Latest Odisha News

BREAKING NEWS

Browsing Category

ସାହିତ୍ୟ

ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ପ୍ରକାଶକ ସଂଘ "ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକସେଲର୍ସ ଆସୋସିଏସନ" ପକ୍ଷରୁ ଓଡ଼ିଆ ଭାଷା ସାହିତ୍ଯ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି…

ଅନୁବାଦ କବିତା : ପଚିଶ ବରଷ ପରେ

ମୂଳ ରଚନା : ଜୀବନାନନ୍ଦ ଦାଶ ଶେଷଥର ଦେଖା ଯେବେ ହୋଇଥିଲା ସେଇ ପ୍ରାନ୍ତରରେ କହିଥିଲି " ଆଉ ଦିନେ ଏଇ ସମୟରେ, ନିଶ୍ଚୟ ଆସିବ ତୁମେ ଆସିବାର ଇଚ୍ଛା ଯଦି ଥାଏ ପଚିଶ ବରଷ ପରେ ।" ଏଇ କଥାକୁ କହି, ଘରକୁ ମୁଁ ଫେରି ଆସିଥିଲି ତା'ପରେ ଅନେକ ଥର ଜହ୍ନ ଓ ତାରାମାନେ ଫେରିଗଲେ ସେଇ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର । ମୁଁ ତା ପାଖରେ ପ୍ରଥମେ ଯେତେବେଳେ ରହିବା ଆରମ୍ଭ କଲି ମୋର ଖାଇବା ପିଇବା ପିନ୍ଧିବା ସବୁ କଥା ବୁଝିଥିଲା ।ମୋର ଭାଇ ପରି ଖୁବ ଯତ୍ନ ନେଲା । ମୋର ପାଠ ପଢ଼ା ଆଉ ଚାକିରୀ ପ୍ରତି କେବଳ ଧ୍ୟାନ ଦେବାକୁ…

ଭାଷା ଭାଗବତ : ସ୍ବଭାଷାର ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଅତି ଅତୀତାଶ୍ରୟୀ ହୋଇ ସ୍ବଭାଷା ବଢ଼ି ପାରୁନାହିଁ ଛିଂଡାଇ ପାରୁନି ବଂଧନ କରୁଛି ଅରଣ୍ୟେ ରୋଦନ ସ୍ବଭାଷୀ କଥା ଶୁଣି କହି ଥାଆଂତି ସୁଖେ ଦୁଃଖେ ରହି ପଠନ ଲିଖନ ଆଗ୍ରହୀ ହେବାକୁ ମନ ବଳେନାହିଁ ଗର୍ବ କରଂତି ଯାହା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ଦିନ ବାରଟା ତିରିଶ ମିନିଟ ।ଘର ପୁରା ଖାଲି ଖାଲି ଲାଗୁଛି ! ପିଲାମାନେ ସ୍କୁଲକୁ ଆଉ ସମ୍ଭବ ଟୁର୍ ରେ କିଛି ଦିନ ପାଇଁ ବାହାର କୁ ଚାଲି ଯାଇଛନ୍ତି ।ପାଗ ଥଣ୍ଡା ,ହାଲ୍କା କୋହଲା ପବନ ଦେହକୁ ଭଲ ଲାଗୁଛି । ଘରର କାମ ସାରି…

ଭାଷା ଭାଗବତ : ଅତୀତ ଆସକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କରିଲେ ସ୍ମୃତି ରୋମଂଥନ ଫେରିଆସେନି ଗତଦିନ ତା ଦ୍ବାରା ହୋଇଲେ ଆଚ୍ଛନ୍ନ ମଳିନ ଦିଶେ ' ବର୍ତମାନ ' ' ବର୍ତମାନ ' ସହିତ ଲାଖି ପାରିବା ବହୁ କଥା ଶିଖି ଚର୍ଚା କରିଲେ ଇତିବୃତ୍ତ ଗଢ଼ିହୁଏନି ଭବିଷ୍ଯତ ଯେଉଁ କାଳରେ…

କବିତା : ଅସ୍ଥି

ସ୍ମୃତି ରଞ୍ଜନ ତ୍ରିପାଠୀ ଟିକେ ଅପେକ୍ଷା କର ! ଏଇ ସାଥେ ସାଥେ ପଥଶ୍ରାଦ୍ଧର ରୋଷଣିରେ କେହି ଆସିଛି କୋକେଇର ମାୟାଜାଲରେ, ବାଷ୍ପରୁଦ୍ଧ କଣ୍ଠ ରାମ ନାମ ସତ୍ୟ ହେ' ର ମନ୍ତ୍ରରେ କିଏ ଚିର କାଳ ପାଇଁ ବିଶ୍ରାମ ନେଉଛି । ଏଇ ସାଙ୍ଗେ ସାଙ୍ଗେ ଦାହ କରାହୋଇଛି ମୁରବୀ ପଣିଆର ମୁକୁଟ…

ସ୍ୱଳ୍ପ ଗଳ୍ପ : ରାଜାଙ୍କର ଜିଭ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୯ ଜଣେ ରାଜାଙ୍କର କେବଳ ଗୋଟିଏ ଦିନକୁ ନେଇ ଏଇ କାହାଣୀ। ରାଜା ଜଣକ ଚୀନ ଦେଶର। ତାଙ୍କର ନାଆଁ ହେଉଛି ୱାଙ୍ଗ୍ ମାଙ୍ଗ୍ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଆଦ୍ୟ ଚତୁର୍ଭାଗ ର କଥା ଇଏ। ନିର୍ଦ୍ଦିଷ୍ଟ ଭାବରେ କହିଲେ ସେଦିନ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର। ତୁମକୁ କହୁଥିଲି ନା ସ୍ୱପ୍ନିଲ ,ସ୍ୱପ୍ନିଲ ନୁହେଁ ସମୟ ଆଉ ତା ସହିତ ମୋର ଷ୍ଟେସନରୁ ଦେଖା ସାକ୍ଷାତ । ବାସ୍ ଆଜିକୁ ସାତ ବର୍ଷ ତଳର କଥା। ଦୁହେଁ ଏକାଠି ରହିବା, ରାନ୍ଧିବା, ଖାଇବା ,ମଜାମସ୍ତି କରିବା ,…

ଭାଷା ଭାଗବତ : ବାଧ୍ୟକାରୀ ନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାଧ୍ୟକାରୀ ଅବୋଧ୍ୟ ନୀତି ପାଳନକାରୀ ଜ୍ଞାନୀ ବ୍ୟକ୍ତି ସହଜେ ବୁଝି ନ ପାରଂତି ହେଲେ ହେଁ ସ୍ବଭାଷାର କ୍ଷତି ଧରି ଅଚଳ ଯେତେ ଧାରା କହଂତି ତାକୁ ପରଂପରା ପ୍ରତ୍ୟାଖ୍ୟାତ ହେବାକୁ ଡରି ହୁଅଂତି ଭାବନା ସଂହାରୀ…