Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସଭିଏଁ ଅନନ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ନିଜକୁ କରି ଆବିଷ୍କାର ହୋଇପାରିଲେ ଅଗ୍ରସର ସୁଂଦର ଲାଗେ ଏ ସଂସାର ଜୀବନ ହୁଏ ମନୋହର ନିଜର ଅନନ୍ୟତା ଜଗି ହୋଇଲେ ଜୀବନାନୁରାଗୀ ଅଲୋଡ଼ା ଅଯଥା ସଂଘର୍ଷ ସୁଖରେ ବିତେ ମାସ,…

ଭାଷା ଭାଗବତ : ଔଚିତ୍ୟ ବିଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଭାଷା ବ୍ୟବହାର କରଂତି ନିତି ବାରଂବାର ନ ହୋଇ କେବେ ସଚେତନ ଥାଏ ଭାଷାର ବ୍ୟାକରଣ ଭାଷା ଯେହେତୁ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ ଥାଏ ନୀତି, ନିୟମମାନ ସେଆଡ଼େ ଦିଅଂତିନି ଧ୍ୟାନ ଜଣେ କହିଲେ ଜଣେ ବୁଝି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୋର ସନ୍ଦେହ ହେବାରୁ ପଚାରିଲି ନା... । ତୋ ବାହାଘର ପୂର୍ବରୁ ଆମେ ଭଞ୍ଜନଗର ଛାଡ଼ିଥିଲୁ । ଡାଡ଼ିଙ୍କ ବଦଳି ହୋଇଥିଲା । ତୋ ବାହାଘର ବେଳକୁ ମୁଁ ଦିଲ୍ଲୀରେ ପଢ଼ୁଥିଲି । ଆମ ସାଙ୍ଗରେ ଗୋଟେ ଝିଅ ପଢ଼ୁଥିଲା, ନିହାରୀକା,…

ଅନୁବାଦ କବିତା : ତୁମକୁ କହିନାହିଁ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ଆକାଶରେ ମେଘର ପ୍ରବଳ ଗର୍ଜନ ଓ ବାଣ ଫୁଟିବା ପରି ଶବ୍ଦରେ କାଲିଥିଲା ତୁମର ଜନ୍ମଦିନ । ଘର ଭିତରକୁ ବର୍ଷାର ଛିଟା ଆସୁଥିଲେ ବି, ଝରକା ବନ୍ଦ କରିନି ଆଲୁଅ ଲିଭି ଯାଇଥିବା ଅନ୍ଧାରରେ ରହି ରହି ବିଦ୍ୟୁତର ଝଲକରେ ମୁଁ ଦେଖି ପାରୁଥିଲି ତୁମର…

ସ୍ପନ୍ଦନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସ୍ପନ୍ଦନ ହୃଦୟର ଗୀତ, ମନର ମିତ, ଜୀବନ କାଳର ବନ୍ଧନ । ସ୍ପନ୍ଦନ କେବେ ଅନାହାର ଶିଶୁର କ୍ରନ୍ଦନ ତ କେବେ ଅରଣ୍ୟ ରୋଦନ । ସ୍ପନ୍ଦନ ଅଭିନେତାର ଜୀବନ ଆଉ ଏ ସ୍ପନ୍ଦନ ମୁନିଋଷିଙ୍କର ଚିନ୍ତନ । ସ୍ପନ୍ଦନ ଜୀବନର କିଛି ଅବ୍ୟକ୍ତ ଭାବନା ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତିନିହେଁ ଏକାଠି ବସି ଖାଇବା ଭିତରେ ବିଶ୍ୱାସର ଏକାଧିକ ଚପଳ, ଅବୋଧ ପ୍ରଶ୍ନର ଉର ହସହସ ଚେହେରା ନେଇ ସରୋଜ ଦେଉଥିଲେ । ସରୋଜଙ୍କ  ବିଶ୍ୱାସକୁ ଅଧିକ ଉତ୍ସାହୀ କରୁଥିଲା । କିନ୍ତୁ ପଦ୍ମିନୀ ଏ ପରିବେଶଠାରୁ କୋଶ କୋଶ…

କବିତା : ଜୀବନ ଗଣିତ

ଗଦାଧର ସାହୁ ଆସ ଆସ ଗୋ ମିତ ଆସ ସହି ସଙ୍ଗାତ, ମିଳି ମିଶି କଷିବା ଜୀବନ ଗଣିତ । ସୁଖ ଦୁଃଖକୁ ନେଇ ରାଗ କ୍ରୋଧ ମିଶାଇ, ସ୍ନେହ ଶ୍ରଦ୍ଧାକୁ ରଖିବା ବନ୍ଧନୀ ଦେଇ । ଆଗ ବନ୍ଧନୀ ହଟା ତୋରି,ମିଛ ଲେଉଟା, ନ ହଟି ପାରିଲେ ତୁ ହେବୁ ହଟହଟା । ତାପରେ ର ଆସିବ ସଦା ସତର୍କ…

ଭାଷା ଭାଗବତ : ଲେଖିବା ପାଇଁ ଡର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ଭାଷାରେ ବନାନ କରଇ ଗୁରୁତ୍ବ ବହନ ନ ଦେଲେ ତାହା ପ୍ରତି ଧ୍ୟାନ ଲିଖନ ହୁଏ ତ୍ରୁଟିପୂର୍ଣ ଭାଷାରେ ଶବ୍ଦାବଳି ରୂପ ହୋଇଲେ ସୂତ୍ର ଅନୁରୂପ ଭାଷାର ଦ୍ରୁତ ପ୍ରସାରଣ ହୁଅଇ ସତରେ ନିର୍ବିଘ୍ନ ମାତ୍ରା, ଫଳା,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ପ୍ରଚ୍ଛନ୍ନ ସତ୍ୟ ଆଜି କେଡ଼େ ନିଷ୍ଠୁର ଭାବେ ଆତ୍ମପ୍ରକାଶ କରିଛି । ଆଉ କେତେ ଦିନ ଅଫିସରେ ଏ କଥା ଲୁଚି ରହିବ ? ସେଥିରେ ପୁଣି ମିଥ୍ୟାର ଏ ଚକ୍ରବ୍ୟୁହ ଭିତରକୁ ମୀନାକ୍ଷି ପଶି ଆସିଲାଣି । କ’ଣ ହେବ ପରିଣାମ ?…

କବିତା : ଅନ୍ତିମ ଓଁକାର

ବଳରାମ ପୂଜାରୀ  ଅବିଚ୍ଛେଦ୍ୟ ଅଭେଦ୍ୟ ଅସହ୍ୟ ଅସହିଷ୍ନୁମାନଙ୍କୁ ଶୁଆଉଥୁଲି ନିବୃତ୍ତ ନିଦ୍ରାରେ ଅବିଶ୍ରାନ୍ତ ଅହଙ୍କାରମାନଙ୍କୁ ପେଶୁଥୁଲି ଶବ୍ଦଭେଦୀ ଶିବଧନୁର ଭସ୍ମଲେସା ଅନ୍ତିମ ଓଁକାର ଫେରି ଆସୁଥିଲେ ? ମୋ’ଭାଗ୍ୟର ସବୁତକ ପ୍ରସ୍ତାବିତ’ପ୍ରହସ୍ଥ ପ୍ରହରୀ ନାଗଫାଶରେ ରୁନ୍ଧି…