Latest Odisha News

BREAKING NEWS

Browsing Category

ସାହିତ୍ୟ

ରଚନା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ମୋର ଲକ୍ଷ୍ୟ : ଅମୂଲ୍ୟ ରଞ୍ଜନ ବିନ୍ଧାଣୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଅମୂଲ୍ୟ ରଞ୍ଜନ ବିନ୍ଧାଣି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ…

କବିତା : ଦର୍ପଣ ସେପଟେ ‘ମୁଁ’

ମୈତ୍ରୀମୟୀ ନାୟକ  ଦର୍ପଣର ସେପଟେ ଥିବା “ମୁଁ” କୁ ଖୋଜିବାକୁ ଚାହେଁ, ମୋର ଉଦ୍ଦେଶ୍ୟ ଅଜ୍ଞାତ । ଜୀବନର ମହାନ ମଞ୍ଚରେ ଏକ ସନ୍ଧାନ ଆରମ୍ଭ କରୁଛି, ଅନାବୃତ ରହିଥିବା କିଛି ରହସ୍ୟମୟ ପୃଷ୍ଠା ଖୋଲିବାକୁ । ପବନରେ ଉଡ଼ୁଥିବା କିଛି ଅସ୍ପଷ୍ଟ କଣିକାରେ, ମୋର ପରିଚୟ ଅଦୃଶ୍ୟ…

ଭାଷା ଭାଗବତ : ପୂର୍ବାନୁମାନ ଭିତ୍ତିହୀନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷାର ସ୍ଥିତିସ୍ଥାପକତା ରକ୍ଷା କରେ ନିଜର ସତ୍ତା ଲିପିରେ ରହିଲେ ସ୍ଥିରତା ଲେଖାରେ ଦିଶିବ ସମତା ନିର୍ଣୟ, ଚର୍ଚା କି ନିଷ୍ପତ୍ତି ସ୍ଥିର କରେନି ଭାଷା ଗତି କେବଳ ଭାଷାଗ୍ରହୀ ବ୍ୟକ୍ତି ବସ୍ତୁତଃ ଘଟାଂତି ଉନ୍ନତି ଆମର…

ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବ ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ…

କବିତା : ଭାବର ଠାକୁର

ବନଶ୍ରୀ ଦାଶ ଭାବର ଠାକୁର ଆହେ ଭାବ ମନେ ଭରିଦିଅ ଅଭାବ ପଛକେ ଥାଉ ନିତି ହୃଦୟେ ରହୁ ତୁମ ମୂରତି।। ସଂସାର ଶିଙ୍କୁଳି ବାନ୍ଧିଚି ପାଦରେ ଲେଖୁଛି କାହାଣୀ ଜୀବନ ଫର୍ଦ୍ଦରେ ଯେତିକି ଢାଳିଛ ତେଲ ମୋ ଦୀପରେ ଜଳିବି ସେତିକି ନିସ୍ଵାର୍ଥ ସେବାରେ।। ଆହେ ଦୟାମୟ ବିଶ୍ୱବିହାରୀ…

ଭାଷା ଭାଗବତ : ଆତ୍ମ-ଧିକ୍କାରକାରୀ କେହି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଆତ୍ମ-ଧିକ୍କାରକାରୀ କେହି ନିଜକୁ ନିଜେ ହିଁ ଗଢ଼ଇ ତାହାର ଭାବନା, ବଚନ କେବେ ହୁଏନି ଅସମାନ କଥା ଓ କାମ ହେଲେ ଭିନ୍ନ ବ୍ୟକ୍ତିର ବ୍ୟକ୍ତିତ୍ୱ ଗଠନ ବେଳେ ହିଁ ପଡ଼େ ବହୁ ବିଘ୍ନ ଘଟେ ଚେଷ୍ଟାର ଅବସାନ ନିଜର ପରିଧି ନ ଲଂଘି ଯିଏ…

‘ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡର  ବିଶିଷ୍ଟ ସ୍ତମ୍ଭକାର  ବାଦଲ ଭୂୟାଁଙ୍କ  ଲିଖିତ 'ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି' ଶୀର୍ଷକ ପୁସ୍ତକ  ଉନ୍ମୋଚିତ ହୋଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ,…

ଭାଷା ଭାଗବତ : ନାୟକ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିଜ ପଥକୁ ଅନୁସରି ଯିଏ ବି ଜିଏଁ କାମ କରି ସେ ହୁଏ ପ୍ରକୃତ ନାୟକ କେହି ବି ନ ଥାଂତି ସ୍ତାବକ ବିତ୍ତ, କ୍ଷମତା କ୍ଷଣସ୍ଥାୟୀ ହୋଇ ତହିଁର ଅନୁଯାୟୀ ଯେ ଦିଏ ବହୁ ପ୍ରତିଶ୍ରୁତି କରେ ଏ ପୃଥିବୀର କ୍ଷତି ଯେ ହୁଏ ଉଚ୍ଚ ପଦାସୀନ…

ଭାଷା ଭାଗବତ : ବେପରୁଆ ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅତ୍ୟୁକ୍ତି ଜ୍ଞାନର ବିରୋଧୀ ଜ୍ଞାନର ମାର୍ଗ ଦିଏରୁଂଧି ଜ୍ଞାନାର୍କ ହେଲେ ସୂତ୍ରୋପମ ସଂଚାର ହୁଅଇ ସୁଗମ ଚିଂତାର ନାହିଁ ଥଳ, କୂଳ ଗତି ବି ଅତ୍ୟଂତ ପ୍ରବଳ ତାହାକୁ କଲେ ନିୟଂତ୍ରଣ ବକ୍ତବ୍ୟ…

କବିତା : ମୁଁ ଶକ୍ତ ଅଥଚ ସିକ୍ତ

ଶକ୍ତିପ୍ରଦା ମହାପାତ୍ର ମୁଁ କଳା ମାର୍ବଲ ଚଟାଣ ଉପରେ ପଡ଼ିଥିବା କଳା ମଚମଚ ସୋରିଷ କଣିକାଏ ମତେ କ'ଣ ଉଠେଇବାର ଆସ୍ପର୍ଦ୍ଧା କା'ର ଅଛି ? ମୁଁ ନୀରବ ମନର ଗଭୀର ପିପାସା ଯେତେ ମାପିଲେ ବି ମୁଁ ଅଶେଷ ମତେ ମାପିବାର ଅଭିପ୍ରାୟ କା'ର ଅଛି…