Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସେବା ଦେବା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କାର ଚଳେ ନିରଂତର ତିଷ୍ଠିଛି ଶରୀର, ସଂସାର ଭାଷା, ସଂସ୍କୃତି, ପରଂପରା ସଂଭାଳିପାରିଛି ଏ ଧରା ସର୍ବେ ହୋଇଲେ ଏକ ଭଳି ସଂସାରେ ପାରିବେନି ଚଳି ମନରେ ରହିଲେ ଅଶାଂତି ସଂଭବ ହୁଏନି ପ୍ରଗତି ଜୀବନେ ଯେତେ ବାଧା, ବିଘ୍ନ…

କବିତା : ମାଟି

ବାସନ୍ତୀ ଲତା ଜେନା  ମାଟିରେ ଜନମ ମାଟିରେ ମରଣ ମାଟି ମୋର ପୂଣ୍ୟ ଭୂମି ଏମାଟି ଚନ୍ଦନ ଶୀତଳ ପବନ କରେ ମୁଁ ତାକୁ ନମାମି । ମାଟି ନୁହେଁ ସେତ ମାଆଟି ଆମର ସହେ ଅଳି ଅରଦଳୀ ସର୍ବଂସହା ଦେବୀ ଧରିତ୍ରୀ ଜନନୀ ମମତା ଦେଉଛି ବୋଳି । ଏମାଟି କୋଳରେ ଜନମ ନେଇଛି ଖେଳିଛି ତା କୋଳେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ତାଙ୍କ ପରିବାର ବିଷୟରେ କିଛି କହିଲୁନି... - ଯାହା ଶୁଣିଛି, ପଲ୍ଲୀର ଗୋଟେ ଛୋଟିଆ ଘରେ ତାଙ୍କ ପରିବାର ରହନ୍ତି । ଇଏ ଅଧ୍ୟାପକ ଅଛନ୍ତି । ଆଉ ଅଧିକା କିଛି ମୁଁ ଜାଣେନି । ଘରେ କାହାକୁ ପଚାରିବି…

ସାହିତ୍ୟ ସବୁବେଳେ ସମାଜକୁ ପ୍ରଭାବିତ କରେ : ଜ୍ଞାନୀ ଦେବାଶିଷ ମିଶ୍ର

ଓଡ଼ିଶା ସାହିତ୍ୟରେ ଜଣେ ଉଚ୍ଚକୋଟୀର ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଜ୍ଞାନୀ ଦେବାଶିଷ ମିଶ୍ର । କବିତା ଓ ସମାଲୋଚନା ସାହିତ୍ୟ ତଥା ସମ୍ପାଦନା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ କବିତାର ଲାଳିତ୍ୟ…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ସଙ୍ଗୀତ : ଶ୍ରୀକୁମାର ଗାୟନ : ଅକ୍ଷୟ ମହାନ୍ତି ଚଳଚ୍ଚିତ୍ର : ମାଟିର ମଣିଷ, ୧୯୬୭ ପ୍ରଯୋଜନା: ଛାୟାବାଣୀ ପ୍ରତିଷ୍ଠାନ ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର ଝାଡ଼ିଦେଲେ ପର ରଜାଝିଅ ବାହୁନୁଚି ଦେଖି ବୁଢ଼ାବର ଆହା ଦେଖି…

 କବିତା : ନାରୀ

ଅଭିଜିତ ଦେବର୍ଷି  ତୁମେ ଅଳସ ନଦୀର କନ୍ୟା ସତେ ଶ୍ରାବଣର ସେହି ବନ୍ୟା ।। ତୁମେ ହୃଦୟର ସେହି ସ୍ବପ୍ନ ଆଦରେ, କରିଛି ଯାହାର ଯତ୍ନ ।। ତୁମେ ମାତା ,ଭଗିନୀର ଛାୟା ପୁଣି ପ୍ରେୟସୀ ସ୍ପର୍ଶର ମାୟା ।। ତୁମ ପାଖେ ଗଚ୍ଛିତ ଅସୀମ ପ୍ରେମ ଓ ସ୍ନେହ ରହି କେ ପାରିବ, ତୁମ୍ଭ…

ଭାଷା ଭାଗବତ : ସଂସ୍କାର ପ୍ରଚେଷ୍ଟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କାର ପ୍ରଚେଷ୍ଟାରେ ନିଷ୍ଠା ରହିଲେ ବ୍ୟକ୍ତିଗତ ଚେଷ୍ଟା ଫଳତଃ ସମାଜେ ସ୍ବୀକୃତି ପାଇଛି ବହୁ ନୂଆ ରୀତି ସଂସ୍କାର ଆରଂଭର କାଳ ବସ୍ତୁତଃ ହେଲେଁ ହେଁ ଜଟିଳ କ୍ରମଶଃ ହୋଇଲେ ସରଳ ଲୋକଂକୁ ମିଳେ ଭଲ ଫଳ ଆମର ଲିପିରେ ସଂସ୍କାର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଚ୍ଛା, ଛାଡ଼ ସେ କଥା, ତୁ କେତେବେଳୁ ଆସି ଏଠି କ’ଣ କରୁଥିଲୁ ? ଚପା ହସ ହସିଲା ପଦ୍ମିନୀ- କ’ଣ ଆଉ କରିବି ? ତତେ ଅପେକ୍ଷା କରି କରି, ତୋ ସାଙ୍ଗରେ ଟିକେ ଫାଜିଲାମି କରିବି ଭାବି ଏମିତି ଛଟାଗାଳି ଏଇ ପଥର…

କବିତା : ଅଭିମାନ

ବିଜୟିନୀ ଜେନା ସଖା ମୋର, ମୋ ଦୁଃଖ ବାନ୍ଧବ ବୋଲାଇଲ କହି ପାରିବ କାହିଁକି ମତେ ବସ୍ତ୍ରହୀନା କରିବାର ସବୁ ବନ୍ଦୋବସ୍ତ କରି ପୁଣି ଅଜସ୍ର ବସ୍ତ୍ରରେ ପୋତିପକାଇଲ ? ସବୁ ଫନ୍ଦିଫିକରକୁ ଜାଣି ବି ଅଜଣା ହେଲ ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହ ଦେଇ... ଅପମାନର ବିଷ ପିଆଇ....…

ଭାଷା ଭାଗବତ : ବାପା ଓ ପୁଅ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କାହାର ବାପା ଅଗ୍ରପୂଜ୍ୟ କାହାର ବାପା ଅନିବାର୍ଯ୍ୟ କାହାର ବାପା ହୁଏ ତ୍ୟାଜ୍ୟ ଏମିତି ଚଳେ ଦେଶ, ରାଜ୍ୟ ବାପା ଓ ପୁଅ କେତେ ଭଳି ସଂସାରେ ରହୁଛଂତି ଚଳି ନିଜର କୁଟୁଂବ ସଂଭାଳି କିଏ କି ପାରିଲାଣି କଳି ? ଅଳପ ଜାଣି, କହି ବେଶି…