Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : କ୍ରାନ୍ତିର କଲମ

ପ୍ରିୟମ୍ବଦା ସାମଲ କ୍ରାନ୍ତିର କଲମ ଅଟେ ସେ ବଲମ ଲକ୍ଷ୍ୟ ତାର ଅଭେଦ୍ୟ ଜାଗୃତିର ପଥେ ରଚେ ନବ ରାସ୍ତା କିଛି ନୁହେଁ ତ ଦୁର୍ବୋଧ୍ୟ। ବିଦ୍ରୋହର ସ୍ୱର ଶାଣିତ ମୁନରେ ଅନର୍ଗଳ ନିର୍ଝରିତ ସୃଜନ ତାହାର ଅର୍ଜୁନର ଶର କେବେ ନୁହେଁ ପରାହତ। ଶୋଷଣ ପେଷଣ କଷଣ ଧର୍ଷଣ ହୃଦୟ ଥରାଇ ବସେ…

ଭାଷା ଭାଗବତ : ମୃତାରାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଥିତ ଚର୍ଚା କୋଳାହଳ ଲିଖିତ ବ୍ୟାଖ୍ୟା ଦିଏ ବଳ ଲେଖକ ସହିତ ପାଠକ ପାଆଂତି ଦୀପ୍ତ ଜ୍ଞାନାଲୋକ ଅନେକ ଲୋକ ହେଲେ ରୁଂଡ କରଂତି ଯେତେ ପାଟିତୁଂଡ ତା'ର ସାମାନ୍ୟ ପରିଣତି ପାଆଂତିନାହିଁ କେଉଁ ବ୍ୟକ୍ତି କେବଳ ଅଭ୍ୟାସଚାଳିତ ହୋଇ…

ସାହିତ୍ୟ ମୋ ନିସଙ୍ଗତାକୁ ପୂର୍ଣ୍ଣ କରିଛି : ପ୍ରଜ୍ଞାଲୀନ ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ପ୍ରଜ୍ଞାଲୀନ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ସୁଧୀର ଧଙ୍ଗଡ଼ାମାଝୀ ପାଇଲେ କିଶୋରୀଚରଣ ପୁରସ୍କାର

କଟକ : ପ୍ରଖ୍ୟାତ କଥାକାର କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ କଟକ ଶତାବ୍ଦୀ ଭବନରେ ଆୟୋଜିତ ସମାରୋହରେ ଗଳ୍ପ ସଂକଳନ 'ଖଂଗାର' ପାଇଁ କଳାହାଣ୍ଡିର ଯୁବ କଥାଶିଳ୍ପୀ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ମର୍ଯ୍ୟାଦାଜନକ 'କିଶୋରୀଚରଣ…

ସନେଟ୍ : ଭୋକ

ମଧୁମିତା ମିଶ୍ର ପେଟର ଭୋକକୁ ଖାଦ୍ୟ ହିଁ ମିଟାଏ ଜ୍ଵଳନ ଯେ ଶାନ୍ତହୁଏ ପଡ଼ିଗଲେ ଗଣ୍ଡେ ପଖାଳ ପେଟରେ ତୃପ୍ତି କେତେ ଆସିଥାଏ। ପେଟର ଜ୍ୱାଳାକୁ କିଏ ସହେ କୁହ ପଶୁ ହେଉ କି ମାନବ କ୍ଷୁଧାତୁର ହେଲେ ଭୁଲେ ପେଟାଧାରୀ ଆପଣା ପରର ଭାବ। ଖରା ଗରମରେ ଶୁଖିଗଲେ ଓଠ ଆଖି ପାଣି ଖୋଜୁଥାଏ…

ଭାଷା ଭାଗବତ : ଦୁର୍ବଳ, ସବଳ, ବୁଦ୍ଧିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦୁର୍ବଳ ହୁଏ ଅନୁଗତ ସବଳ ହୁଏ ଚର୍ଚାରତ କେବଳ ବୁଦ୍ଧିଆ ମଣିଷ ସମୟ କରେନାହିଁ ନାଶ ଦୁର୍ବଳ ଲୋକ କରେ କଳି ବଳୁଆ ଦିଏ ସବୁ ଟାଳି ବୁଦ୍ଧିଆ ଦୁହିଂକୁ ଉପେକ୍ଷା କରି ହୁଏ ନିଜର ସଖା ମତ ଜ୍ଞାପନ ଅଧିକାର ଥିଲେ ବି ତା'ର ବ୍ୟବହାର…

ରବି ସ୍ୱାଇଁ ପାଇବେ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ରବି ସ୍ୱାଇଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ଉତ୍ସବରେ ସେ ଏହି…

ଭାଷା ଭାଗବତ : ପ୍ରକୃତିର ଶକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିଶ୍ବାସ ବଳେ ଚଳେ ବିଶ୍ବ ତାହା ନ ଥିଲେ ସର୍ବେ ନିଃସ୍ବ ଯେ ନିଏ ମିଥ୍ୟାର ଆଶ୍ରୟ ତା ମନେ ବାସ କରେ ଭୟ ଧରାପଡ଼ିଯିବ କି କେବେ କାଳେ ଏ ଚିଂତା ମନେ ମନେ ଭାଳେ ମନ ହୋଇଲେ ସଦା ଘାଂଟି ବିଶ୍ବାସ ଯାଏ ଶୀଘ୍ର ତୁଟି ହେଲେ ସତ୍ୟର…

ଗଳ୍ପ : ଝଡ଼

ଅଳକା ମହାପାତ୍ର ଟଳି ଟଳି ଘର ଭିତରକୁ ପଶି ଆସିଲା ନରେଶ। ବଡ଼ ପାଟିରେ ଡାକିଲା ପତ୍ନୀ ସାବିକୁ। ଚୁଲି ପାଖରେ ବସି, ତା ଦେହରେ ଅନାବନା କାଠଝାଟି ଖେଞ୍ଚୁଥିଲା ସାବି ଭାତ ରାନ୍ଧିବା ପାଇଁ। ନରେଶର ଡାକରେ ଆଠମାସର ପେଟ ସହିତ ଧିରେ ଧିରେ ଛିଡ଼ାହୋଇ ପାଖକୁ ଆସିଲା । ତାକୁ ଦେଖି ଟଙ୍କା…

କବିତା : ସେ କିଏ ?

ଗଦାଧର ସାହୁ ଯାହା କହିଥିଲି କିଏ ସେ ଶୁଣିଛି କହି ପାରିବ କି ସିଏ, ଯିଏ ସେ କହିବ ସତ ଅବା ମିଛ ଯେମିତି ଶୁଣିଛି ସିଏ । ଜଣକ କଥାକୁ ଆରେକ କହିଲେ ଫରକ ନିଶ୍ଚୟ ଥାଏ, ଅଖଣ୍ଡ ବିଶ୍ୱାସ ତା କଥାରେ କଲେ ଅସୁବିଧା ଆସିଯାଏ । ଶୁଣିବା ଲୋକକୁ କହିବା ଲୋକକୁ ମୁହାଁମୁହିଁ…