Latest Odisha News

BREAKING NEWS

Browsing Category

ସାହିତ୍ୟ

ସନେଟ: ଅଳସୀ

ରବି ପଣ୍ଡା  ହଳଦୀ ରଙ୍ଗରେ ରଙ୍ଗା କିଏ ଇଏ ନୂଆ ରଙ୍ଗବତୀ ଶୀତୁଆ ସକାଳେ‌ ପିନ୍ଧି ହସେଇ ହଳଦିଆ ପାଟ କଅଁଳ ଖରାକୁ ପୁଏଁ, ଶିଶିରରେ ଭିଜାଏ ତା‌' ଛାତି ହାଲକା ପଵନେ ହଲେ ପାଟଶାଢ଼ୀ ସବୁଜ ପଣତ। ଶୀତ ସହ ମିତ ବସି ଗୀତ ଗାଏ ମନ ଫୁଲାଣିଆ ସହଜେ ସୁନ୍ଦରୀମାନେ ଥା'ନ୍ତି ଟିକେ ଅଧିକ…

ଭାଷା ଭାଗବତ : ଭାଷାର ସଂବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ମାତ୍ରକେ ବଂଧନ ତହିଁରୁ ମୁକୁଳିଲେ ଜନ ହୁଅଇ ପ୍ରକୃତ ସ୍ବାଧୀନ ଅର୍ଥାତ୍‌ ନିଜ ଇଚ୍ଛାଧୀନ ବାଛି ବିଚାରି କାର୍ଯମାନ କରେ ସେ ନିଜେ ସମାପନ ନିଜକୁ କରି ସଂଶୋଧନ ବିତାଏ ଆନଂଦେ ଜୀବନ ଅନ୍ୟର କଥାକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ପୁଣି ଆରମ୍ଭ ହୋଇଗଲେ ,କଣ ମିଳିବ ଏ ବାଜେ କଥା ବାଜେ କାମରୁ ଶୁଣେ "ନିଜର ଖାଇ ଘୋଡ଼ା ଆଗରେ ଡେଇଁବା ।" ହେଲେ ତମେ ମୋ କଥା କେବେ ଶୁଣିଛ ନା ଶୁଣିବ । ଏ ଘରେ ମୋର କିଛି ଗୋଟେ ଅଛି ଯେ ...ଛାଡ଼ । ଏଥର ଆସ୍ଥାର…

କବିତା : ଚନ୍ଦ୍ରସେଣା

ରମାକାନ୍ତ ନାୟକ ମୁଁ ଚୁପ୍ ଚାପ୍ ଏବେ, ଏଠି ସେଠି ସବୁଠି ମୋ ସଂସାର ଭିତରେ ଅବା ବାହାରେ ସାଇପଡ଼ିଶାଙ୍କ ଟୁପ୍ ଟାପ୍ ଟାହି ଟାପୁରାରେ ଏବେ ତୁମ ଯିବା ଆସିବାକୁ କେହି ନିଘା କରୁନାହିଁ ମୋ ଭଉଣୀ କୁଟିଳା କିମ୍ଵା ମୋ ମାଆ ଜଟିଳା ନୀରବି ଗଲେଣି ମୋ ପରି ସେ ଜାଣିତ ଗଲେଣି ତୁମେ…

ଭାଷା ଭାଗବତ : ନୂଆ ପରଂପରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋପବଂଧୁ ଓ ନୀଳକଂଠ ଶିଖାଇଛଂତି ଲିପି ପାଠ କରୁଛିଁ ସହଜେ ଲିଖନ ନାସିକ୍ୟ ଯୁକ୍ତାକ୍ଷରମାନ ସଚ୍ଚିଦାନଂଦ ରାଉତରା ଲିପିର ନୂଆଁ ପରଂପରା କରିଲେ ସ୍ବେଚ୍ଛାରେ ସ୍ଥାପନ ପାଇଲେ ଆଦୃତି,…

ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ବଳ : ଲକ୍ଷ୍ମୀକାନ୍ତ ତ୍ରିପାଠୀ

ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ବ୍ୟଙ୍ଗକାର ତଥା ଗବେଷକ ।ସାହିତ୍ୟର ସବୁ ବିଭାଗରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ସାରା ଶର୍ମାଙ୍କ ‘ମାଇଁ ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

ଭୁବନେଶ୍ୱର : ଆଇପିଏସ ସାରା ଶର୍ମାଙ୍କ ପୁସ୍ତକ ମାଇଁ 'ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ' ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।  ଆରକ୍ଷୀ ବିଭାଗର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ପୁସ୍ତକ ରଚନା ପାଇଁ ଆଗ୍ରହୀ ହୋଇଥବା ଯୋଗୁଁ ମୁଖ୍ୟମନ୍ତ୍ରୀ ଲେଖିକାଙ୍କୁ…

ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢ଼ା ବହି’ ମୁଖ୍ୟମନ୍ତ୍ରୀ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ପକ୍ଷରୁ ପ୍ରକାଶିତ ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢା ବହି’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ପୁସ୍ତକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ଭାଷାର ପ୍ରଚାର ପ୍ରସାର ଦିଗରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! " ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି…

କବିତା : ମୁଁ କାଲି ଥିବି କି ନଥିବି

ରଜୀତ ଦାସ କାଲି ହୁଏତ ମୁଁ ନ ଥିବି ତମେ ଥିବ, କିମ୍ବା ତମ ପରେ ଥିବ ଆଉ କିଏ ତା ସହ ଥିବ ଏଇ ସମୁଦ୍ର ଗର୍ଜନ ପକ୍ଷୀଙ୍କର ମଧୁର କୁଜନ। ବହୁ ଥିବ ନଈ ଗାଁ ମୁଣ୍ଡ ପୋଖରୀରେ ଫୁଟୁଥିବ କଇଁ ଗଛ ସାରା ଫୁଟୁଥିବ ଫୁଲ ପବନ ରେ ଖେଳୁଥିବ ତଳମୁଣ୍ଡ ଗାଁ ଧାନ ବିଲ। ମୁଁ ଯେବେ ପିଲା…