Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସୂର୍ଯ ଶକ୍ତି-ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସକାଳୁ ସଂଜ ଯାଏଁ ସୂର୍ଯ କରେ ଆଲୋକଦାନ କାର୍ଯ ତା'ପରେ ବାର ଘଂଟା ଛୁଟି କରେନି ନିଜର ପାଇଟି ଏଥିରେ ନାହିଁ ବ୍ୟତିକ୍ରମ ତେଣୁ ତ ଲାଗେ ମନୋରମ ସୂର୍ଯ ଅତ୍ୟଂତ ଶୃଂଖଳିତ ହୁଏ ଉଦୟ, ପୁଣି…

ଭାଷା ଭାଗବତ : ଅବହେଳା ଅକ୍ଷମଣୀୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିରଂତର ଆତ୍ମ-ସମୀକ୍ଷା କଲେ ମିଳେ ଉତ୍ତମ ଶିକ୍ଷା ସେ ଶିକ୍ଷା ହୁଏ ଯେବେ ଦୀକ୍ଷା ଭାଷାଟେ ପାଇଥାଏ ରକ୍ଷା ନିଜେ ନିଜ ରଚନା ପଢ଼ି ତହିଁରୁ ତ୍ରୁଟି ଖୋଜି, କାଢ଼ି କରିଲେ ନିଜେ ସଂଶୋଧନ ଲେଖାରେ ରହେନାହିଁ ଖୁଣ ଲେଖକ ନିମଂତେ…

କବିତା : ବ୍ୟତିକ୍ରମ

ସଞ୍ଜିତା ପ୍ରଧାନ ତୁମେ, ମୁଁ, ସେମାନେ ମାପି ହେଉ ନଥିବା ଦୂରତ୍ୱର ବଳୟ ପରିମାପର ବିଚିତ୍ର ଅଭାବ । ଦେଖ ! ପେଟର ଭୋକ ସ୍ବେଦ ଏଠି ମାଲିକର ହୁକୁମ ରକ୍ତର ପାଉଣା ମାଗେ ଚର୍ମ ଘୋଡେଇ କଙ୍କାଳ ଦିନରାତି ଖଟେ କୋରଡ଼ିଆ ଆଖି ଦୁଇ ଜଳେଇଯାଏ ଖୁଦ ମହଙ୍ଗା ପଡ଼େ । ତେବେ ବି ଲଙ୍ଗଳା…

କବିତା : ନାରୀ

ସସ୍ମିତା ମହାପାତ୍ର  ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି ଯାଇନି କେବେ ମୁଁ ହାରି । ଆସିଛି ଜୀବନେ କେତେ ଯେ କଷ୍ଟ ଯାଇନି କେବେ ମୁଁ ହୋଇ ପଥଭ୍ରଷ୍ଟ ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି ଯାଇନି କେବେ ବି ହାରି ।। ଜୀବନ ନଈର ନଉକା ଟିଏ ମୁଁ ମାତୃତ୍ଵର ଭାର ଉଠାଇ…

ଭାଷା ଭାଗବତ : ପଠନ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭୂକଂପ ଅବା ଭୂସ୍ଖଳନ ସମଗ୍ର ପୃଥିବୀ ବିଦୀର୍ଣ ଏଯାଏଁ କରିପାରିନାହିଁ ଅଯଥା ଚିଂତିତ କିପାଇଁ ଭୀଷଣ ବନ୍ୟା ଓ ମରୁଡ଼ି ମଣିଷ ସହେ ଏଠି ପଡ଼ି ହୁଏନି ପୂର୍ଣ ବିଲୋପନ ଏ ତଥ୍ୟ ନୁହି ଭିତ୍ତିହୀନ କଥିତ, ଲିଖିତ ଭାଷାରେ ଅନେକ…

ଅଭୟ ନାୟକ ହେଲେ ‘ଅଖିଳ ଭାରତୀୟ ସାହିତ୍ୟ ପରିଷଦ’ର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର : ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ମୁଖ୍ୟ ରଘୁନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ 'ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା'ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନିର୍ବାଚନ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ନିର୍ବାଚନ ପରିଚାଳନାରେ ଏକ ନୂତନ…

ଲେଖକ ବାର୍ତ୍ତା ନଦେଉ,କେବଳ ବିସଙ୍ଗତିକୁ ରେଖାଙ୍କିତ କରୁ : ଜିନାତମାମ ଦର୍ଜୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଜିନାତମାମ ଦର୍ଜୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : ରୂପସୀ ରୀଟା

ସାଗରିକା ଦାସ ତୁମେ ଯେ ରୂପ ବାଣ୍ଟ ଦୁଆରୁ ଦୁଆର ,ହସାଇ ରସାଇ , କଥାର ମଧୁରେ ଛଳାଇ କୁହନା ତୁମକାମ ତୁମ ବାହାନା ଅବା ସାଧନା ନୀଳ ଆଖିତଳ କାଳିମା ଯେ କୁହେ ତୁମ ଏକାଙ୍କ ନାଟକେ କାହିଁ ଯବନିକା ? ବାଲି ଘଡ଼ି ପରାଏ ଯୌବନ, ତା' ରି ନିଶାରେ ତାଳୁରୁ ତଳିପା ମଜା,ସଜାରେ…

ଭାଷା ଭାଗବତ : ଶବ୍ଦର ଜନମ ମରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଭିଧାନରୁ ଶବ୍ଦ ଖୋଜି ବ୍ୟବହାର କରିଲେ ଆଜି ତାହା କି ଏବର ପାଠକ ପଢ଼ି ପାଇବେ ଟିକେ ସୁଖ ? ଏ କଥା କରିଲେ ବିଚାର ଏ ଭାଷା ହେବ ସଭିଂକର ସାହିତ୍ୟ ଆପେ ପାରେ ବଢ଼ି ଲୋକେ ସତେ ପାରିଲେ ପଢ଼ି …

ଭାଷା ଭାଗବତ : ଭାଷାମେଳା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମାତୃଭାଷାକୁ ଅବହେଳା କରିଲେ ଯାହା ଯେତେ ହେଲା ତାହା ତ ସଂସାର ଦେଖିଲା ଏବେ ହେଉଛି ଭାଷାମେଳା ଭାଷାଜ୍ଞାନୀଂକୁ ନିମଂତ୍ରଣ କରିଣ ଶୁଣିଲେ ଭାଷଣ ସମସ୍ୟାବଳି ସମାଧାନ କରିବେ ଏଠି ବିଜ୍ଞ ଜନ…