Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ‘କାହିଁକି ? ‘ ପ୍ରଶ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' କାହିଁକି , କେନ, କ୍ୟୋଁ, ହ୍ବାୟ୍‌ ? ' ଜାଣିବା ପାଇଁ ଇଚ୍ଛା ହୁଏ ସହଜେ ମିଳେନି ଉତ୍ତର ଏ କଥା କରିବା ସ୍ବୀକାର ' କିଏ, କେଉଁଠି, କେବେ? ' ପ୍ରଶ୍ନ ଉତ୍ତର ସହଜେ ସଂଧାନ ହୁଏ ସବୁଠି ସବୁବେଳେ ଏମିତି ଢଂଗେ ବିଶ୍ବ ଚଳେ '…

ଭାଷା ଭାଗବତ : ବିବାଦ ଉତ୍ପାଦକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମୁଂଡ ହଲାଇଲେ ବିବାଦ ତୁଂଡ ଖୋଲିଲେ ପ୍ରତିବାଦ ଯାହା କରିଲେ ବି ସଂବାଦ ପଢ଼ିଲେ ଘାରେ ଅବସାଦ କେତେ ବିବାଦ ଉତ୍ପାଦକ ବନିଲେ ଯଦି ସଂପାଦକ ସଭିଂକଠାରେ ଖୋଜି ଖୁଣ ଗାଉଥାଆଂତି ନିଜ ଗୁଣ…

ଭାଷା ଭାଗବତ : ପାଠୋଦ୍ଧାରକାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ତିଥି ଓ ବାର ମନେ ରଖି ଯେ ପାରେ ଗଦ୍ୟ, ପଦ୍ୟ ଲେଖି ତାହାର ଲେଖକୀୟ ମତି କେବେ ବି କରେନି ଉନ୍ନତି ମୁଖ୍ୟତଃ ପାଠୋଦ୍ଧାର କରି ପୁନର୍ଲିଖନ କାର୍ଯ ସାରି ବୋଲାଏ ନିଜକୁ ଲେଖକ ଦୁର୍ଲଭ ହୁଅଂତି ପାଠକ ପର୍ବ, ପର୍ବାଣି, ଯାତ୍ରା,…

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵ କବିତା ଦିବସ’ ପାଳିତ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବିଶ୍ଵ କବିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତ ତଥା ବରିଷ୍ଠ କବି ରଞ୍ଜନ କୁମାର ଦାସ ଉଦ୍‌ଘାଟକ ଭାବେ…

କବିତା : ମୁଁ ନାରୀ

ଶ୍ୱେତପଦ୍ମା ପାଢ଼ୀ କେବେ ଲକ୍ଷ୍ମୀ, ସରସ୍ଵତୀ, କାମିନୀ ତ କେବେ ଦୁର୍ଗା ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲାଣି ପ୍ରଶଂସାରେ ଅଥଚ, ନାରୀର ଗୁଣ ଓ ସୈାନ୍ଦର୍ଯ୍ୟ ବର୍ଣ୍ଣନା ତୁମ ଭାଷାକୋଷ ବର୍ହିଭୁତ ! ଭୟ ଦେଖେଇ ମୋତେ ନୀରବ କରିଦିଏ ସମାଜ ସ୍ବପ୍ନ ଭାଙ୍ଗିଗଲେ ସଜେଇ ଦିଏ ମୋତେ ଚିର…

ସୁଖ-ଦୁଃଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନଟା ଏକ ରଙ୍ଗମଞ୍ଚ । ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ସୁଖ ଦୁଃଖ ମନୁଷ୍ୟର କାର୍ଯ୍ୟ ଉପରେ ନିର୍ଭର କରେ । ଖରାପ ସମୟରେ ବ୍ୟକ୍ତି ଅଣନିଶ୍ୱାସ ହୋଇପଡେ ଓ ନିଜର ଦୁଃଖ ବିଷୟରେ ଅନ୍ୟକୁ କହିପାରେ ନାହିଁ । କିନ୍ତୁ ବେଳେ…

ଭାଷା ଭାଗବତ : ନେତାଂକ ଯାତାୟାତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯିଏ ଚାହିଁଲେ ଆସି ମିଶେ ଚାହିଁଲେ ପୁଣି ସୁଖେ ଖସେ ସେ ହିଁ ବୋଲାଏ ଜନନେତା ସବୁ ଦଳରେ ଏ ଅବସ୍ଥା ସକାଳେ ଥିଲା, ସଂଜେ ନାହିଁ କୁଆଡ଼େ ଗଲା ଜଣା ନାହିଁ ଅନ୍ୟ ଦଳର କାର୍ଯାଳୟ ହୁଏ ତା ଅଭୟ ଆଶ୍ରୟ ଦଳ ଦଳ ମଧ୍ୟରେ ଭେଦ ନ ଥାଏ…

କବିତା : ପଖାଳ ବନାମ ମଦ

ଡଃ.କୁଳାଙ୍ଗାର ବିଶ୍ବର ଶ୍ରେଷ୍ଠ ଦେଶ ଅଟଇ ଉତ୍କଳ, ଜଗତର ଶ୍ରେଷ୍ଠଖାଦ୍ୟ ଅଟଇ ପଖାଳ ! ବିଦେଶୀଏ ମଦପିଇ କରନ୍ତି ବାନ୍ତି, ଓଡ଼ିଆଏ ପଖାଳ ଖାଇଦେଲେ ଶାନ୍ତି! ମଦ ସହ ପଖାଳର ସାମଞ୍ଜସ୍ୟ ଅଛି, ସେଥିପାଇଁ ଓଡ଼ିଆ ତା ନିଶାରେ ପଡିଛି! ପେଗ୍ ପ୍ରସ୍ତୁତ ଯେଵେ ମଦରେ ପାଣିଢାଳ,…

ଭାଷା ଭାଗବତ : ଅତୁଳନୀୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନାରୀ ମାତ୍ରେ ଅତୁଳନୀୟା ଲୋଡ଼େନାହିଁ କାହାରି ଦୟା ନିଜେ ଜନ୍ମି, ଜନ୍ମାଏ ଜୀବ ତାକୁ କିଏ ଟପିପାରିବ ? ମୂଳତଃ ଅଟେ ସେ ଅନନ୍ୟା ଶୁଦ୍ଧ ପ୍ରୀତିର ଧୀର ବନ୍ୟା ତା'ର କଷ୍ଟସହିଷ୍ଣୁ ଗୁଣ ତା…

କବିତା : ଏଇ ଫଗୁଣରେ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏଇ ଫଗୁଣରେ .... ଆଖିଯୋଡିକ ମୋର ଖୋଜୁଛି ତୁମକୁ ଅତି ନିକଟରେ, ତୁମ ଉପେକ୍ଷlରେ.... ସ୍ୱପ୍ନ ମୋର ସବୁ ମଉଳିଯାଇଛି ଅବଶିଷ୍ଟ ଅବସୋସରେ ....! ଭାଙ୍ଗିଯାଉ ତୁମ ପାହାଡ଼ର ନୀରବତା ମୋ ଗୋଟିଏ ଶବ୍ଦରେ , ହସର ଫୁଆରା ଖେଳିଯାଉ ମୋ ଓଠରେ ତୁମ…