୁ ସ୍ୱର୍ଣ୍ଣ ଲୋହିତ ରଙ୍ଗରେ ସଜେଇ.. ବାରୁଣୀ ଗଗନ ତଳେ ନୀରବରେ କ୍ଳାନ୍ତ ଅପରାହ୍ନର ମ୍ଲାନ ଚିହ୍ନ ଯାଏ ତ ଉଭେଇ.., ଫୁଲ…

ସ୍ୱଳ୍ପ ଗଳ୍ପ : ଗାଧୁଆ ବେଳ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୬ " ଗାଧୁଆ ବେଳ " ଶୀର୍ଷକ ଗୋଟିଏ କବିତା ସଙ୍କଳନ ସହ ଓଡ଼ିଆ କବିତାରେ ଅଭିଷିକ୍ତ ହୋଇଥିବା କବି ଅଖିଳ ନାୟକଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଏଇଠି କିନ୍ତୁ କୌଣସି କବିତା ଚର୍ଚ୍ଚା କରାଯାଉନାହିଁ । ଯାହା କିଛି ଏଇଠି…