Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସାହିତ୍ୟର ମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧ ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ…

ସ୍ୱଳ୍ପ ଗଳ୍ପ : ଏମିତି ଏକ ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୭  ଏହି ଯୁଦ୍ଧ ଟି ସମ୍ପର୍କରେ ତେଣୁ କେବଳ ଗୋଟିଏ ବାକ୍ୟ କହିଲେ ଯଥେଷ୍ଟ ହେବ । ଏହି ଯୁଦ୍ଧଟି ପୃଥିବୀରେ ସ୍ୱାଭାବିକ ଭାବରେ ସଞ୍ଚାଳିତ ହୋଇଥିବା ସବୁଠାରୁ ଅସ୍ୱାଭାବିକ ଯୁଦ୍ଧ । ୧୯୩୨ ମସିହା ନଭେମ୍ବର ମାସ ର ୨…

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ୪୨ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୨ତମ ବାର୍ଷିକ ଉତ୍ସବ, ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ “ଶ୍ରୀଜଗନ୍ନାଥ ସମ୍ମାନ” ୨୦୨୦, ବିଶିଷ୍ଟ ଗବେଷକ…

ସନେଟ : ମହାନଦୀ

ରବି ପଣ୍ଡା  ଏ ଯେଉଁ ବାଲି ଯେ ବାଲି, ବାଲିମୟ ବିସ୍ତାରିତ ସୀମା ସାମ୍ନାରୁ ଯେତିକି ଦିଶେ, ପଛରେ ବି ସେତିକି ଲମ୍ବିଛି ନୁହେଁ ଏ ସାଗର ବେଳା, ଅବା କେଉଁ ରୁକ୍ଷ ମରୁଭୂମି କେଉଁ ଅପଦେବତାର ଶାପ ପରି ନିରିମାଖୀ ଶୁଖିଲା ପଡିଛି। ଦୀର୍ଘତମା ନୁହେଁ ଖାଲି ସୁପ୍ରସସ୍ତା, ଚିରସ୍ରୋତା…

ଭାଷା ଭାଗବତ : ସ୍ମୃତି-ଜୀବୀ ଓଡ଼ିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୦ କୋଶଳ, କଳିଂଗ, ଉତ୍କଳ ଭାବନା ସକ୍ରିୟ ସଚଳ ହେଲେ ହେଁ ' ଓଡ଼ିଶା ' ପ୍ରଦେଶ ଭୁଲିଛି ଏହି ଇତିହାସ ଇତିହାସରୁ ପାଇ ଶିକ୍ଷା କରିପାରୁନି ଭାଷା ରକ୍ଷା ଏହି ନିଷ୍ଠୁର ବାସ୍ତବତା ବୁଝଂତିନାହିଁ ଗଣନେତା ସଭିଂକୁ ନ କରି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କିଛିକ୍ଷଣର ନୀରବତା ପରେ ସରମା କହିଲେ, " ପିତାଙ୍କ ଆଶ୍ରମରେ ରହି ବିଦୁଷୀ ବେଦବତୀ ଶ୍ରୀବିଷ୍ଣୁଙ୍କୁ ପତି ରୂପରେ ପାଇବା ପାଇଁ ତପସ୍ୟାରେ ମଗ୍ନା ରହିଲେ। ତପସ୍ୟାର ଶକ୍ତି ବଳରେ ତାଙ୍କ ଶରୀରରେ ଏକ ଅଦ୍ଭୁତ ତେଜ ସୃଷ୍ଟି ହେଲା। ମୁଖର…

କବିତା : ଶେଫାଳି

ପ୍ରିୟମ୍ବଦା ସାମଲ  ଅସ୍ତମିତ ଯେବେ ହୁଅଇ ଭାସ୍କର ବୁଣି ସ୍ୱର୍ଣ୍ଣିମ ରଙ୍ଗ ବର୍ଣ୍ଣମୟ ଦିଶେ ଗଗନ ମଣ୍ଡଳ ରାତ୍ରିରାଣୀ ଦିଏ ସଙ୍ଗ। ଚନ୍ଦ୍ରମାଠାରୁ ଶୀତଳତା ନେଇଣ ହସୁଥାନ୍ତି ଦିବ୍ୟ ପୁଷ୍ପ ସୁଗନ୍ଧରେ ଭରା ହୃଦ ଚିତ୍ତଚୋରା ରାତ୍ରି ଶୋଭା ଅପରୂପ। ଭୁରୁ ଭୁରୁ ବାସ୍ନା ପରସି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସରମାଙ୍କ ନିକଟରେ ନିଜକୁ ଖୋଲି ଦେଇ ଶାନ୍ତି ପାଆନ୍ତି ସୁଲୋଚନା। ତାଙ୍କ କୋଳରେ ମଥା ରହି ଶୋଇଥାଆନ୍ତି । ସରମା କହିଲେ, " ଜାଣିଛ ପୁତ୍ରୀ ! ଆଜି ଜ୍ୟେଷ୍ଠ ଭ୍ରାତା, ସୀତାଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ। ମାତ୍ର ସାମାନ୍ୟ…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୩)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୯ ଅନେକ ଏକାକ୍ଷରୀ ଶବ୍ଦ ଅଟଂତି ଭାଷାର ସଂପଦ ଆ ଆଁ ଆଃ ଏ ଏଁ ଏଃ ଓ ଓଁ ଓଃ ମୁଁ ତୁ ସେ ନା ନାଁ ହଁ ହିଁ ହୁଁ ହୋ ସତରେ ଅଟଂତି ସ୍ବାଧୀନ ଲୋଡ଼ଂତି ନିଜ ନିଜ ସ୍ଥାନ ଅଯଥା କଲେ ଯୋଡ଼ାଯୋଡ଼ି ପାରଂତିନାହିଁ ବେଶି ବଢ଼ି ବଟିକା ଖାଇ…

ଏଥେନା ବୁକସ ପକ୍ଷରୁ ପ୍ରଥମ କବିତା ଆସର ଆୟୋଜିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ କାର୍ଯ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆସରରେ ସୁମିତା ବେହେରା,ସ୍ବର୍ଣ୍ଣଲତା ମହାପାତ୍ର,…