Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ କଲ୍ ଥିଲା ସାଗରର ,ଏଇ ଅବେଳାରେ ? ରିସିଭ୍ କଲା ଆସ୍ଥା । ହାପି ବାର୍ଥଡେ଼ ଦି , ସବୁବେଳେ ଖୁସିରେ ରୁହ ଦି ! ସ୍ୱପ୍ନିଲର ନାଁ ଧରି ଡାକୁଥିଲି ହେଲେ ସେ ମୋ ଠୁ ତିନି ଚାରି ବର୍ଷ ସିନିୟର ଥିଲା ,ଆତ୍ମୀୟ ଅଧିକ…

ସନେଟ : ଦାଦନ ଦାନବ

ମାନସ ରଞ୍ଜନ ନାୟକ ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦୀଘୋଷ ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ ଭକତ ସାନ୍ନିଧ୍ୟରେ ଜଗା ବଡଦାଣ୍ଡେ ଧୂଳିଧୂସର ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ ଉଦର ଜ୍ବାଳାରେ ମୁଣ୍ଡ…

କବିତା : ଧର୍ମମାସ କାର୍ତ୍ତିକ

ଚନ୍ଦ୍ରକଳା ଦେବୀ ଆଜିଠାରୁ ପରବେଶ ଏ ଜଗତେ ଧର୍ମମାସ କାରିତିକ, ପାହାନ୍ତ|ରୁ ସ୍ନାନ କରି ନରନାରୀ ମନ୍ଦିର ମୁଖେ ଗମନ । କାର୍ତ୍ତିକ ମାସରେ ପ୍ରତ୍ୟେକ ମନ୍ଦିର ରାତ୍ରି ଥାଉ ଥାଉ ଖୋଲେ, ମନ୍ଦିରରେ ଘଣ୍ଟ ଘଣ୍ଟି ବାଜିଉଠେ ମୁଖୁରିତ ହୁଳହୁଳେ । କାର୍ତ୍ତିକ ମାହାତ୍ମ୍ୟ କହନ୍ତି…

ଏଥେନ ବୁକସ ପକ୍ଷରୁ ଚାରୋଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ କେଦାର ନାଥ ଗବେଷଣା ପ୍ରତିଷ୍ଠାନରେ ଏକ ସାରସ୍ଵତ ବନ୍ଧୁ ମିଳନ ଏବଂ ଶର୍ମିଷ୍ଠା ପାଣିଗ୍ରାହୀଙ୍କ 'ମହାର୍ଘ କାତରପଣ' , କବି ଭାଗିରଥି ବେହରାଙ୍କ 'ସଜଲ ଶତକ' , କବି ନୀଳକଣ୍ଠ…

ସରୋଜ ବଳ ପାଇବେ ରାଜ୍ୟ ସ୍ତରୀୟ ‘ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ କବି ସରୋଜ ବଳ ମନୋନୀତ ହୋଇଛନ୍ତି। ୬ ଟି ଗଳ୍ପ ସଙ୍କଳନ, ୯ ଟି କବିତା ସଙ୍କଳନ ଓ ୨ଟି ଉପନ୍ୟାସର ସ୍ରଷ୍ଟା ଶ୍ରୀ ବଳ ଓଡ଼ିଆ ସାହିତ୍ୟ ଜଗତର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି କେତେ କଣ ଭାବି ଚାଲିଥିଲା କେଉଁଠୁ କେଉଁ ଯାଏ । ଭାବନାର ଜଉ ଘରେ କେତେ ଆଉ ଆଉଟି ଚାଲିଥିବ ନିଜକୁ ! ଭାବନାରେ ଏଇଠି ପୂର୍ଣ୍ଣଛେଦ ପକାଇ ମନକୁ ବେହଲାଇ ମୋବାଇଲଟିକୁ ହାତରେ ଧରିଲା । ଦିନ ସାରା ନିଜକୁ ନିଜେ ଲୁହ ଦୁଃଖ…

ଭାଷା ଭାଗବତ : ଆମେ ନିରୁପାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶିଖିଲେ ଅନ୍ୟକୁ ଶିଖାଉଁ ଦେଖିଲେ ଅନ୍ୟକୁ ଦେଖାଉଁ ପଢ଼ିଲେ ଅନ୍ୟକୁ ପଢ଼ାଉଁ ଏମିତି ସ୍ବଭାଷା ବଢ଼ାଉଁ ଆମର ନିର୍ଲଜ୍ଜ ଆଳସ୍ୟ ଯୋଗୁଁ ହେଉଛୁଁ ଉପହାସ୍ୟ ତେବେ ବି ଉଠୁନାହୁଁ ଚେଇଁ ନିଦରେ ଶୋଇଛୁଁ କିପାଇଁ ?…

ସାହିତ୍ୟ ସର୍ଜନା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ : ଅର୍ଚ୍ଚନା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଅର୍ଚ୍ଚନା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ…

ଉତ୍କଳର ଧର୍ମପଦ ଉତ୍କଳମଣି 

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ         ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବାହା ହୋଇ ଆସିବା ପରେ ସମ୍ଭବ ନୂଆ ନୂଆ ଦି ଚାରି ବର୍ଷ କେକ୍ ଆଣି ଉଇସ୍ କରୁଥିଲେ । ଖୁବ ଖୁସି ଲାଗୁଥିଲା ।ତାପରେ ସମ୍ଭବ ଭୁଲିବାକୁ ଲାଗିଲେ । ଏଇ ଫେସବୁକ ଆସିବା ଦିନୁ ସେ ସବୁ ବର୍ଷ ମନେପକାଇ ଦିଏ ଆଉ କେତେ ଆଡୁ ଶହ ଶହ…