Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୬  ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଅନୁବାଦ କବିତା : ପୋଦିନା

ମୂଳ ରଚନା : ସେମୁସ୍ ହିନି ଘରକୁ ଲାଗିଥିବା ତିନିକୋଣିଆ ଜାଗାଟିରେ, ଯେଉଁଠି ଆମେ ଯାବତୀୟ ଅଳିଆ ଓ ଖାଲି ବୋତଲ ଜମା କରୁଥିଲୁ, ମେଞ୍ଚାଏ ଅରମା ଘାସ ଭଳି ଛୋଟ ଛୋଟ ଧୂଳି ଧୂସରିତ ବିଛୁଆତି ଚାରାଗୁଡ଼ିକ ଆମ ନଜର ଏଡାଇ ଅସବୁଜ ଆବର୍ଜନା ପରି ଅତି ବିରକ୍ତିକର ଭାବରେ ମୁଣ୍ଡ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମହାରାଣୀ ମନ୍ଦୋଦରୀ ଅତ୍ୟନ୍ତ ଭୟଭୀତା ହୋଇ କ୍ରନ୍ଦନ କରିବାକୁ ଲାଗିଲେ ଏବଂ ରାବଣକୁ ଅନୁନୟ ହୋଇ କହିଲେ, " ହେ ନାଥ ! ଶ୍ରୀରାମଙ୍କୁ ଏକ ସାଧାରଣ ମନୁଷ୍ୟ ଭାବିବାର ଭୁଲ କରନ୍ତୁ ନାହିଁ। ଜିଦ୍ ତ୍ୟାଗ କରି ରଘୁକୁଳ ଶିରୋମଣି…

ଦୀପିକା ଦାଶଙ୍କ ପ୍ରଥମ କବିତା ସଙ୍କଳନ ‘ଅସ୍ତରାଗ’ ଉନ୍ମୋଚିତ

ଭୁବନେଶ୍ୱର : ନବ ପ୍ରଜନ୍ମର ଯୁବ କବୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ 'ଅସ୍ତରାଗ' ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇ ଯାଇଛି । ବିଶିଷ୍ଟ କଥାକାର ଆର୍ଯ୍ୟ ଜଜ୍ଞଦତ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଏହି ସାରସ୍ଵତ ସମାରୋହରେ ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥି…

ଆମ ଶିଳାଲେଖର ଭାଷା (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ଏହି ତିନୋଟି ଶିଳାଲେଖ ପ୍ରମାଣିକ ନମୁନା । ଆମ ଲିପିର ପ୍ରାଚୀନତା ଏସବୁରେ ଖୋଦିତ । ପ୍ରାଚୀନତାର ପ୍ରମାଣ ପ୍ରଦର୍ଶନ କରୁଥିବା ଅଶୋକଙ୍କ ଧଉଳି-ଜଉଗଡ଼ ଶିଳାଲେଖରେ ଆଖି, ଇସା, କଳେ, କିଟ,…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ହନୁମାନ ନାମକ ବାନର ରାମଦୂତ ହୋଇ ଆସିଥିଲା। ଲଙ୍କା ଦହନ କରି ଫେରିଗଲା। ସେତେବେଳେ ତ ତାକୁ କେହି ଭୋଜନ କରି ପାରିଲେ ନାହିଁ। ବିଶାଳ ସାଗର ଉପରେ ମାତ୍ର ପାଞ୍ଚଦିନରେ ସେତୁବନ୍ଧ ନିର୍ମାଣ କରିବା କ'ଣ ସହଜ କଥା !! ଶତ୍ରୁର ଶକ୍ତିକୁ…

କବିତା : ନିର୍ଜନ ତରୁଣୀ

✍? ତେଜସ୍ୱିନୀ ପଣ୍ଡା ଇସ୍ ! ପୃଥିବୀ ଆଜି ଶ୍ମଶାନ, ସାଗର ଆଜି ଶୂନ୍‌ଶାନ୍, ଘଞ୍ଚ କାନନରେ ଶ୍ଵାପଦକୁଳର ସମାଚାର । ରକ୍ଷା.. ରକ୍ଷା ଏ ମନୁଷ୍ୟ ଜଗତକୁ.. ସବୁ ମଝିରେ ଭେଦି ଯାଉଥିବା ମୁଁ ଗୋଟେ ନିର୍ବାସିତା ତରୁଣୀ । କେବେ ନିର୍ଜନରେ ବସି ଦେଖେ ସାମାଜିକ ହିଂସାର କାଳାନଳ ତ…

ଭାଷା ଭାଗବତ : ବ୍ୟକ୍ତି ଓ ଉକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୫  ବ୍ୟକ୍ତିର ଉକ୍ତିକୁ ଖଂଡନ ଅଥବା ସ୍ବୀକାର ମଂଡନ କରିଲେ ହୁଏନାହିଁ କ୍ଷତି ସୁସ୍ପଷ୍ଟ ହୁଏ ଲୋକମତି ବ୍ୟକ୍ତିକୁ ଦେଲେ ଅପମାନ ଭାଷା ମର୍ଯାଦା ହୁଏ କ୍ଷୁଣ୍ଣ ବ୍ୟକ୍ତିକୁ କଲେ ହୀନମାନ ଭାଷାଟେ ହୁଅଇ ବିପନ୍ନ ବ୍ୟକ୍ତି ଓ…

ସ୍ୱଳ୍ପ ଗଳ୍ପ : ଗ୍ଲାଡିଏଟରର ସ୍ତ୍ରୀଲିଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୯  ଗ୍ଲାଡିଏଟର କହିଲେ ସାଧାରଣତଃ ପୁରୁଷ ବୀରମାନଙ୍କୁ ବୁଝାଏ ଯେଉଁମାନେ ରୋମାନ ସାମ୍ରାଜ୍ୟର ଆଦ୍ୟକାଳରେ ସମ୍ରାଟ ତଥା ସର୍ବସାଧାରଣଙ୍କ ସମ୍ମୁଖରେ ହିଂସ୍ର ଜନ୍ତୁ ତଥା ମୃତ୍ୟୁଦଣ୍ଡାଦେଶପ୍ରାପ୍ତ ହୋଇଥିବା ଅପରାଧିଙ୍କ ସହିତ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଆଜି ସେହି ସେତୁବନ୍ଧ ପ୍ରତିଷ୍ଠା କରିଛନ୍ତି ପ୍ରଭୁ। ମୁଁ ଏଇଥିପାଇଁ ହସୁଛି ମୋର ଆରାଧ୍ୟ ମୋତେ ସ୍ଥାପନା କରିଛନ୍ତି। ଏଇ ଦେଖ ଦେବୀ ! ରାମଚନ୍ଦ୍ର ସେନା ସହିତ ଲଙ୍କାରେ ପହଞ୍ଚିବା ପୂର୍ବରୁ ସେମାନଙ୍କର କ୍ଷୁଧା ନିବାରଣ ନିମିତ୍ତ…