Latest Odisha News

BREAKING NEWS

Browsing Category

ସାହିତ୍ୟ

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଷଷ୍ଠ ଭାଗ’ ରହସ୍ୟବାଦର ଅସଲ ନିର୍ଯ୍ୟାସ ହେଉଛି କ୍ଷୁଦ୍ର ମଧ୍ୟରେ ବୃହତ୍ତରର ଆବିଷ୍କାର ଓ ଦର୍ଶନ। ପିଣ୍ଡ ଭିତରେ ବ୍ରହ୍ମାଣ୍ଡର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଧାରଣା।ତେଣୁ ଆଧ୍ୟାତ୍ମିକତା କେବଳ ନିଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହେଁ…

ଭାଷା ଭାଗବତ : ଭାଷା ଏକ ସିଂଧୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୮ ଧ୍ବନି ଓ ବର୍ଣ ଜଳକଣା ଶବ୍ଦ ତ ଜଳବିଂଦୁ, ଜଣା ବିଂଦୁ ମିଶିଲେ ଭାଷାସିଂଧୁ ଏ ସତ୍ୟ ବୁଝୁଁ, ଏବେ ବଂଧୁ ଭାଷାର ପୁସ୍ତକ ପସରା ଅଟଂତି ବହୁ ଜଳଧାରା ଝରଣା ନଦୀ ଯୋର ନାଳ ରୂପରେ ମୂଳତଃ ନିର୍ମଳ ଭାଷାସିଂଧୁରେ…

ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ଦିଆଯିବ। ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି।

ସ୍ୱଳ୍ପ ଗଳ୍ପ : ଗୋଟିଏ ପରାଜୟ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୮ ମୃତ୍ୟୁକୁ ବାଦ ଦେଇ ଦେଖିଲେ ତାଙ୍କର ଏହା ପରାଜୟ ହିସାବରେ ଅନ୍ତିମ ପାର୍ଥିବ ପରାଜୟ। ଏହା ପୂର୍ବରୁ ତାଙ୍କ ନାଆଁରେ ଅନ୍ତତଃ ତିନିଶହରୁ ଅଧିକ ବିଜୟର ଗୌରବ ନଥିଭୂକ୍ତ ହୋଇ ରହିଥିଲା । କୁସ୍ତି ପ୍ରତିଯୋଗିତାରେ ସେ…

କବିତା : ଜୀବନ ଦୀପ

ଗଦାଧର ସାହୁ  ଜୀବନ ଦୀପର ଆୟୁସ ସଳିତା ଦିବା ନିଶି ଜଳୁଥାଇ। କିଏ ସେ ଜାଣିଛି କେତେସେ ଜଳିବ କେତେ ଦିନ କେତେ ରାତି ।। ଜୀବନ ପ୍ରଦୀପ ଜଳିବା ଭିତରେ ଯେତେ ବାଧା ବିଘ୍ନ ଆସେ । ସବୁକୁ ଟାଳିଛି ତଥାପି ଜଳିଛି ଅବଶେଷ ସ୍ଥିତି ଯାଏ ।। କିଏ ବା କଳିବ କେତେ ସେ ଜଳିବ ଅବଶେଷ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୦ ଆଗକୁ ତ ବଢ଼ିବାକୁ ପଡ଼ିବ । କ'ଣ କରିବ ? ଏମିତି ଅଚାନକ୍‌ ଚାଲି ଆସିଲ, କେବେ ଫେରିବ? ନା କୁମାର ଏ ଯାଏ କିଛି ବି ଭାବିନି । କିନ୍ତୁ ଫେରିବି ନାହିଁ, ଏଇଟା ପକ୍କା । କେବେବି ଫେରିବି ନାହିଁ । ମତେ ଏତେ…

ଭାଷା ଭାଗବତ : ଭାଷାର ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୭  ସମଗ୍ର ଭାଷାର ଦାୟିତ୍ବ କାହା ଉପରେ ନୁହେ ନ୍ୟସ୍ତ ତେଣୁ ଏ ଭାଷାର ବନସ୍ତ ଲୋଡ଼େନି କୌଣସି ନେତୃତ୍ବ ଭାଷାକୁ କରିଲେ ଉଦ୍ୟାନ ସୀମିତ ବିକାଶ ବର୍ଧନ ଯୋଗୁଁ ତା ହୋଇଥାଏ ସାନ ବଢ଼ାଇ ପାରେନାହିଁ ମାନ ଯାହାର ଯେଉଁପରି ରୁଚି…

ମନୋରଞ୍ଜନ ହୋତା ‘ଓଡ଼ିଆ ଗୀତିକବି ସମାଜ ସମ୍ମାନ’ରେ ସମ୍ମାନିତ

କଟକ : ଓଡ଼ିଆ ଗୀତିକବି ସମାଜର ୨୯ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶତାଦ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରର ବିଶିଷ୍ଟ ଗୀତିକାର ମନୋରଞ୍ଜନ ହୋତାଙ୍କୁ 'ଓଡ଼ିଆ ଗୀତିକବି ସମାଜ ସମ୍ମାନ'ରେ ସମ୍ମାନିତ କରାଯାଇଛି। ଏହା ସହ ସମାଜ ପକ୍ଷରୁ ସ୍ମରଣୀକା -୨୦୨୧କୁ ମଧ୍ୟ ଉନ୍ମୋଚନ କରାଯାଇଛି…

ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ ‘ବିଦୀର୍ଣ୍ଣ ହୃଦୟ ‘ ଉନ୍ମୋଚିତ

ପୁରୀ : ଅଗ୍ରଣୀ ସାହିତ୍ୟ ପରିଷଦ 'ଶନିବାର ସାହିତ୍ୟ ସନ୍ଧ୍ୟା ସଂସଦ' ଆନୁକୂଲ୍ୟରେ କବି ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ 'ବିଦୀର୍ଣ୍ଣ ହୃଦୟ ' ଉନ୍ମୋଚିତ ହୋଇଯାଇଛି । ଉମାକାନ୍ତ ମହାପାତ୍ରଙ୍କ ପ୍ରାରମ୍ଭିକ ବକ୍ତବ୍ୟ ସହ ଆରମ୍ଭ ହୋଇଥିବା ଏହି ସାରସ୍ୱତ ସଭାରେ, ସଂସଦର ସଭାପତି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୯   ସନ୍ଧ୍ୟା ହେଉହେଉ କୁମାର ଆସି ହାଜର । ଥାଙ୍କ୍ ଗଡ଼୍ ,ଅରୁ ଏଇଠି । ତା’ ଅନୁମାନ ଠିକ୍ ଥିଲା । କୁମାର ତୁମେ, ଜାଣିଥିଲି ତୁମେ ଦିନେ ଆସିବ ବୋଲି । କିନ୍ତୁ ଏତେ ଜଲ୍‌ଦି ବୋଲି ଭାବିନଥିଲି । ଜାଣିଥିଲ ? ଥରେ…