Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ନିଖୋଜ ସକାଳ ପାଇଁ

ମାନସ ରଂଜନ ମହାପାତ୍ର  କାଲିଠୁ ବେମାର ଥିଲ କେଉଁ ଡାକ୍ତରଖାନାରେ ଏବେ ଖବର ଆସିଲା ,ଚାଲିଗଲ ଅନନ୍ତ ଯାତ୍ରାରେ ମତେ ଜାଣିଥିବା ଲୋକମାନେ ଏବେ ଉଭାନ ହେଇଯାଉଛନ୍ତି ଅଚାନକ ପୃଥିବୀରୁ କେଉଁ ଅଜଣା ଟାଉନବସରେ ଗୋଟେ ଦିନ ଆସିବ,ମତେ ଚିହ୍ନିପାରିବେ ନାହିଁ କେହି ପରିଚିତ…

ଭାଷା ଭାଗବତ : ଯୁକ୍ତାକ୍ଷର, ମୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୩ ଅନୁସ୍ବାର ସୂଚକ ଶୂନ ସହିତ କଖଗଘ ବର୍ଣ ଉଭୟ ହୋଇଲେ ସଂଲଗ୍ନ *ଙ୍‌* କରିଥାଉଁ ଉଚ୍ଚାରଣ ଅଂକ ଶଂଖ ଓ ସଂଗ ସଂଘ ଅଙ୍‌କ ଶଙ୍‌ଖ ଓ ସଙ୍‌ଗ ସଙ୍‌ଘ ଅଙ୍କ ଶଙ୍ଖ ଓ ସଙ୍ଗ ସଙ୍ଘ ସମୋଚ୍ଚାରିତ, ବୁଝୁଁ ଆଗ ଅନୁସ୍ବାର ଅର୍ଥକ ଶୂନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୬ ପରିବେଶ ଭାରି ଗମ୍ଭୀର । ମ୍ୟାଡ଼ମ୍‌? ମ୍ୟାଡ଼ମ୍ ଉପରେ ତ? ଝିଅଟି ନୀରବ । ସେ ଚାହିଁଲା ସମସ୍ତକୁ । ସମସ୍ତେ ଚୁପ୍ । ଯେମିତି କଌ୰୩୯;ଣ ଗୋଟେ ଭୁଲ୍‌ କରି ଧରାପଡିଯାଇଛନ୍ତି, ସେମିତି । କାହା ମୁହଁରେ ହରସ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୫ ସେମିତି ଅନ୍ୟମନସ୍କ ଭାବରେ ରଙ୍ଗ ଭରି ଚାଲିଛି । ସବୁ ରଙ୍ଗ ଆଜି କାନଭାସ୍ ଉପରେ ଅଜାଡି ଦେଇ ଆଙ୍କୁଛି କଣ! ବାସ୍‌...ଶେଷ ସ୍ପର୍ଶ ଦେଇ ଦୂରକୁ ଘୁଞ୍ଚି ଆସିଲା । ଚିତ୍ରଟିକୁ ଆଖି ଭରିଦେଖିନେଲା ।…

ଅନୁବାଦ କବିତା : ନଗ୍ନ ନିର୍ଜନ ହାତ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ଆକାଶରେ ପୁଣିଥରେ ଅନ୍ଧକାର ଘନ ହୋଇ ଉଠିଛି। ଆଲୁଅର ରହସ୍ୟମୟୀ ଯମଜ ଭଳି ଏଇ ଅନ୍ଧକାର ଯେ ମତେ ଚିରଦିନ ଭଲ ପାଇଛି ଅଥଚ ଯା'ର ମୁହଁ ମୁଁ କେବେବି ଦେଖି ନାହିଁ ସେଇ ନାରୀ ପରି ଫାଲଗୁନ ଆକାଶରେ ଅନ୍ଧକାର ନିବିଡ଼ ହୋଇ ଉଠିଛି। ମନେ ପଡ଼ୁଛି କେଉଁ…

ଭାଷା ଭାଗବତ : ଭାଷାର କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୨  ପ୍ରତ୍ୟେକ ଲୋକ ନିଜ ଭଳି ଜିଇଁ ସଂସାରେ ଥାଂତି ଚଳି କେ ଖାଏ ଛେନା ସରପୁଳି ଆଉ କେ ମୁଢ଼ି ବା ଚକୁଳି କେ ରହେ ପୈତୃକ ଭବନେ ଆଉ କେ ଜନହୀନ ବନେ କେ ଶୁଏ ନରମ ଗଦିରେ ଆଉ କେ ଶୁଖିଲା ନଦୀରେ ସଭିଏଁ ହେବେ ସର୍ବସମ ଭାବନା…

ପରପାରିରେ ଲେଖକ ରବୀନ୍ଦ୍ରନାଥ ଦାସ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ଦାସଙ୍କର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଲକୁ ତାଙ୍କୁ  ୮୦ ବର୍ଷ ବୟସ ହୋଇଥିଲା । ସ୍ବର୍ଗତଃ ଦାସ ଓଡ଼ିଶାର ଜଣେ ଜଣାଶୁଣା ଗାଳ୍ପିକ ତଥା ନାଟ୍ୟକାର ଥିଲେ ।…

ଭାଷା ଭାଗବତ : ପ୍ରାୟୋଜିତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୧  ଅନେକ କଥା କାନେ ଶୁଣି ସେ ସବୁ ସତ୍ୟ ବୋଲି ମାନି କରିଲେ ଜୀବନ ଯାପନ ଶୁଣାଳି ଭୋଗଇ କଷଣ ଅନେକ କିଛି ଆଖି ପଢ଼େ ତଦନୁସାରେ ମତ ଗଢ଼େ ମରୀଚିକାକୁ ଭାବି ଜଳ ଶୋଷରେ ହୁଏ ସେ ବିକଳ ସୁଖ ଆନଂଦ ପ୍ରେମ ଶାଂତି ଅଳପ…

‘୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ’ ବକୃତା ପ୍ରଦାନ କରିବେ ଜଁ ଡ୍ରେଜ୍

ଭୁବନେଶ୍ୱର : ସ୍ୱନାମଧନ୍ୟ ଅର୍ଥନୀତିଜ୍ଞ ତଥା ସମାଜସେବୀ ଜଁ ଡ୍ରେଜ୍ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ସନ୍ଧ୍ୟାରେ '୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ' ବକୃତା ପ୍ରଦାନ କରିବେ। ଡ୍ରେଜଙ୍କର ଏହି ବକୃତାର ସିଧା ପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ ଆଜି ( ଅପ୍ରେଲ ୨୦) ଭାରତୀୟ ସମୟ…

କବିତା : ଗବାକ୍ଷ

ପ୍ରିୟମ୍ବଦା ସାମଲ  ପ୍ରଚଣ୍ଡ ଗ୍ରୀଷମରେ ଉତ୍ତପ୍ତ ଧରା ଧରଣୀ ରାଣୀ ଫେଡି ନେତ୍ର ଅଧିରା। ଗବାକ୍ଷ କୋଣୁ ଚାହେଁ ସୁପ୍ତ ଜଳଦ କେବେ ସେ ଭିଜାଇବ ହୋଇ ବାରିଦ। ସୁଷ୍ମ ଧୂଳିକଣା ଉଡ଼ଇ ନଭରେ ଉତ୍ତପ୍ତ ବାୟୁ ଜୀବନ ବ୍ୟସ୍ତ କରେ। ପ୍ରବଳ ଘର୍ମ ଅସ୍ତବ୍ୟସ୍ତ ଜୀବନ କାଳ ବୈଶାଖୀକୁ…