Latest Odisha News

BREAKING NEWS

Browsing Category

ସାହିତ୍ୟ

ବଳରାମ ପୁଜାରୀଙ୍କ କବିତା ସଙ୍କଳନ ‘ଶ୍ବେତପତ୍ର’ ଉନ୍ମୋଚିତ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି ବଳରାମ ପୁଜାରୀଙ୍କ ପଞ୍ଚମ କବିତା ସଙ୍କଳନ 'ଶ୍ବେତପତ୍ର' ସ୍ଥାନୀୟ ବିହାର ସ୍ଥିତ ପେନ୍‌ ଇନ୍‌ ବୁକ୍ସ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ସୁଦୂର ମାଲକାନଗିରିରୁ…

ଭାଷା ଭାଗବତ : ଅଯଥା ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମ୍ଭର ଆମର ଓ ଆମ ତୁମ୍ଭର ତୁମର ଓ ତୁମ ଏପରି ହେଲେ ଧ୍ବନି କ୍ଷୟ ଭାଷା ତ ଲଭେନି ବିଲୟ! ସଙ୍ଖ୍ୟା ଦିଶୁ ଅଥବା ସଂଖ୍ୟା ଅସଂଖ୍ୟ ଲୋକ ପାଇ ଶିକ୍ଷା କରଂତି ସ୍ବଭାଷାକୁ ରକ୍ଷା ମନରୁ ହଟାଇ ଆଶଂକା ସରଳୀକୃତ ଭାଷା…

କୁଳାଙ୍ଗାର ଉବାଚ : ଅନଲାଇନ ଆକ୍ରମଣ

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ସୂର୍ଯ୍ୟ ଉଦୟ ହେଉଚି କି ନାଇଁ, ଜହ୍ନରୁ କଣ ଦାଗ ଲିଭିଲାଇଁ? ଫୁଲରେ କଣ ସେମିତି ବସୁଛି ଭଅଁର, ଗାଆଁରୁ କେତେ ଦୂର ବାକିଅଛି ସହର?? ଏତେକଥା କହିହେବ ନାଇଁ, ଅନ୍ଲାଇନି ଜୀବନରେ ସମୟ କାଇଁ?? ଚିଠି ତ ଗଲାଣି ବହୁଦିନରୁ ଶୋଇ, ଏବେ ଅନାହାର ମୃତ୍ୟୁ…

କବିତା : ଅବ୍ୟକ୍ତ

ଡମ୍ବରୁଧର ବେହେରା  ଅବ୍ୟକ୍ତ ଅଟନ୍ତି ପ୍ରଭୁ ନିରାକାର ଆଦି ଅନାଦି ଅନନ୍ତ ଯୁଗ ଯୁଗ ଧରି ମୁନି ଋଷିଗଣ ନ ପାଆନ୍ତି ଆଦି ଅନ୍ତ। ସୃଷ୍ଟି ସର୍ଜନାର ବିଶିଷ୍ଠ ବିନ୍ଧାଣୀ ରଚେ ଚର୍ମ ହାଡ଼ ମାଂସ ଦୁର୍ଲଭ ଜୀବନ ଶରୀର ମଣିଷ ଚତୁର୍ଦ୍ଦିଗେ ବେଢ଼ି ଫାଶ। ସଂସାର ରୂପକ ଗଭୀର ଜଳରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରି ନ ଥିଲା ଆସ୍ଥା ! ତା' ଭିତରେ ରହି ରହି ବାରମ୍ବାର ସ୍ୱପ୍ନିଲର ଫୋନ୍ ତାକୁ ଖୁବ୍ ଅସ୍ଥିର କରି ପକାଉଥିଲା ! ବହୁତ କଷ୍ଟରେ ଶେଷରେ ସ୍ୱପ୍ନିଲ ସହିତ ତା' ଭିତରେ ଚାପି ହୋଇ ରହିଥିବା ଦୁଃଖ,…

ଭାଷା ଭାଗବତ : ସ୍ଥାୟୀ ଉପକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟ କାହାର ପଛେ ପଡ଼ି ଯେ ପାରେ ନିଜ କାମ ଛାଡ଼ି ସମୟ ଆସେନି ବାହୁଡ଼ି ଆଗ୍ରହ ଯାଏ ଦୂରେ ଉଡ଼ି ତତ୍କାଳ ପ୍ରତିକ୍ରିୟା ଦେଇ ଯେ ପାରେ ଉଲ୍ଲସିତ ହୋଇ ତାହାର ଲେଖା ଓ ବଚନ ଅବଶ୍ଯ ହୁଏ ମୂଲ୍ୟହୀନ ସାହିତ୍ୟ ଭଳି ପୁଣ୍ୟ…

ଜୟଶ୍ରୀ ଦାସଙ୍କୁ ଶ୍ରେଷ୍ଠ ସାହିତ୍ୟିକା ଜ୍ୟୋତି ସମ୍ମାନ ପ୍ରଦାନ

ଭୁବନେଶ୍ୱର : ନାଗେଶ୍ୱର ଫିଲ୍ମ ପ୍ରଡ଼କ୍ସନ୍ ଅନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନାଗେଶ୍ବର ସିନେ ସାହିତ୍ୟ ଆୱାର୍ଡ – ୨୦ ୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୟଶ୍ରୀ ଦାସଙ୍କୁ 'ଶ୍ରେଷ୍ଠ ସାହିତ୍ୟିକା ଜ୍ୟୋତି ସମ୍ମାନ' ପ୍ରଦାନ କରାଯାଇଛି । ଏହା ସହ ଦିବ୍ୟାଙ୍ଗ ସମାଜସେବିକା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରି ନ ଥିଲା ଆସ୍ଥା ! ତା' ଭିତରେ ରହି ରହି ବାରମ୍ବାର ସ୍ୱପ୍ନିଲର ଫୋନ୍ ତାକୁ ଖୁବ୍ ଅସ୍ଥିର କରି ପକାଏ ! ବହୁତ କଷ୍ଟରେ ଶେଷରେ ସ୍ୱପ୍ନିଲ ସହିତ ତା' ଭିତରେ ଚାପି ହୋଇ ରହିଥିବା ଦୁଃଖ, କଷ୍ଟ,…

ଭାଷା ଭାଗବତ : ଭାଷୋଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନକୁ ରଖିଥିଲେ ସଂଚି ସମାଜ ଆପେ ପାରେ ବଂଚି ଋଷିଂକ କଥା ଶୁଣି ଚାଷୀ କେବେ ତ ହୁଏନି ସନ୍ନ୍ୟାସୀ ! ଜ୍ଞାନ ବଳେ ଚଳେ ଏ ବିଶ୍ବ ଧନ ଥାଇ ବି ମନ ନିଃସ୍ବ ହୋଇଲେ, ଘଟଇ ବିନାଶ ଏ ସତ୍ୟ କରେଁ ମୁଁ ବିଶ୍ବାସ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ "ପୁରୁଣା କ୍ଷତକୁ ଆଉ ନଉଖାରି ବରଂ ମଲମ ଲଗେଇବା ପାଇଁ ଲାଗିପଡ଼ିଲି ; ନିଜେ ନିଜର ପିଠି ଥାପୁଡ଼େଇ । ନିଜେ ଗୋଟିଏ ଛୋଟ ଏନ୍ . ଜି .ଓ ଖୋଲିଲି । ସମାଜର ମଙ୍ଗଳ ପାଇଁ ଯଦି କିଛି କାମରେ ଆସି ପାରିଲି ତାହେଲେ ମୋର ଭାଗ୍ୟ ଭାବି ମୋ' ସହରରେ…