Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଗୋଟିଏ ପ୍ରାର୍ଥନା

ରବି ପଣ୍ଡା ଦାରୁ ଭିତରେ ବ୍ରହ୍ମ ନା ବ୍ରହ୍ମ ଭିତରେ ଦାରୁ ବୁଝିପାରେନା ମୂଢଜନ। ବ୍ରହ୍ମ-ଦାରୁ ହେଉ କି ନହେଉ ସେ ଜ୍ଞାନରୁ ଜ୍ଞାନାତୀତ, ଇନ୍ଦ୍ରିୟରୁ ଅତିନ୍ଦ୍ରୀୟ ଦ୍ରୁଶ୍ୟରୁ ଅଦ୍ରୁଶ୍ୟ ଓ ଅଦ୍ରୁଶ୍ୟରୁ ସାକାର ସ୍ୱରୂପ। ଏସବୁ ରହସ୍ଯ ଭିତରେ ଗୋପ୍ୟ ରହି ଯାଏ ଅନ୍ୱେଷଣ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସାରା ରାତ୍ରି ମନ୍ଦୋଦରୀଙ୍କ ନିକଟରେ ରହି ଯାଇଥିଲେ ସୁଲୋଚନା। କ୍ଳାନ୍ତ ଆଖିପତା ବୁଜି ହୋଇ ଆସୁଛି। ନିଜ କକ୍ଷକୁ ଫେରି ଆସିଲେ। ସାମାନ୍ୟ ବିଶ୍ରାମ ନେଇ ପୁନଶ୍ଚ ଯିବେ ତାଙ୍କ ନିକଟକୁ। ବର୍ତ୍ତମାନ ସମୟରେ ରାଜମାତାଙ୍କ…

ଭାଷା ଭାଗବତ : ଶବ୍ଦାବଳି ଓ ବ୍ୟାକରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୮ ଗୋଟେ ଭାଷାର ଶବ୍ଦାବଳି ଅନ୍ୟ ଭାଷାରେ ମିଶି, ଚଳି ଘଟାଂତି ତାହାର ସମୃଦ୍ଧି ନୁହେ କେ କାହାର ବିରୋଧୀ ପଦଗଠନ ସୂତ୍ରମାନ ପ୍ରତ୍ୟେକ ଭାଷା ପାଇଁ ଭିନ୍ନ ହୋଇଥିବାରୁ ବ୍ୟାକରଣ ହୁଏନି କେବେ ବି ସମାନ ଏକ ଭାଷାର ସୂତ୍ର…

ସ୍ୱଳ୍ପ ଗଳ୍ପ : ଦୀର୍ଘଜୀବୀର ଉପତ୍ୟକା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୮ ଲୋକେ ବିଶ୍ୱାସ କରନ୍ତି, ଇକ୍ୱେଡରର ଆଣ୍ଡେସରେ ଥିବା ଭିଲକାବାମ୍ବା ବୋଲି ଗୋଟିଏ ସହରରେ ରହିଛି ସେହି ଚର୍ଚ୍ଚିତ ଦୀର୍ଘଜୀବୀର ଉପତ୍ୟକା। ସ୍ଥାନୀୟ ଭାଷା ଅନୁସାରେ ଭିଲକାବାମ୍ବାର ଆକ୍ଷରିକ ଅର୍ଥ ହେଉଛି, ଏମିତି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଚମକି ଉଠିଲେ ସୁଲୋଚନା। ସୁନ୍ଦର ନୟନ ଦୁଇଟି ତାଙ୍କର ଆହୁରି ବଡ଼ ବଡ଼ ହୋଇଗଲା। ବିସ୍ମିତା ସୁଲୋଚନା ନିର୍ବାକ୍। ଇନ୍ଦ୍ରଜିତ କହିଲେ, " ହନୁମାନ ନାମକ ବାନର କେଉଁଠୁ ଆସି ଆମର ଫଳ ବଗିଚାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି। ଅକ୍ଷୟ କୁମାର…

ଭାଷା ଭାଗବତ : ଅଭ୍ଯାସ ବଶତଃ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ପରିସ୍ଥିତି ନ ବୁଝି କେହି ଇଚ୍ଛାନୁସାରେ ଲେଖି ଦେଇ ଦେଖାଂତି ଅଭ୍ୟାସ ବଶତଃ ତହିଁରେ ଖୋଜିଲେ କୃତିତ୍ୱ ମିଳେନି କିଛି ସାରତତ୍ତ୍ବ ଏପରି ରଚନା ସଂଭାର ଗଢ଼ିଚାଲିଲେ ବାରଂବାର ହୁଏ କେବଳ ସଂଖ୍ୟା ବୃଦ୍ଧି ଘଟେନି ଭାଷାର…

କବିତା : ଏଥର ବି ଅପେକ୍ଷା

ସଂଘମିତ୍ରା ରାଏଗୁରୁ ହେ ସ୍ରଷ୍ଟା ! ତୁ କି ଦେଖିନୁ କ'ଣରୁ କ'ଣ ପାଲଟିଯାଇଛି ତୋ ହାତଗଢା ସୃଷ୍ଟି ଆଶ୍ଚର୍ଯ୍ୟ ! ଏତେ ପରେ ବି ତୋ ନୀରବତା ଅସମ୍ଭବ ଜଡତା କିଏ ଜାଣେ କି ଲାଗି ଏ ବେପରୁଆ ନୀତି ତଥାପି , ଫି ଥର ପରି ଏଥର ବି ଆଶାର ଦୀପଟେ ଜାଳିଛି ନନ୍ଦିଘୋଷକୁ ଅପେକ୍ଷା…

ଭାଷା ଭାଗବତ :ଧୂମାଚ୍ଛନ୍ନ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ସ୍ମୃତି ହେଲାଣି ଧୂମାଚ୍ଛନ୍ନ ଅସ୍ପଷ୍ଟ ଗତ ଚିତ୍ରମାନ ଅସ୍ଥିର ହେଉଅଛି ମନ ସତେ କି ସରିବ ଜୀବନ ? ହୋଇ ପ୍ରତ୍ୟାଶା ବିବର୍ଜିତ ରହିଲେ ସଦା କର୍ମରତ ମିଳୁଛି ନୂଆ ଏକ ସ୍ବାଦ ଟଳୁଛି ଆସନ୍ନ ବିପଦ କାଳ ହିଁ କରେ ମୋତେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଅନେକ ସମୟ ବିତି ଯାଇଥିଲା ସରମାଙ୍କ ନିକଟରେ। ସନ୍ଧ୍ୟା ଆଗତପ୍ରାୟ। ସୁଲୋଚନାଙ୍କର ଅତିଶୟ ଆଗ୍ରହ ଦେଖି ସରମା ତାଙ୍କୁ ରାବଣ ଅତୀତରେ ପ୍ରାପ୍ତ ହୋଇଥିବା ଅଭିଶାପ ବିଷୟରେ ଶୁଣାଉଥିଲେ। ଏହି ସମୟରେ ସୁଲୋଚନାଙ୍କର ଦାସୀ ଆସି ଜଣେଇଲେ ଯେ…

ସାହିତ୍ୟ ଜନ-ଜୀବନ ସହ ଯୋଡ଼ି ହୋଇ ରହୁ : ମାନିନୀ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନିନୀ ମିଶ୍ର । ଏକାଧାରରେ ଜଣେ କବୀ , ପ୍ରାବନ୍ଧିକା ଏବଂ ଏକ ଅଗ୍ରଣୀ ଦୈନିକ ଖବର କାଗଜର ସାହିତ୍ୟ ବିଭାଗର ସମ୍ପାଦିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ । ବିଶେଷ ଭାବରେ ବିପ୍ଳବଧର୍ମୀ କବିତା ରଚନା କରିବାରେ ସେ…