Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ନିରବତାର ଉପାସନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୩ କହିଲେ ନିଜେ ନିଜ କଥା ବୋଲାଏ ତା ସ୍ବାର୍ଥପରତା କହିଲେ ନିଜ ଗାଆଁ ଦୁଃଖ ବୋଲାଇଥାଉଁ ଆଂଚଳିକ କହିଲେ ଦେଶର ଯଂତ୍ରଣା ବୋଲାଇଥାଉଁ ନୀଚମନା କହିଲେ ବିଶ୍ବର ଅବସ୍ଥା ମିଳଂତିନାହିଁ ଜଣେ ଶ୍ରୋତା ମନରେ ଥାଏ ଭାଷା ଜ୍ଞାନ ନ…

କବିତା : ଭକ୍ତର ଭଗବାନ

ଗଙ୍ଗାଧର ପ୍ରଧାନ ଭକତିରେ ବନ୍ଧା ତୁମେ ଭକତ ବନ୍ଧୁ, ଭୋକିଲା ଦେଖିଲେ ତୋ ହୃଦ କାନ୍ଦୁ।। ଭରସା କରି ଆସିଲା ସୁଦାମା ଦ୍ଵିଜ, ଧନ ରତ୍ନ ଭସାଇଲ କେତେ ଯେ ଚିଜ।। ଭାର୍ଯ୍ୟା ସୁତସୁତା ଧରି ବନ୍ଧୁ ମହାନ୍ତି, ଭଜିଲା ତୋ ନାମ ପେଜନଳାର କତି।। ଭାବ ଦେଖି ରାତ୍ର ଅର୍ଦ୍ଧେ ଥାଳିରେ…

ଭାଷା ଭାଗବତ : ବାଲିଭରା ନଦୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୨ ଧାରାରେ ପାରୁନାହିଁ ବହି ତେଣୁ କୂଳରେ ବସି ରହି ଦେଖୁଛିଁ ପ୍ରବାହର ଗତି ପୁନର୍ଜୀବିତ ଲୁପ୍ତ ଭୀତି ଯେଉଁଠି ବାଲି ଥାଏ ରହି ତାହାକୁ ନଦୀ ବୋଲି କହି ସଭିଏଁ ଜଳକଷ୍ଟ ସହି ନିଜେ ଦୁର୍ବହ ଭାର ବୋହି ଗାଆଂତି ସ୍ରୋତସ୍ୱତୀ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କ୍ରୋଧିତା ବେଦବତୀ ତତ୍କ୍ଷଣାତ୍ କେଶକୁ ନିଜ କମରରେ ବାନ୍ଧି ରଖିଥିବା ଛୁରୀକା ଦ୍ୱାରା କାଟିଦେଲେ ଏବଂ ଅଭିଶାପ ଦେଇ କହିଲେ, ' ରେ ପାପୀ! ମୋତେ ସ୍ପର୍ଶ କରିବା ପରେ ଏ ଶରୀର ଆଉ ରଖିବାର ସ୍ପୃହା ନାହିଁ। ମୁଁ ଏହିକ୍ଷଣି ଏ ଶରୀରକୁ…

ଅନୁବାଦ କବିତା : ସିଡ଼ି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ଆମେ ତୁମର ସିଡ଼ି ତୁମେମାନେ ପ୍ରତିଦିନ ଆମ ଉପରେ ଚଢ଼ି ଉପରୁ  ଉପରକୁ ଉଠିଯାଅ ଏବଂ ତାପରେ ପଛକୁ ଫେରି ଚାହିଁବାର ନାଁ ମଧ୍ୟ ନିଅ ନାହିଁ ଆମ ଶରୀର ତୁମ ପଦଧୂଳି ଧନ୍ୟ ନିତି ତୁମ ଦଘାତରେ କ୍ଷତବିକ୍ଷତ ଓ କ୍ଷୁର୍ଣ୍ଣ। ତୁମେମାନେ କଥାଟା…

ଆମ ଶିଳାଲେଖର ଭାଷା (୧ )

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଶାସ୍ତ୍ରୀୟ ଭାଷାର ଗୌରବ ପାଇଥିବା ତଥା ଭାଷା ଆଧାରରେ ଭୌଗୋଳିକ ଭୂଖଣ୍ଡ ଦେଇଥିବା ଆମ ଓଡ଼ିଆ ଭାଷାର ପ୍ରାଚୀନତା, ସାରା ଭାରତରେ ଗବେଷକମାନଙ୍କୁ ଆକୃଷ୍ଟ କରି ଆସିଛି । ଏହି ପ୍ରାଚୀନତା ଆଧାରରେ ଆମ ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବେଦମତୀଙ୍କର ଐଶ୍ୱରୀୟ ସୌନ୍ଦର୍ଯ୍ୟରେ ମୋହିତ ଲଙ୍କେଶ୍ୱର ତାଙ୍କର ଧ୍ୟାନଭଗ୍ନ କରି କହିଲେ, " ସୁନ୍ଦରୀ ! ତୁମେ କିଏ ? ଏପରି ଘୋର ନିକାଞ୍ଚନ ଅରଣ୍ୟ ମଧ୍ୟରେ ଏକାକିନୀ କ'ଣ କରୁଛ ? " " ମୁଁ ମହାନ ତେଜସ୍ୱୀ…

କବିତା : ହେ ମାନବ

ଅଗ୍ନିବେଶ ମହାପାତ୍ର କେତେ ଆଶା କେତେ ନିରାଶା ଶୁଣିବାକୁ କେତେ ଅକୁହା ଭାଷା କେତେ ଆନନ୍ଦ କେତେ ବିଷାଦ ଭୋଗିବାକୁ ଅଛି କେତେ ପ୍ରମାଦ କେତେ ଦୁଃର୍ଜନ କେତେ ସୁଜନ ଭେଟିବାକୁ ଏଠି କେତେ ସ୍ଵଜନ କେତେ ଦୁର୍ଗମ କେତେ ସୁଗମ ଚାଲିବାକୁ ଅଛି କେତେ ଆଗମ... ହେ ମାନବ... ରେ ମାନବ...…

ଭାଷା ଭାଗବତ : ସାହିତ୍ୟର ମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧ ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ…

ସ୍ୱଳ୍ପ ଗଳ୍ପ : ଏମିତି ଏକ ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୭  ଏହି ଯୁଦ୍ଧ ଟି ସମ୍ପର୍କରେ ତେଣୁ କେବଳ ଗୋଟିଏ ବାକ୍ୟ କହିଲେ ଯଥେଷ୍ଟ ହେବ । ଏହି ଯୁଦ୍ଧଟି ପୃଥିବୀରେ ସ୍ୱାଭାବିକ ଭାବରେ ସଞ୍ଚାଳିତ ହୋଇଥିବା ସବୁଠାରୁ ଅସ୍ୱାଭାବିକ ଯୁଦ୍ଧ । ୧୯୩୨ ମସିହା ନଭେମ୍ବର ମାସ ର ୨…