Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସମସ୍ୟା ହେବ ଅଂତର୍ଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୫  ଆଳସ୍ୟ, ଭୋଜନ, ଭଜନ ବଢ଼ାଏ ଦେହର ଓଜନ ସ୍ବାଧୀନ ଚିଂତାର ମରଣ ନିମଂତେ ଦାୟୀ ଜନ ମନ ରହିଛି ଏ ସବୁ କାରଣ କରିପାରୁନୁ ନିବାରଣ ଦୁର୍ଦଶା ସହିତ ଜୀବନ ସ୍ବଭାଷୀ କରଂତି ଯାପନ ଦୂରରେ ଥାଇ ଭଗବାନ ଦେଇ ପାରୁନାହାଂତି ଧ୍ୟାନ…

ସାହିତ୍ୟ, ସମର୍ପଣ ଓ ଅନୁରକ୍ତିର ସମ୍ମିଶ୍ରଣ : କମଳ କୁମାର ମହାନ୍ତି

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ କମଳ କୁମାର ମହାନ୍ତି । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା,…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୪ ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

କବିତା : ଯେଉଁଠି ମୋ ପ୍ରିୟା ରହେ

ରାଜକିଶୋର ନାୟକ ଯେଉଁଠି ପ୍ରିୟା ମୋ ରହେ ନିଇତି ମଳୟ ଫୁଲର ମହକ ପ୍ରିୟା ଦେହ ଛୁଇଁ ଯାଏ ଫୁଲ ଫଗୁଣର ଘରଟିଏ ।୦। ଶୁଣିଛି ସେ ଘରେ ସୁନା ଝୁଲଣାରେ ପ୍ରିୟା ମୋର ଝୁଲୁ ଥାଏ ରୂପା ପଲଙ୍କରେ ଦୁଗ୍ଧ ଫେନ ଶେଜେ ଗହମ ନିଦରେ ଶୁଏ, ଡାକି ନାହିଁ କେବେ ତା ଫୁଲ ଘରକୁ ସତେ କେମିତିକା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୮ ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଦେବାଳୟରେ ନାଗକନ୍ୟା ସୁଲୋଚନା ବିଷ୍ଣୁ ଆରାଧନାରେ ନିମଗ୍ନା। ପିତାଙ୍କ ଦ୍ୱାରା ଶାପିତା ହୋଇ ନାଗଲୋକରୁ ବିତାଡିତା ହେବା ପରେ ବିଷ୍ଣୁଙ୍କ ଶରଣରେ ରହିଛନ୍ତି। ମେଘନାଦର ଭୟରେ ଦେବରାଜ ଇନ୍ଦ୍ର…

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…

ଭାଷା ଭାଗବତ : ଭାଂଗୁନାହିଁ ନିଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୩ ଅବ୍ଦ ପରେ ଆସୁଛି ଅବ୍ଦ ତେବେ ବି ଭାଂଗୁନାହିଁ ନିଦ ଅପୂର୍ବ ସ୍ବଭାଷୀ ସଂତାନ କରଂତି ନିଶ୍ଚିଂତ ଶୟନ ଯେଉଁ ରୀତି, ପଦ୍ଧତି ଧରି ଭାଷା ହୋଇଛି ଏହିପରି ସେ ସବୁ ପାରୁନାହୁଁ ଛାଡ଼ି ସ୍ବଭାଷା ରହିଅଛି ପଡ଼ି ମନରେ ପୋଷି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୭   ଭୟାଳୁ ଦେବଗଣଙ୍କର ଇତସ୍ତତଃ ଦୃଷ୍ଟି ଦ୍ୱାରଦେଶରେ ନିବଦ୍ଧ। କେହି କେହି ନିଜ ନିଜର ଆସନରୁ ଉଠିବାର ଉପକ୍ରମ କରୁଥାନ୍ତି। ମାତ୍ର ଅତ୍ୟଧିକ ମଦିରାପାନ ହେତୁ ନିଜ ନିଜର ଭାରସାମ୍ୟ ରକ୍ଷା କରି ନ ପାରି ପୁନଶ୍ଚ ବସି…

କୁଳାଙ୍ଗାର ଉବାଚ : ଗରମ କବିତା

ଏମିତି ଗରମ ହେଉଛି ଯେମିତି ମଣିଷକୁ ସୂର୍ଯ୍ୟ କରୁଛନ୍ତି କିବା ଫ୍ରାଏ; ଆମଠୁ ଦେଖିକି ଗରମ ଖାଦ୍ୟ ଖାଇବାକୁ ଆଉ ମନ କରିଲେ କି ସିଏ? ଏସି ଭିତରେ ଯେ ରହୁଛନ୍ତି ଯଦି ବାହାରକୁ କେବେ ଆସିଲେ; ମୁହଁରେ ତାଙ୍କର ବେଲୁନ୍ ଫୋଟକା ଆହା କି ସୁନ୍ଦର ଦିଶିଲେ! ଖରାଦିନ ଅଟେ ଓଡିଆଙ୍କ…

କବିତା : ଅସ୍ତିତ୍ବ

ରୀତା ପଟ୍ଟନାୟକ ତୋର ମନେଅଛି ?? ସେଇ ପିତଳ ପଟିଦିଆ ପୁରୁଣା ବେତପେଡି !!! ସେ ପେଡିରେ ସାଇତା କିଛି ଅଧାଫୁଟା ଗୋଲାପ କଢି !!! ଫର୍ଦ୍ଦ ଫର୍ଦ୍ଦ ଅଧାଲେଖା ଗପ ସାଥେ -- ନାଲି ମଖମଲି କନାରେ ବନ୍ଧା କେତୋଟି କଉଡ଼ି । ଆଜି କାହିଁକି କେଜାଣି ମନରୁ ସେଇ ଛବିଟି ଅବିକଳ ଉତୁରି ଆସିଲା…