Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସ୍ୱପ୍ନ

ରାଜ କିଶୋର ଦାସ ଫେରେଇ ଦେବାର କଳା ଜାଣି ହୋଇନି ବୋଲିତ ଯେତେ ନିବୁଜ କରି ଆଖି ବନ୍ଦ କଲେ ବି ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ । ଘର କେଉଁଠି ତା’ର ଯେ ବେଧଡ଼କ ଚାଲି ଆସେ ନିଦ, ଅଧାନିଦ, ବେ ନିଦ ଦି ନିଦ ଫରକ ପଡ଼େନି। ରାତି ପାହାନ୍ତା ସକାଳ ଯେତେବେଳେ , ସେତେବେଳେ ରାଜ…

ଭାଷା ଭାଗବତ : ପ୍ରଥା ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା ବିଜ୍ଞାନ ସୂକ୍ଷ୍ମ କଳା ଅନାବଶ୍ୟକ ଅବହେଳା କରିବା ଯାହାର ପ୍ରକୃତି ସେ କରିଥାଏ ବହୁ କ୍ଷତି ଶୃଂଖଳାବଦ୍ଧ ହେଲେ ଭାଷା ବଢ଼ାଏ ଲୋକଂକ ଭରସା ପୂର୍ବ ଅଭ୍ୟାସଠାରୁ ମୁକ୍ତି ପାଇ ନ ପାରି ବହୁ ବ୍ୟକ୍ତି କରଂତି ପ୍ରଥା ପାଇଁ…

ଭାଷା ଭାଗବତ : ତ : ତ୍ତ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କରିଲେ ତ୍ତ ଏବେ ବର୍ଜନ ବିପତି ଲେଖିବାକୁ ମନ ବଳିବ ନିଶ୍ଚେ ଆପେ ଆପେ ଏମିତି କି ସଂସ୍କାର ବ୍ୟାପେ ? ଚିତ, ବିତ ଓ ଚିତ୍ତ, ବିତ୍ତ ଯେଉଁଟି ବହୁ ପ୍ରଚଳିତ ତାହା ନ କଲେ ବ୍ୟବହାର ହେବ କି କାହା ଉପକାର ? ଗୁଣବତ୍ତା ଓ ଗୁଣବତା…

କବିତା : ରଙ୍ଗଖେଳ

ଗଦାଧର ସାହୁ ଆସ ଗୋ ।। ସାଙ୍ଗ ଆସ ଗୋ ଆସ ରଙ୍ଗ ଖେଳିବା ।। ନାନା ରଙ୍ଗ ଆସ ମିଶି କିଣିବା ରଙ୍ଗର ପସରା ଧରି ଖେଳିବା ଯେତେଯେତେ ରଙ୍ଗ ଦାଣ୍ଡୁ କିଣିବା ପିଣ୍ଡେ ସେହି ରଙ୍ଗ ଆସ ଦେଖିବା |୧| ରାଗି ଗଲେ ମୁହଁ ନାଲି ପଡଇ ଏହା ନାଲି ରଙ୍ଗ ଚିହ୍ନିଥା ତୁହି, ଯଦି ଦରକାର ମନେ…

ଭାଷା ଭାଗବତ : ନିର୍ଜନ କୋଠାଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନଗରେ ଏବେ ଯେତେ ଘର ନାହାଂତି ସେତେ ନାରୀ, ନର ଅନେକ ବିଶାଳ ନିବାସ ଭିତରେ ଜଣେ କରେ ବାସ ଏଠି କୃତୀ ସଂତାନଗଣ କରଂତି ସୁଦୂରେ ପ୍ରସ୍ଥାନ ମାଆ ବାପାଂକୁ ଏକା ଛାଡ଼ି କେବେ କି ଆସିବେ ବାହୁଡ଼ି ? ଅବ୍ୟବହୃତ ଯେତେ ଘର ଆଖିକୁ…

ଭାଷା ଭାଗବତ : ବ୍ୟକ୍ତି ଓ କୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବ୍ୟକ୍ତି ବଦଳେ ଯଦି କୃତି ଆଲୋଚ୍ୟ ହୋଇପାରେ ନିତି କୃତିକୁ ମିଳିବ ସ୍ବୀକୃତି ସାହିତ୍ୟ କରିବ ଉନ୍ନତି ବ୍ୟକ୍ତିଂକୁ ନିଂଦା କି ପ୍ରଶଂସା କରିଲେ ହଟେନି ଦୁର୍ଦଶା ବ୍ୟକ୍ତିଂକ ମୂର୍ତି କଲେ ପୂଜା ଉଡ଼େନି ବ୍ୟକ୍ତିତ୍ବର ଧ୍ବଜା…

ଭଲ ପାଠକଟିଏ ହିଁ ଲେଖକ ହେଇପାରେ : ପୁଷ୍ପାଞ୍ଜଳି ପଣ୍ଡା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ପୁଷ୍ପାଞ୍ଜଳି ପଣ୍ଡା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : କବିତା

ସବିତା ତ୍ରିପାଠୀ କବିତା ଗୋ ତୁମେ ମୋ ଚିନ୍ତା ଚେତନେ ହୃଦୟଟା କିଣି ଦେଲଣି, ମନ ଉପଵନେ ଗୋଲାପି ସ୍ପନ୍ଦନେ ହୃଦୟଟା ଚୋରି ହେଲାଣି......। ନିର୍ଜନ ବେଳାରେ ସାଥି ହୋଇ ତୁମେ ଯେବେ ଆସିଥାଅ ଚିନ୍ତା ଚେତନେ, ହୃଦୟ ବିଚରା ସ୍ତବ୍ଧ ହେଇଥାଏ ତମ ଗୁଣୁ ଗୁଣୁ କୁହୁକ ତାନେ....।…

ଭାଷା ଭାଗବତ : ‘କାହିଁକି ? ‘ ପ୍ରଶ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' କାହିଁକି , କେନ, କ୍ୟୋଁ, ହ୍ବାୟ୍‌ ? ' ଜାଣିବା ପାଇଁ ଇଚ୍ଛା ହୁଏ ସହଜେ ମିଳେନି ଉତ୍ତର ଏ କଥା କରିବା ସ୍ବୀକାର ' କିଏ, କେଉଁଠି, କେବେ? ' ପ୍ରଶ୍ନ ଉତ୍ତର ସହଜେ ସଂଧାନ ହୁଏ ସବୁଠି ସବୁବେଳେ ଏମିତି ଢଂଗେ ବିଶ୍ବ ଚଳେ '…

ଭାଷା ଭାଗବତ : ବିବାଦ ଉତ୍ପାଦକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମୁଂଡ ହଲାଇଲେ ବିବାଦ ତୁଂଡ ଖୋଲିଲେ ପ୍ରତିବାଦ ଯାହା କରିଲେ ବି ସଂବାଦ ପଢ଼ିଲେ ଘାରେ ଅବସାଦ କେତେ ବିବାଦ ଉତ୍ପାଦକ ବନିଲେ ଯଦି ସଂପାଦକ ସଭିଂକଠାରେ ଖୋଜି ଖୁଣ ଗାଉଥାଆଂତି ନିଜ ଗୁଣ…