Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଜଳେ ଯେସନ ଚନ୍ଦ୍ରଛାଇ

ରାମକୃଷ୍ଣ  ବାମନ ମୁଁ ହାତ ପାଏନାହିଁ ଚନ୍ଦ୍ରକୁ । ମୋର ସିନା ହାତ ପାଏନାହିଁ କାହାକୁ ଜଳଘଟ ପରି ବସି ରହିଥାଏ ସମସ୍ତେ ଆସି ମୁହଁ ମାରି ଯାଆନ୍ତି ମୋର ଦ୍ବାରରେ ସୂର୍ଯ୍ୟ, ଚନ୍ଦ୍ର ଏପରିକି ବହୁଦୂର ଗ୍ରହ ନକ୍ଷତ୍ରମାନେ ବି ମୁଁ ଠିକ୍ ଜାଣେ ଯେ ଚନ୍ଦ୍ରର କ୍ଷୟ ବୃଦ୍ଧି…

ଭାଷା ଭାଗବତ : ଦୁଃଖଜର୍ଜର ବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶରୀର, ସୁଷମା, କୌଳୀନ୍ୟ ପ୍ରତିଭା, ନିଷ୍ଠା, ଜ୍ଞାନ, ଧନ ବୁଦ୍ଧି, କ୍ଷମତା ଆଉ କୃତି ଥିଲେ ବି ଯେଉଁଠାରେ ବ୍ୟକ୍ତି କରେନି ଶୁଦ୍ଧ ଆଚରଣ କେବେ ବି ପାଏନି ସମ୍ମାନ ଯୋଗାଡ଼ କଲେ ସୁଦ୍ଧା ଖ୍ୟାତି ନ ଥାଏ ସେ ଖ୍ୟାତିର…

ସ୍ୱଳ୍ପ ଗଳ୍ପ : କାଫକାଙ୍କ ଶତ୍ରୁ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୧ ସେହି ଗୋଟିକ ହିଁ ବ୍ୟତିକ୍ରମ। କାଫକାଙ୍କ ଶତ୍ରୁ କହିଲେ ସେହି ଜଣକ । ସେ ବି ଥିଲେ କାଫକାଙ୍କ ଭଳି ଜଣେ ଲେଖକ ଆଉ ବୃତ୍ତିରେ ଥିଲେ ଜଣେ ଡାକ୍ତର । ସେ ତାଙ୍କର ପ୍ରଣୟିନୀ ତଥା ସେ ସମୟର ଜଣେ ଖ୍ୟାତନାମା ଅଭିନେତ୍ରୀ ରାହେଲ…

ପୁସ୍ତକ ପରିଚୟ : ଅମୃତ ଆଶ୍ଳଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଅମୃତ ଆଶ୍ଳେଷ : କିଛି ଅମୃତ ଅନୁଭବର କଥା କବିତା ବହି : ଅମୃତ ଆଶ୍ଳଷ କବୀ : ସୁପ୍ରିୟା ପଣ୍ଡା ପ୍ରକାଶକ : ଏଥେନା ବୁକ୍ସ ପୃଷ୍ଠା ସଂଖ୍ୟା : ୧୨୩ ମୂଲ୍ୟ : ୧୬୦ ଟଙ୍କା  କବୀ ସୁପ୍ରିୟା ପଣ୍ଡାଙ୍କ ପ୍ରଥମ କବିତା ସଙ୍କଳନ "ଅମୃତ ଆଶ୍ଳେଷ"…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପାଞ୍ଚ ବର୍ଷର ଅଜ୍ଞାତବାସ ଆଜି ମୁଖା ଖୋଲିବା ପାଇଁ ଉଦ୍ୟତ । ସମୟର ଏଇ ରୂପକୁ ବଦଳାଇବା ଶକ୍ତି ତା’ର କାହିଁ? ଶୁଖିଲା ପତ୍ର ପରି ସମୟର ପ୍ରବାହ ତାକୁ ଯେତେବେଳେ ଯେଉଁ ଆଡ଼କୁ ଉଡ଼ାଇ ନେଇଛି, ବିନା ପ୍ରତିବାଦରେ, ସେ ତ…

କବିତା : ରାଗି ପୁଅ

ସଞ୍ଜିତା ପ୍ରଧାନ ରାଗି ପୁଅ ଯେବେ ରାଗେ ମରୁଭୂମିଟେ ସୃଷ୍ଟି ହୁଏ ସରୁ ନଥିବା ନିର୍ଜନତା ମାଡ଼ି ବସେ ଭୂଇଁରୁ ଆକାଶ ତାତି ବ୍ୟାପେ କିଛି ଜଳେ କୁହୁଳେ ଭୁସ୍ ଭୁସ୍ ଧୂଆଁ ବାହାରେ ସବୁଆଡେ ଧୂଆଁ ! ତେବେବି; ଚେହେରା ସଫା ଦିଶେ । ଫୁଲିଲା ନାକ ଶୁଖିଲା ମୁହଁ ଲୁହ ଭରା ଲାଲ ଆଖି…

ଭାଷା ଭାଗବତ : ଚିଂତାକୀର୍ଣ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପର୍କ, ଭରସା, ବିଶ୍ବାସ ତୁଟିଲେ ହୃଦ୍‌ବୋଧ ନାଶ ହେବା ହିଁ ଅଟେ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ ଭାବି ପାଆଂତି ଯେତେ ପୀଡ଼ା ସବୁଯାକ ତ ଅବାହୁଡ଼ା କାଚ ଫାଟିଲେ ହୁଏ ନଷ୍ଟ ଏହା ତ ଅତ୍ୟଂତ ସୁସ୍ପଷ୍ଟ କାଳ,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେମିତି ବସିଥିବା ଅବସ୍ଥାରେ ଅଳ୍ପସମୟ ପାଇଁ ସଚେତନ ହେଉହେଉ ଭାବନାର ଢ଼େଉପୁଣି ତା’ ଉପରେ ଅଜାଡ଼ି ପଡ଼ିଲା । ପଦ୍ମିନୀ ଆଉ ଉଠି ପାରିଲା ନାହିଁ । ଗୁରୁବାର ଦିନ ଶୁଣିଥିବା ଖବରଟି ନିରବଧିକାଳ ପାଇଁ ତାକୁ ବସେଇ…

କବିତା : ସମ୍ପର୍କ

ସବିତା ତ୍ରିପାଠୀ କିଛି ସମ୍ପର୍କ ସାଉଁଟି ଥାଏ ସ୍ମୃତି ସବୁ ଜୀବନର, କିଛି ସମ୍ପର୍କ ଭେଟିଦିଏ ମୂଲ୍ୟହୀନ ସମୟ ଆମ ଜୀବନର,,,,, ସମ୍ପର୍କ ତ ଗଢିଉଠେ ଅନେକ କିନ୍ତୁ ମନ ଖୋଲି କଥା ହେବାକୁ ଦିପଦ, ଓଠ ପାଲଟିଥାଏ ମୁକ କିଛି ସମ୍ପର୍କ ଆଗେ ହାରିଯାଏ ଆମ ନିର୍ମଳ ହୃଦୟ, ମନଟା ଖଳ…

ଭାଷା ଭାଗବତ : ନିଃସ୍ବ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅରଣ୍ୟ ଔଷଧ ଭଂଡାର ଖୋଜି ଆଗ ବାହାର କର ରୋଗୀ ହୋଇବେ ଉପକୃତ ବଇଦ ବି ପାଇବେ ବିତ୍ତ ପ୍ରତ୍ୟେକ ଗାଆଁରେ ଜଂଗଲ ରହିଲେ କେତେ ଯେ ମଂଗଳ ପାଆଂତି ସବୁ ପ୍ରାଣୀକୁଳ ଏ କଥା ମନେ ଥରେ ଭାଳ ଯାହା କାଟି ଦେଇଛେଁ ବିକି…