Latest Odisha News

BREAKING NEWS

Browsing Category

ସାହିତ୍ୟ

ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ମୁଖ୍ୟମନ୍ତ୍ରୀ…

ଭାଷା ଭାଗବତ : ଅଲଭ୍ୟ ନିର୍ଦିଷ୍ଟ ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁ ଓ କୁ ବ୍ୟକ୍ତିର ଧାରଣା ' ଗୁଣ 'କୁ ସେ ସବୁ ଅଜଣା ଯାହାକୁ ଯେତେ ବେଶି ଜଣା ସେ ହୁଏ ସେତେ ବେଶି ବଣା ମିଳେନି ଲକ୍ଷ୍ୟର ଠିକଣା ଲାଗେ ଅଧିକ କଟକଣା ବହୁତ ହୁଏ ନିଆଅଣା କାହାକୁ ମିଳେନି ପାଉଣା ବିଶ୍ବାସ ସହ…

ଭାଷା ଭାଗବତ : ଭାଷାରେ ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନାନା ଲୋକଂକ ନାନା ମତ କେଉଁଟି ମିଛ ଅବା ସତ ନ ଜାଣେ ଯେଣୁ ଶ୍ରୋତା ଚିତ୍ତ କିଛି ହୁଏନି ପ୍ରତିଷ୍ଠିତ ଅଶେଷ ମତ ବିନିମୟ ଚଳିଲେ ସୁଦ୍ଧା ଅହରହଃ ବାହାରି ପାରେନି ନିଷ୍କର୍ଷ ବିତିଯାଏ ମାସ ଓ ବର୍ଷ ଦୋହଲୁଥାଏ…

କବିତା : ଦୀପ

ଗଦାଧର ସାହୁ ଦୀପ ଜଳୁଥାଏ କେବେ ଘରେ କେବେ ମନ୍ଦିରରେ କେବେ ସଞବେଳେ ତୁଳସୀ ଚଉରା ମୂଳେ ମିଞ୍ଜି ମିଞ୍ଜି ଜଳୁଥାଏ ଧର୍ମ ମାସ ମହାକାର୍ତ୍ତିକ ଆକାଶ ଦୀପରେ । କିଏ ଜାଳୁଥାଏ ଆନ୍ଧାର ଦୂରେଇବାକୁ, କିଏ ମଙ୍ଗଳ ମନାସିବାକୁ କିଏ ଉତ୍ସବ ମନାଇବାକୁ ଆଉ କିଏ ପିତୃପୁରୁଷଙ୍କ ଅମୃତ…

ଆତ୍ମସଞ୍ଜମୀ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଗୀତାରେ କହିଲେ - ପୁରୁଷ ଯେତେବେଳେ ଇନ୍ଦ୍ରିୟ ମାନଙ୍କର ଭୋଗରେ ଏବଂ ଫଳାଫଳ କର୍ମରେ ଆସକ୍ତ ରଖେ ନାହିଁ, ସେତେବେଳେ ସେ ସର୍ଵ ସଂକଳ୍ପ ତ୍ୟାଗୀ ଯୋଗାରୂଢ ଆତ୍ମସଞ୍ଜମୀ ଓ ସନ୍ୟାସୀ ବୋଲାଏ । ଜଣେ ରାଜାଙ୍କ କନ୍ୟା ପାଇଁ ବିଭିନ୍ନ…

ଅନୁବାଦ କବିତା : ହେ ସୂର୍ଯ୍ୟ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ହେ ସୂର୍ଯ୍ୟ, ଶୀତ ସକାଳର ଦୀର୍ଘ ଏଇ ଥଣ୍ଡା କାକରର ରାତି ପରେ କରୁ ଆମେ ତୁମରି ପ୍ରତୀକ୍ଷା । ଚାଷୀର ଚଞ୍ଚଳ ଆଖି ଧାନ କଟାର ରୋମାଞ୍ଚ ଭରା ଦିନଗୁଡ଼ିକ ପାଇଁ ଅପେକ୍ଷା କଲା ପରି। ହେ ସୂର୍ଯ୍ୟ, ତୁମେ ତ ଜାଣିଛ କେତେ ଅଭାବ ଆମର ଗରମ…

ଭାଷା ଭାଗବତ : ଧର୍ମ, ସଂସ୍କୃତି, ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧର୍ମକୁ କଲେ ପ୍ରଦର୍ଶନୀ ହୁଏ ଧର୍ମର ମାନହାନି ରହିବା ସ୍ବଧର୍ମ ସହିତ ହେବାନି ଆଦୌ ପ୍ରଦର୍ଶିତ ବ୍ୟକ୍ତିର ଅଂତରଂଗ ଭକ୍ତି ବୁଦ୍ଧି, ଜ୍ଞାନ, ବିବେକ, ଶକ୍ତି ଲୋଡ଼େନି କାହାର ସ୍ବୀକୃତି ଅଥବା ଗୋଷ୍ଠୀର ସଂପୃକ୍ତି…

ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବିଦ୍ୟାପୁରୀ ,କଟକଙ୍କ ଦ୍ଵାରା ପ୍ରକାଶିତ ତଥା ଶିଳ୍ପୀ ବଳଦେବ ମହରଥାଙ୍କ ପ୍ରଚ୍ଛଦ ସହ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ 'ମାୟାବର୍ତ୍ତ' ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଗଳ୍ପ ଲେଖିବା ପାଇଁ ହେଲେ ପ୍ରଥମେ…

କବିତା : ସୁନେଲି କ୍ଷେତ

ତରୁଣ କୁମାର ମିଶ୍ର କାର୍ତ୍ତିକ ଫେରିଲା ମଗୁଶିର ଏବେ ପ୍ରବେଶ ହେଲା ଜଗତେ , ଶାଗୁଆକ୍ଷେତଯେ ସୁନେଲୀରଙ୍ଗରେ ଆମକୁ ଚାହିଁକି ହସେ । ଶସ୍ଯର କେଦାର ଦିଶେ ମନୋହର ପୂର୍ଣ୍ଣଗଭା ରୂପ ଯହିଁ , ପବନ ଦୋଳାରେ ଝୁଲୁଥାଏ ଧୀରେ ଆନନ୍ଦରେ ଗୀତ ଗାଇ । ବଇଶାଖୀ ହଳ ଭାଦ୍ର ବେଉଷଣ ସଙ୍ଗେ…

ଭାଷା ଭାଗବତ : ଭାଷା ସତର୍କତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶିକ୍ଷା ଓ ଶାସନ, ସଂସ୍କାର ବେପାର, ଧର୍ମ ଓ ପ୍ରଚାର କଳହ, ବିବାଦ, ବିଚାର ସବୁଠି ଭାଷା ଦରକାର ପିଲା, ଯୁବକ ଆଉ ବୁଢ଼ା ସଭିଂକୁ ଭାଷା ପଡ଼େ ଲୋଡ଼ା ସଂସାରେ ନିର୍ଭାଷୀ ଜୀବନ ଯାପନ କରେ କେଉଁ ଜନ ? ଭାଷା ବ୍ୟତୀତ…