Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : ଜଣେ ଶ୍ୱାନବନ୍ଦୀର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୬ ତାହାର ନାଆଁ ପେପ୍। ନାଆଁଟି ସେଇଭଳି  ସଂକ୍ଷିପ୍ତ ଆଉ ସେଇଟି ଥିଲା ତାହାର ଉଭୟ ଶ୍ରଦ୍ଧା ନାମ ଆଉ ଲିଖିତ ନାମ। ଏଇଟି ଉଲ୍ଲେଖଯୋଗ୍ୟ ଯେ  ପୃଥିବୀର ଏକ ବିରଳ କୃତିତ୍ତ୍ୱର ଅଧିକାରୀ ଥିଲା ପେପ୍ । ଏଯାବତ ସେ ହେଉଛି…

ଭାଷା ଭାଗବତ : ଶବ୍ଦର ଆଦାନ ପ୍ରଦାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଆଦାନ ପ୍ରଦାନ ଭାଷାରେ ହୁଏ ପ୍ରତିକ୍ଷଣ ବହୁ ଭାଷାରୁ ଶବ୍ଦ ନେଇ ଭାଷାଟେ ସମୃଦ୍ଧ ହୁଅଇ ଭାଷାରେ ଥିଲେ ବ୍ୟତିକ୍ରମ ସୁଦ୍ଧା ହୋଇଲେ ବୋଧଗମ୍ୟ ଭାଷୀଏ ପାରଂତି ସଂଭାଳି ତେଣୁ ଭାଷାଟେ ପାରେ ଚଳି କୌଣସି ଭାଷା…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ ରନ୍ଧ୍ରେ ଅନୁଭବ…

ଭାଷା ଭାଗବତ : ଅଲଭ୍ୟ ନିର୍ଦିଷ୍ଟ ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁ ଓ କୁ ବ୍ୟକ୍ତିର ଧାରଣା ' ଗୁଣ 'କୁ ସେ ସବୁ ଅଜଣା ଯାହାକୁ ଯେତେ ବେଶି ଜଣା ସେ ହୁଏ ସେତେ ବେଶି ବଣା ମିଳେନି ଲକ୍ଷ୍ୟର ଠିକଣା ଲାଗେ ଅଧିକ କଟକଣା ବହୁତ ହୁଏ ନିଆଅଣା କାହାକୁ ମିଳେନି ପାଉଣା ବିଶ୍ବାସ ସହ…

ଲେଖକମାନେ ଦୁଃଖୀ ମଣିଷର ସ୍ୱର ହୁଅନ୍ତୁ : ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ, କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା,ସାମାଜିକ ଜୀବନର କଥା ଅତି ସାଧାରଣ ଘଟଣାରୁ ଜୀବନର…

ଅନୁବାଦ ଗଳ୍ପ : ଖାନୱାଁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୦ ମୂଳ ସିନ୍ଧୀ: କାଲା ପ୍ରକାଶ  ‘ଆରେ ଏଇ, ଏଇ ଦେଖ, ଟ୍ରେନ୍ ଗଡ଼ିବାକୁ ଆରମ୍ଭ କଲାଣି’ । ଆଣ ବର୍ଷର ଅବୋଧ ଶିଶୁ ହରିଶ ଟ୍ରେନ୍‌ର ଝର୍କା ବାହାରକୁ ମୁଣ୍ଡ କାଢ଼ି ଖୁସିରେ କୁରୁଳି ଉଠି ଚିତ୍କାର ଛାଡ଼ିଲା । ଟ୍ରେନ୍‌ଟି ବମ୍ବେ…

କବିତା : ମୋ ସକାଳ

ଶୁଭଶ୍ରୀ ମହାରଣା ମୋ ସକାଳରେ ତୁ ଆସିଲୁ ମୋତେ ଛୁଇଁଲୁ ସୂର୍ଯ୍ୟର ପହିଲି କିରଣ ହୋଇ ଏଠି, ସେଠି, ସବୁଠି ବୋଳି ଦେଲୁ ତୋ ଆତ୍ମୀୟତାର ରଙ୍ଗ । ସେ ରଙ୍ଗୀନ ଏବେ ରଙ୍ଗୀନ ମୋ ରଙ୍ଗହୀନ ଜୀବନ ମୁଠାଏ ରଙ୍ଗରେ ତୁ ଏମିତି କଣ ମିଶାଇ ଦେଲୁ ଯେ , ତୁ ଆସିବା ଦିନଠୁ ଆଖିରେ ଢେଉ ଭାଙ୍ଗେ…

ଆଜିର ସୃଜନୀ ପକ୍ଷରୁ ମହିଳା କବିତା ଆସର ଆୟୋଜିତ 

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହିଳା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର…

ଭାଷା ଭାଗବତ : ଭାଷାର ସମୁନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାମ କରିଲେ ଦେଇ ଧ୍ୟାନ ଅବଶ୍ଯ ହୁଏ ତା ସଂପନ୍ନ ହାରିବା ପାଇଁ ଥିଲେ ଭୟ ଲଗାଇ ହୁଏନାହିଁ ଲୟ ମନରେ ଥିଲେ ଦ୍ବିଧା ଭାବ ହୋଇଲେ ଧୈର୍ଯର ଅଭାବ କିଛି ବି ହୁଏନାହିଁ କରି ଭାବି ସମୟ ଯାଏ ସରି କଲେ ଅଯଥା କାଳ କ୍ଷୟ…

ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଏଥେନା ବୁକ୍ସ ଆନୁକୁଲ୍ୟରେ ପ୍ରକାଶିତ ବିଶିଷ୍ଟ ସମାଲୋଚକ ପ୍ରଦୀପ କୁମାର ସ୍ୱାଇଁଙ୍କ 'ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ' ପୁସ୍ତକ ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖକ ଶ୍ରୀ ସ୍ୱାଇଁ, ପ୍ରକାଶକ ତଥା…