Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ସୁଲୋଚନା (୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ 'ସୁଲୋଚନା' ଭାଗ : ୧ ପବିତ୍ର କୈଳାସ ପର୍ବତ। ମହାଯୋଗୀ ଶିବ ଶଙ୍କର ଧ୍ୟାନସ୍ଥ। ନନ୍ଦୀ ଓ ଭୃଙ୍ଗୀ ନିକଟରେ ଅପେକ୍ଷାରତ। କେତେବେଳେ ଧ୍ୟାନ ଭଗ୍ନ ହେବେ ଏବଂ ପ୍ରଭୁ ତାଙ୍କୁ ଖୋଜିବେ ! ଗଭୀର ଚିନ୍ତାମଗ୍ନା ମାତା ପାର୍ବତୀ ଅସ୍ଥିର ଭାବରେ ପଦଚାରଣ…

କବିତା : ଥୁକୁଲ

ସ୍ମୃତି ରଞ୍ଜନ ତ୍ରିପାଠୀ  ଶବ୍ଦସବୁ ଏମିତି ବଦରାଗି ମଝିରେ ମଝିରେ ଲୟ ହରେଇଲେ ମୁଁ ଝୁଣ୍ଟେ ତା' ମିଠା ତାଗିଦରେ ଆହୁରି ନିବିଡ, ସଶକ୍ତ କରାଏ ତା' ଖୁସି ପାଇଁ କେତେ ପ୍ରଯତ୍ନରେ ଗଢେ ଭାବର କୁଟୁମ୍ବ, ସଜେଇହୁଏ କୁହୁକ ବୀଣା ଛାଏଁ ଛାଏଁ ଖଞ୍ଜିହେଇଯାଏ ଅଳଙ୍କାର ଯାହାକୁ ନେଇ…

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକର ବିକ୍ରୟ ପାଇଁ ବିତରକ ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକଗୁଡ଼ିକ ବିକ୍ରି କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଓ ସବଡିଭିଜନରେ ଅବସ୍ଥାପିତ ବହି ଦୋକାନକୁ ଦାୟିତ୍ୱ ଅର୍ପଣ କରିବାକୁ ଏକାଡେମୀ ପକ୍ଷରୁ ଯୋଜନା ପ୍ରସ୍ତୁତ…

ଭାଷା ଭାଗବତ : ଲିପି ଲେଖା ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୬    ଦୁଇ ବର୍ଣର ଭେଦ ଦେଖି ଶିଶୁ ପାରେ ସହଜେ ଲେଖି ଦ : ହ, ମ : ସ ଓ ଳ : ଲ, ବ : କ ନିଠେଇ ଥରଟିଏ ଦେଖ ବର୍ଣର ରୂପରେଖ ଜ୍ଞାନ ମନରେ ରହେ ସବୁଦିନ ବାସ୍ତବ ପଠନ ଲିଖନ ହୁଏ ଆମୋଦ ପରିପୂର୍ଣ ଅ : ଆ, ଇ : ଈ ଓ ଏ : ଐ, ଘ…

ଭାଷା ଭାଗବତ : ଭାଷାର ଏ ପରିସ୍ଥିତି, ଭାଷାର ଏପରି ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୫   ଅନୁଶୀଳନ ଅଧ୍ୟୟନ ତଥ୍ୟ ସମୃଦ୍ଧ ବିଶ୍ଳେଷଣ ନ କରି ଦିଅଂତି ଭାଷଣ ଦେଖାଂତି ଗ୍ରଂଥ ଉଦ୍ଧରଣ ଏହା ହିଁ ପ୍ରଧାନ କାରଣ କେବଳ ପ୍ରଶଂସା ଭାଜନ ନିମଂତେ ହୁଏ ଲେଖାମାନ ଅଗ୍ରାହ୍ୟ ତ୍ରୁଟି ସଂଶୋଧନ ନାହିଁ ଯୋଜନା କିଂବା ନୀତି…

ଅରବିନ୍ଦ ପଟ୍ଟନାୟକଙ୍କ ସାରସ୍ୱତ କୃତି ସଙ୍କଳନ ‘ଅରବିନ୍ଦାୟନ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅରବିନ୍ଦ ପଟ୍ଟନାୟକଙ୍କ ‘ସାରସ୍ୱତ ସୌନ୍ଦର୍ଯ୍ୟ ଓ ସୌରଭର ଏକ ସଙ୍କଳନ ‘ଅରବିନ୍ଦାୟନ' ସ୍ଥାନୀୟ ଲୋହିଆ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ଏହି ସଙ୍କଳନଟି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କର ସମ୍ପାଦନାରେ ପ୍ରକାଶିତ ହୋଇଛି ।…

ରାଜ୍ୟ ଗ୍ରନ୍ଥାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ଶିକ୍ଷାବିତ ପ୍ରାଣକୃଷ୍ଣ ପରିଜାଙ୍କ ୪୪ ତମ ପୁଣ୍ୟତିଥି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତଃ…

ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ‘ବଢ଼ି ପାଣିର ଦାନ୍ତ’ ଓ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ…

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ପ୍ରସିଦ୍ଧ କବି, କଥାଶିଳ୍ପୀ ତଥା ନାଟ୍ୟକାର ସ୍ୱର୍ଗତଃ ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ 'ବଢ଼ି ପାଣିର ଦାନ୍ତ' ଏବଂ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ ପୁସ୍ତକ 'ଦ ଫେଙ୍ଗଡ ୱାଟର' ସ୍ଥାନୀୟ ସମ୍ବାଦ ଭବନ ପରିସରରେ…

ଅନୁବାଦ କବିତା : ମୃତ ପୃଥିବୀ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ପରିଶେଷେ ଆଜି ନିଃସ୍ଵ ଏଇ ଧରା କ୍ଷୁଧାତୁର କାନ୍ଦେ ବିଶ୍ୱ ସାରା ଚାରି ଦିଗେ ଝରିପଡ଼େ ରକ୍ତ ଜୀବନ ତ ଆଜି ସତରେ ଉତ୍ୟକ୍ତ। ନୁହେଁ ଆଜି ସମୟ କାବ୍ୟର।ପରିଣାମ ବା ସମ୍ଭାବନାର ପ୍ରତିଦିନ କଟୁଛି ଭୟରେ ଧୂର୍ତ୍ତ ଆଉ ଲୁଚାଛପା ଏଇ…

ଭାଷା ଭାଗବତ : ସ୍ବଭାଷା ଶିକ୍ଷା ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୪  ପ୍ରଥମେ ଧ୍ବନି ଉଚ୍ଚାରଣ କରି ଶିଖଂତି ଶିଶୁଗଣ ତା'ପରେ ଅକ୍ଷର ଲିଖନ ଆକାର, ରୂପ, ରଂଗ ଭିନ୍ନ ବଦଳେନାହିଁ ଉଚ୍ଚାରଣ ରଂଗ, ରଙ୍ଗ ନୁହଂତି ଭିନ୍ନ ସହଜେ ବୁଝେ ଶିଶୁ ମନ ତର୍କ କରଂତି ବିଜ୍ଞଗଣ ପାଠଶାଳା ଯେ ଯାଇନାହିଁ…