Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ୱଳ୍ପ ଗଳ୍ପ : ଆବୁତିଓର ଫାରୋହ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୫ ଆବୁତିଓର ଫାରୋହ ଆବୁତିଓର ଫାରୋହ ଅଜ୍ଞାତ । ଆବୁତିଓ ଅର୍ଥାତ୍ ଇଂରେଜୀରେ ଯାହାର ବନାନ ହେବ Abuwtiyuw,ସେ ହେଉଛି ଗୋଟିଏ ଇତିହାସ ପ୍ରସିଦ୍ଧ ନାମ। ଏଇ ନାଆଟିକୁ ଶେଷ ଯାଏଁ ଗୋପନ କରିବାର ଆଗ୍ରହ ରହିଥିଲେ ବି ପ୍ରଥମରୁ…

ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର : ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବର ସପ୍ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ବିଶିଷ୍ଟ ଲେଖକ ତଥା ପ୍ରକାଶକ ଡାଭିଡ଼୍ ଦାବିଦାର ଏବଂ ସତ୍ୟ ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ ।…

କବିତା : ଅଜଣା ସକାଳ

ଶଶାଙ୍କ ପଣ୍ଡା ଅଜଣା ଘଡ଼ଘଡ଼ିରେ ଭାଙ୍ଗିଗଲା ସୁନେଲି ସପନଟା ସୂର୍ଯ୍ୟୋଦୟର ନଥିଲା ଚିହ୍ନବର୍ଣ୍ଣ ଧୂସର ଧୂସର ଲାଗୁଥିଲା ସମ୍ପୂର୍ଣ ଆକାଶଟା। ବୁଢ଼ା ବରଗଛରେ ଥିଲା ଏକ ଅସହାୟ କୋଇଲି ଅଶ୍ରୁଳ ରାବରେ କାନ ହେଉଥିଲା ସ୍ତବ୍ଧ ଯେମିତି କୋଇଲି ଆଉ ମୁଁ ପରସ୍ପର ଗୋଟେ ଅଜଣା…

ଭାଷା ଭାଗବତ : କଥା କହୁଁ ଓ ଶୁଣୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥା କହିଲେ ବେଶି ବେଶି ପବନେ ଯାଏ ସବୁ ମିଶି କଥା ଶୁଣିଲେ ବେଶି ବେଶି ମନ ମଧ୍ୟରେ ରହେ ଆସି କହିଲେ, ପାଏ ଯେ ଆନଂଦ ତା' ମନେ ରହିଥାଏ ଦ୍ବଂଦ୍ବ ନିଜର ବାଣୀ ନିଜେ ଶୁଣି ନିଜକୁ କହେ ' ମହାଜ୍ଞାନୀ ' ଅନ୍ୟମାନଂକ…

ଭାଷା ଭାଗବତ : ଦ୍ବିଧା ସହିତ କବି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧନ ମିଳିଲେ ସଂଚି ରଖେ ଜ୍ଞାନ ମିଳିଲେ ବଂଚି ଶିଖେ ମନକୁ କଲେ ଦ୍ବିଧା-ଘର ନ ହୁଏ ଲିଖନ ତତ୍ପର କେବଳ ଭାବି, ଭାବି, ଭାବି ସମୟ ସାରୁଥିଲେ କବି ଦିଶେନି କେବେ ସ୍ପଷ୍ଟ ଛବି ଭାବନା ଆପେ ଯାଏ ଦ୍ରବି ସବୁ ଥାଇ ବି…

ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିପାରନ୍ତି ନାହିଁ : ପ୍ରତୀକ୍ଷା ଜେନା

ସମକାଳୀନ ଓଡ଼ିଆ ସାହିତ୍ୟରେ ପ୍ରତୀକ୍ଷା ଜେନା ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା…

ଅନୁବାଦ ଗଳ୍ପ : ଆଉ ଜଣେ କୁନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୯  ମୂଳ ହିନ୍ଦୀ: ବିଷ୍ଣୁ ପ୍ରଭାକର  ପ୍ରିୟ ବନ୍ଧୁ, ଆପଣ କେବେ କଳ୍ପନା କରିପାରିବେ ଯେ ଏଇ ଚିଠି ଖଣ୍ଡିକ ଲେଖିବାଲାଗି ମନ ସ୍ଥିର କରିବା ସକାଶେ ମୋତେ ପୂର ବର୍ଷେ ସମୟ ଲାଗିଯାଇଥିଲା । ଆଉ ଯଦି ଅଚାନକ ଏ ଘଟଣା ଘନି ନ ଥାଆନ୍ତା,…

କବିତା : ଜୀବନ ଗାଥା

ସନ୍ଧ୍ୟା ଘଡ଼େଇ  ରାତି ରାତି ଉଜାଗରେ କଣ୍ ଲେଖିହୁଏ କବିତା?? ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା, ତୁମକୁ ପଢ଼ିପାରିନି କେବେ ବୁଝିବି କେମିତି?? ତୁମେ କୋଉ ବୁଝିଲ ଯେ ମୋତେ ? ତୁମ ମୋ ସମ୍ପର୍କ ତ ଜୀଇଁ ଥାଉ ଥାଉ ହଠାତ୍ ମରିଗଲା କେବେ। ତୁମ ବ୍ୟସ୍ତତାର କାହାଣୀ ଶୁଣି…

ଭାଷା ଭାଗବତ : ଭକ୍ତି ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଭୁ-ନିର୍ଭରଶୀଳ ଭକ୍ତ ପ୍ରଭୁଂକୁ କରଂତି ସଂପୃକ୍ତ ପ୍ରତ୍ୟେକ କାର୍ଯର ସହିତ ହୁଅଂତି ନିଜେ ଆତ୍ମତୃପ୍ତ ଯାହା ମୂଳତଃ ଆଧ୍ୟାତ୍ମିକ ଏଠାରେ ପ୍ରଭୁପ୍ରାଣ ଲୋକ ତାକୁ ହିଁ କରଂତି ଭୌତିକ ତେଣୁ ଦିଶେନି ଜ୍ଞାନାଲୋକ…

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିରୁଦ୍ଧରେ ଅଭିଯୋଗ, କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଠିକ ଭାବରେ ହେଉନଥିବାରୁ ଏକାଡେମୀର କର୍ମଚାରୀମାନେ ଅନୁଷ୍ଠାନର ସଚିବଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଆଣି ହଠାତ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଫଳରେ ଏକାଡେମୀର କାର୍ଯ୍ୟରେ…