Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭବନ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୦  ଭବନ ସବୁ ଆଧୁନିକ ଭାବନା ଅତୀତ ସ୍ତାବକ ସଭିଏଁ ବିଶ୍ବକର୍ମାଶ୍ରୟୀ ଅନ୍ୟ ଦେବଂକ ଚିଂତା ନାହିଁ ବସ୍ତୁକୁ ଖଂଜିଲେ ନିର୍ମାଣ ନିର୍ଜୀବ କାଠ ଓ ପାଷାଣ ସ୍ଥିର, ନିଶ୍ଚଳ ଆଉ ମୌନ ହୋଇରହଂତି ଚିରଦିନ ଭବନେ କର୍ମଚାରୀ ଜନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୩ କୁମାର ମନରେ ଆରାଧ୍ୟା ପ୍ରତି ସମ୍ନାନ ସହିତ ଭଲ ପାଇବା ବି ବଢ଼ିବାରେ ଲାଗିଛି । କ'ଣ ଭାବୁଛ କୁମାର? ଦେଖ, ସବୁ ତ’ ହେଲା, ଖାଲି ଏ ଖଟଟା ଝର୍କା ପାଖକୁ ଲଗେଇକି ପକେଇ ଦେଲେ ଭଲଲାଗିବ । ଓକେ, ଧର ସେପଟୁ....…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୨ ତା' ପରେ ପିଲାଙ୍କୁ ପଢେଇଲେ ଶାନ୍ତି ମିଳେ । ତାଙ୍କ ସହ ସମୟ କଟିଯିବା । ଆଉ ମୂଖ୍ୟ କଥା ହେଲା, ବଞ୍ଚିବା ପାଇଁ ନୂଆ ବାହାନାଟିଏ ମିଳିଛି । ତା'କୁ ମଣିଷ କରିବ । ବାଙ୍ଗାଲୁର୍ ହସପିଟାଲ୍‌ରୁ ହରିଶ୍ ଖବର ଦେଲା ।…

ଅନୁବାଦ କବିତା : କବର ତଳର ଭାବନା

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ସେମାନେ ଆମକୁ ଯେବେ ପୋତିଦେବେ ମାଟି ତଳେ ବହୁ ଗଭୀରରେ ସବୁଜ କୋମଳ ଘାସ କଅଁଳିବ ଆମର ସେ କବର ଉପରେ ଶୁଣାଯିବ ଟୁପଟାପ୍ କ୍ଷୀଣ ଶବ୍ଦ ସେହି ମାଟି ପରେ ଲାଗିବ ପଡ଼ୁଛି ସତେ ଦୂରେ, ବହୁ ଦୂରେ, ବହୁତ ଉର୍ଦ୍ଧ୍ବରେ । ଆମେ ଯେବେ ଉଠିଯିବୁ ସେ…

ଭାଷା ଭାଗବତ : ଲିଖନ ବୈରାଗ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୯ ଧନ୍ୟ ମୋ ହାତର ଆଂଗୁଠି ଲେଖିଲା ବେଳେ ଏଠି ସେଠି ବାଜି ହୁଏ ଅନେକ ତ୍ରୁଟି ପାଠକେ ଭିଡ଼ଂତି ମୋ ଚୁଟି ଏକ ଶବ୍ଦର ବହୁ ରୂପ ପ୍ରତିଟି ଦେଖାଂତି ପ୍ରକୋପ ଅନିବାର୍ଯ୍ୟ କି ଅନିର୍ବାଯ୍ୟ ବାଛିବା ହୁଏ ମୁଖ୍ୟ କାର୍ଯ କେଉଁଟି…

ବ୍ୟଙ୍ଗ : ଭଗବାନ ତୁସି ଗ୍ରେଟ ହୋ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ…

କବିତା : ପ୍ରକୃତି ରାଣୀ

ବାସନ୍ତୀ ଲତା ଜେନା  ପ୍ରକୃତି ରାଣୀ ସ୍ରଷ୍ଟାଙ୍କର ସୃଷ୍ଟି ଅତୁଳନୀୟ ସୁଷମା ଶୋଭା ଭଣ୍ଡାରର ଗନ୍ତାଘର ସେତ ତାକୁ ଦେବା କି ଉପମା ll ସବୁଜିମା ଭରା ଏ ସାରା ଧରଣୀ ସତେ କି ପିନ୍ଧିଛି ପାଟ ବନ ଉପବନ ମନୋହର ଦିଶେ ଦିଶୁ ଥାଏ ଝଟ ଝଟ ll ପାହାଡି ଝରଣା କୁଳୁ କୁଳୁ ନାଦେ ତଳକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୧  ଆଉ କେତେ ଦିନ ଏଇ ଗେଷ୍ଟ ହାଉସ୍‌ରେ ରହିଥିବ ଅରୁ? ଠିକ୍ କହିଲ କୁମାର । କାଲି ହିଁ ଗାଁ ଆରପାଖ ମନ୍ଦିର ପାଖରେ ଗୋଟେ ଘର ବୁଝିଛି । ଦୁଇ ବଖରା । ବାରି ବଗିଚା । ଆଗରୁ ଯିଏ ରହୁଥିଲେ, ଏବେ ଛାଡିଛନ୍ତି ।…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଷଷ୍ଠ ଭାଗ’ ରହସ୍ୟବାଦର ଅସଲ ନିର୍ଯ୍ୟାସ ହେଉଛି କ୍ଷୁଦ୍ର ମଧ୍ୟରେ ବୃହତ୍ତରର ଆବିଷ୍କାର ଓ ଦର୍ଶନ। ପିଣ୍ଡ ଭିତରେ ବ୍ରହ୍ମାଣ୍ଡର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଧାରଣା।ତେଣୁ ଆଧ୍ୟାତ୍ମିକତା କେବଳ ନିଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହେଁ…

ଭାଷା ଭାଗବତ : ଭାଷା ଏକ ସିଂଧୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୮ ଧ୍ବନି ଓ ବର୍ଣ ଜଳକଣା ଶବ୍ଦ ତ ଜଳବିଂଦୁ, ଜଣା ବିଂଦୁ ମିଶିଲେ ଭାଷାସିଂଧୁ ଏ ସତ୍ୟ ବୁଝୁଁ, ଏବେ ବଂଧୁ ଭାଷାର ପୁସ୍ତକ ପସରା ଅଟଂତି ବହୁ ଜଳଧାରା ଝରଣା ନଦୀ ଯୋର ନାଳ ରୂପରେ ମୂଳତଃ ନିର୍ମଳ ଭାଷାସିଂଧୁରେ…