Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଏବର ଉତ୍କଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦେଖିଲେ ଏବର ଉତ୍କଳ ଆଖିରେ ଲୁହ ଛଳଛଳ ହୃଦୟେ ନିରବ କାଂଦଣା ବୁଦ୍ଧି, ଜ୍ଞାନ, ବିବେକ ବଣା ଗତୋତ୍କଳ, ଚଳିତୋତ୍କଳ ନୁହଂତି ଯେଣୁ ଅବିକଳ ଚଳିତ କାଳ ପ୍ରତି ଧ୍ୟାନ ଦେଲେ ହିଁ ସଂଭବ ଉତ୍‌ଥାନ ଧର୍ମୋତ୍କଳ ଓ…

କବିତା : ନିର୍ଣ୍ଣୟ

ବଳରାମ ପୂଜାରୀ ବାହୁଡୁଥିଲେ ତମାମ ମୃତ୍ୟୁ ମୁହାଁ ପ୍ରତିଜ୍ଞାସବୁ ? ଖୋଳପା ଛଡେଇ ଆୟୁଷମାନେ ପାଲଟୁ ଥିଲେ ପ୍ରାରବ୍ଧର ପାଲଟାବାଘ ? ଦିର୍ଘାୟୁ ପ୍ରାପ୍ତ ଆଶୀର୍ବାଦର ଆହୁତିରେ ଭସ୍ମ ହେଉଥିଲେ ଭ୍ରମିତ ଆଣ୍ଟପଣର ଅସୀମ ଧୈର୍ଯ୍ଯ, ବାଟ ଭାଙ୍ଗୁଥିଲେ, ଅଭେଦ୍ଯ ଅସହିଷ୍ଣୁ ଓ ଅନଭିଜ୍ଞ…

ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ‘ଇଣ୍ଡିଆ ବୁକ ଅଫ ରେକର୍ଡ଼ସ’ ରେ ଉଦୟନାଥ ସାହୁ

ଭୁବନେଶ୍ୱର : ଓଡ଼ିଆ, ବଙ୍ଗଳା ଓ ଅସମିୟା ଭାଷାରେ ଲିଖିତ ମହାଭାରତ ଓ ଶ୍ରୀମଦ ଭାଗବତର ତୁଳନାତ୍ମକ ଅଧ୍ୟୟନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ-୨୦୨୨ ରେ ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ଉଦୟନାଥ ସାହୁ ସ୍ଥାନ ପାଇଛନ୍ତି। ଶାରଳା ମହାଭାରତ ଓ ସଂସ୍କୃତ ମହାଭାରତର ତୁଳନାତ୍ମକ ଅଧ୍ୟୟନ କରିବା ସହ…

ଅନୁବାଦ କବିତା : ଉର୍ବଶୀ

ମୂଳ ରଚନା : ବିଷ୍ଣୁ ଦେ ମୁଁ ନୁହେଁ ପୁରୁରବା ହେ ଉର୍ବଶୀ ଜାଣିଛ କି ତୁମେ କ୍ଷଣିକର ଏଇ ଭଙ୍ଗୁର ଦୁନିଆର ଅଳକାପୁରୀରେ ଇନ୍ଦ୍ରିୟର ଆନନ୍ଦ ପାଇଁ ମୁଁ ରଚିଛି ମୋ ନିଜ ଭୁବନ? ଆସ ତୁମେ ସେଇ ଜଗତକୁ କଦମ୍ବର ରୋମାଞ୍ଚ ବିତରି ରହିଯାଅ କିଛି କ୍ଷଣ ପାଇଁ ତୁମ ଦେହର ହାୟ ଅନ୍ତହୀନ…

ଭାଷା ଭାଗବତ : ଭାଷାର ଏହି ଦଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଜାତି ଅପାଠୁଆ ବୋଲି ପଢ଼େନି, ଶୁଣି ଯାଏ ଚଳି ସରଳ ଭାଷାରେ ସାହିତ୍ୟ ଅଟେ ଏହାର ବିଶେଷତ୍ବ ଏବେ ଲେଖକେ ଯଶଲୋଭୀ ନୁହଂତି ଜଣେ ବି ପ୍ରଭାବୀ କେବଳ ସ୍ବଜନ ମଂଡଳେ ତାଂକର କୀର୍ତିଗାଥା ଚଳେ ପାରସ୍ପରିକ ସୁସଂପର୍କ…

ଭାଷା ଭାଗବତ : ଭାଷାର ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସବୁ ତ ପ୍ରଭୁଂକର ଲୀଳା ତେଣୁ ମନୁଷ୍ୟ କରେ ହେଳା ହେଲେ ଏପରି ଭାବଭୋଳା ଜୀବନ ହୁଏ କାମଚଳା ଲୋକଂକ ଭଲ ମଂଦ ପାଇଁ ଯେଣୁ ଏକାକୀ ପ୍ରଭୁ ଦାୟୀ କେହି କିଛି କରଂତିନାହିଁ କୃପା ମିଳିବ ବୋଲି ଚାହିଁ ନିଖୁଣ ଦେହଧାରୀ…

ସ୍ୱଳ୍ପ ଗଳ୍ପ : ନୀଳନଦୀର ରାଣୀ ହାତଶେପସୁତ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୩ ଇଜିପ୍ଟ ହେଉଛି ନୀଳନଦୀର ଦେଶ : ଆଉ ସେଇ ନୀଳନଦୀ ଦେଶର ଜଣେ ଚର୍ଚ୍ଚିତ କ୍ଷମତାଧାରିଣୀ ରାଣୀ ହେଉଛନ୍ତି ହାତଶେପସୁତ । ଏହା ହେଉଛି ଏମିତି ଗୋଟିଏ ସମୟ , ସଭ୍ୟତାର ଆଦ୍ୟକାଳ । ଆଉ ଠିକ୍ ସେତିକିବେଳର ସବୁଠୁ…

ସନେଟ : ଶେଷ ଚିଠି

ରଞ୍ଜିତା ରାଣୀ ହୋତା ଲୁହରେ ବତୁରା ମୋ ଚିଠିକୁ ମାଆ ପଢ଼ିବୁ କି ଥରଟିଏ ପକାଇବୁ ମନେ ଦିନଟିଏ ପାଇଁ ହେଲାଣି ବରଷଟିଏ । ଫେରିବା ପଥକୁ ଚାହିଁଥାଉ ମୋର କେତେ ଆକୁଳତା ନେଇ ମୋ ପାଖରୁ ଆଜି କେତେ ଦୂରେ ତୁହି କେମିତି ପାରିଛୁ ରହି ? କେତେ ଯେ ଅକୁହା କଥା ଅଛି ପୁଣି ବ୍ୟଥାରାଜି…

ଭାଷା ଭାଗବତ : ସରଳ ହେବା କଠିନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୁଷ୍ପାଚ୍ୟ ବ୍ୟଂଜନ ଭୋଜନ କରିଲେ ଉଦର କଷଣ ତୀବ୍ର ଅସହ୍ୟ ହୁଏ, ଜଣା ଅଛି, ତେଣୁ କରିବା ମନା ତେଲ, ମସଲା ଦିଆ ଖାଦ୍ୟ ଲାଗିଲେ ପାଟିକୁ ସୁଆଦ ପେଟରେ ହୁଏ ଯେଉଁ କଷ୍ଟ ତାହା ତ ଜଣାପଡ଼େ ସ୍ପଷ୍ଟ ଖାଦ୍ୟ ଦେଖିଲେ…

ଚିନ୍ମୟ ହୋତାଙ୍କ ନିବନ୍ଧ ସଙ୍କଳନ ‘କେବେ କେମିତି’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପ୍ରକାଶନୀ ସଂସ୍ଥା ପକ୍ଷରୁ ସ୍ତମ୍ଭକାର ଚିନ୍ମୟ ହୋତାଙ୍କର ନିବନ୍ଧ ସଙ୍କଳନ ' କେବେ କେମିତି ' ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ ପରିସରରେ ଉନ୍ମୋଚିତ ହୋଇ ଯାଇଛି । ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ…