Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷା ସହ ହେଉଁ ଯୋଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୧ ଆଉ ବେଶି ଶିଖିନୁ କରି ବଂଚିଅଛୁଁ ସ୍ବଭାଷା ଧରି ଆମେ ଦିନେ ଗଲେ ବି ମରି ଜିଇଁରହୁ ଭାଷା ଆମରି ଧନ, ଦ୍ରବ୍ୟ ପଛରେ ପଡ଼ି ନିଜ ଭାଷା ଦେଉଛୁଁ ଛାଡ଼ି ଆପେ ଭାଷା ପାରେନି ବଢ଼ି ଲୋଡ଼ାପଡ଼େ ଅକ୍ଷର ଧାଡ଼ି ସାହିତ୍ୟ ଅକ୍ଷର ନିର୍ଭର…

କବିତା : ପିତା

ପ୍ରସେନଜିତ୍ ସେଠୀ ଇଚ୍ଛା ହୁଏ ଦୌଡ଼ି ଯିବାକୁ ସକଳ ବୋଝକୁ ଅଜାଡ଼ି ଦେଇ ଅଧା ରାସ୍ତାରେ ଶାନ୍ତିର ନିଃଶ୍ୱାସଟେ ମାରି ନିଜେ ବାଛିଥିବା ରାସ୍ତାରେ ଆଗକୁ ଆଗକୁ ଯୋଉଠି କେବେ ବି ନଥିବ ଥକିବାର। କେତେ କଳ୍ପନା ଓ ସ୍ବପ୍ନ ସେ ରାସ୍ତାକୁ ନେଇ ଯାହା ଭରି ହୋଇ ରୁହନ୍ତା କୋମଳ…

ଭାଷା ଭାଗବତ : ଭବନ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୦  ଭବନ ସବୁ ଆଧୁନିକ ଭାବନା ଅତୀତ ସ୍ତାବକ ସଭିଏଁ ବିଶ୍ବକର୍ମାଶ୍ରୟୀ ଅନ୍ୟ ଦେବଂକ ଚିଂତା ନାହିଁ ବସ୍ତୁକୁ ଖଂଜିଲେ ନିର୍ମାଣ ନିର୍ଜୀବ କାଠ ଓ ପାଷାଣ ସ୍ଥିର, ନିଶ୍ଚଳ ଆଉ ମୌନ ହୋଇରହଂତି ଚିରଦିନ ଭବନେ କର୍ମଚାରୀ ଜନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୩ କୁମାର ମନରେ ଆରାଧ୍ୟା ପ୍ରତି ସମ୍ନାନ ସହିତ ଭଲ ପାଇବା ବି ବଢ଼ିବାରେ ଲାଗିଛି । କ'ଣ ଭାବୁଛ କୁମାର? ଦେଖ, ସବୁ ତ’ ହେଲା, ଖାଲି ଏ ଖଟଟା ଝର୍କା ପାଖକୁ ଲଗେଇକି ପକେଇ ଦେଲେ ଭଲଲାଗିବ । ଓକେ, ଧର ସେପଟୁ....…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୨ ତା' ପରେ ପିଲାଙ୍କୁ ପଢେଇଲେ ଶାନ୍ତି ମିଳେ । ତାଙ୍କ ସହ ସମୟ କଟିଯିବା । ଆଉ ମୂଖ୍ୟ କଥା ହେଲା, ବଞ୍ଚିବା ପାଇଁ ନୂଆ ବାହାନାଟିଏ ମିଳିଛି । ତା'କୁ ମଣିଷ କରିବ । ବାଙ୍ଗାଲୁର୍ ହସପିଟାଲ୍‌ରୁ ହରିଶ୍ ଖବର ଦେଲା ।…

ଅନୁବାଦ କବିତା : କବର ତଳର ଭାବନା

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ସେମାନେ ଆମକୁ ଯେବେ ପୋତିଦେବେ ମାଟି ତଳେ ବହୁ ଗଭୀରରେ ସବୁଜ କୋମଳ ଘାସ କଅଁଳିବ ଆମର ସେ କବର ଉପରେ ଶୁଣାଯିବ ଟୁପଟାପ୍ କ୍ଷୀଣ ଶବ୍ଦ ସେହି ମାଟି ପରେ ଲାଗିବ ପଡ଼ୁଛି ସତେ ଦୂରେ, ବହୁ ଦୂରେ, ବହୁତ ଉର୍ଦ୍ଧ୍ବରେ । ଆମେ ଯେବେ ଉଠିଯିବୁ ସେ…

ଭାଷା ଭାଗବତ : ଲିଖନ ବୈରାଗ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୯ ଧନ୍ୟ ମୋ ହାତର ଆଂଗୁଠି ଲେଖିଲା ବେଳେ ଏଠି ସେଠି ବାଜି ହୁଏ ଅନେକ ତ୍ରୁଟି ପାଠକେ ଭିଡ଼ଂତି ମୋ ଚୁଟି ଏକ ଶବ୍ଦର ବହୁ ରୂପ ପ୍ରତିଟି ଦେଖାଂତି ପ୍ରକୋପ ଅନିବାର୍ଯ୍ୟ କି ଅନିର୍ବାଯ୍ୟ ବାଛିବା ହୁଏ ମୁଖ୍ୟ କାର୍ଯ କେଉଁଟି…

ବ୍ୟଙ୍ଗ : ଭଗବାନ ତୁସି ଗ୍ରେଟ ହୋ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ…

କବିତା : ପ୍ରକୃତି ରାଣୀ

ବାସନ୍ତୀ ଲତା ଜେନା  ପ୍ରକୃତି ରାଣୀ ସ୍ରଷ୍ଟାଙ୍କର ସୃଷ୍ଟି ଅତୁଳନୀୟ ସୁଷମା ଶୋଭା ଭଣ୍ଡାରର ଗନ୍ତାଘର ସେତ ତାକୁ ଦେବା କି ଉପମା ll ସବୁଜିମା ଭରା ଏ ସାରା ଧରଣୀ ସତେ କି ପିନ୍ଧିଛି ପାଟ ବନ ଉପବନ ମନୋହର ଦିଶେ ଦିଶୁ ଥାଏ ଝଟ ଝଟ ll ପାହାଡି ଝରଣା କୁଳୁ କୁଳୁ ନାଦେ ତଳକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୧  ଆଉ କେତେ ଦିନ ଏଇ ଗେଷ୍ଟ ହାଉସ୍‌ରେ ରହିଥିବ ଅରୁ? ଠିକ୍ କହିଲ କୁମାର । କାଲି ହିଁ ଗାଁ ଆରପାଖ ମନ୍ଦିର ପାଖରେ ଗୋଟେ ଘର ବୁଝିଛି । ଦୁଇ ବଖରା । ବାରି ବଗିଚା । ଆଗରୁ ଯିଏ ରହୁଥିଲେ, ଏବେ ଛାଡିଛନ୍ତି ।…