Latest Odisha News

BREAKING NEWS

Browsing Category

ସାହିତ୍ୟ

‘ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡର  ବିଶିଷ୍ଟ ସ୍ତମ୍ଭକାର  ବାଦଲ ଭୂୟାଁଙ୍କ  ଲିଖିତ 'ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି' ଶୀର୍ଷକ ପୁସ୍ତକ  ଉନ୍ମୋଚିତ ହୋଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ,…

ଭାଷା ଭାଗବତ : ନାୟକ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିଜ ପଥକୁ ଅନୁସରି ଯିଏ ବି ଜିଏଁ କାମ କରି ସେ ହୁଏ ପ୍ରକୃତ ନାୟକ କେହି ବି ନ ଥାଂତି ସ୍ତାବକ ବିତ୍ତ, କ୍ଷମତା କ୍ଷଣସ୍ଥାୟୀ ହୋଇ ତହିଁର ଅନୁଯାୟୀ ଯେ ଦିଏ ବହୁ ପ୍ରତିଶ୍ରୁତି କରେ ଏ ପୃଥିବୀର କ୍ଷତି ଯେ ହୁଏ ଉଚ୍ଚ ପଦାସୀନ…

ଭାଷା ଭାଗବତ : ବେପରୁଆ ଲେଖକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅତ୍ୟୁକ୍ତି ଜ୍ଞାନର ବିରୋଧୀ ଜ୍ଞାନର ମାର୍ଗ ଦିଏରୁଂଧି ଜ୍ଞାନାର୍କ ହେଲେ ସୂତ୍ରୋପମ ସଂଚାର ହୁଅଇ ସୁଗମ ଚିଂତାର ନାହିଁ ଥଳ, କୂଳ ଗତି ବି ଅତ୍ୟଂତ ପ୍ରବଳ ତାହାକୁ କଲେ ନିୟଂତ୍ରଣ ବକ୍ତବ୍ୟ…

କବିତା : ମୁଁ ଶକ୍ତ ଅଥଚ ସିକ୍ତ

ଶକ୍ତିପ୍ରଦା ମହାପାତ୍ର ମୁଁ କଳା ମାର୍ବଲ ଚଟାଣ ଉପରେ ପଡ଼ିଥିବା କଳା ମଚମଚ ସୋରିଷ କଣିକାଏ ମତେ କ'ଣ ଉଠେଇବାର ଆସ୍ପର୍ଦ୍ଧା କା'ର ଅଛି ? ମୁଁ ନୀରବ ମନର ଗଭୀର ପିପାସା ଯେତେ ମାପିଲେ ବି ମୁଁ ଅଶେଷ ମତେ ମାପିବାର ଅଭିପ୍ରାୟ କା'ର ଅଛି…

‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସାହିତ୍ୟ ଏକାଡେମୀ ଯୁବପୁରସ୍କାରପ୍ରାପ୍ତ କଥାକାର ଦେବବ୍ରତ ଦାସଙ୍କ ଗଳ୍ପ ସଙ୍କଳନ ‘ଲାଞ୍ଜ’କୁ ନେଇ ଏକ ଚର୍ଚ୍ଚା ଆସର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ…

କବିତା : ସାଧନା

ଶିବଦୂତୀ ପାଣିଗ୍ରାହୀ  ଖଳ ମଣିଷର ମନ ସର୍ବଦା କିପରି ଖୋଳିବ ଆନର ଗୋଇ । ତାର ସବୁ ବଳ ଓ କଳ, ମାୟା କୂଟ ଛଳରେ କଟାଇ ଥାଇ । ସ୍ୱାର୍ଥତ୍ୟାଗୀ, ସେବାରେ ସମୟ ସାରି ହୁଏ ତ ସୁଖ ପ୍ରାପ୍ତ । ଦେଖାଣିଆ ସେବା ନଦେବ କେବେ ଶାନ୍ତି ଲାଳସା ତ ନିଜ ହିତ । ଦୁଃଖ ଆସେ, ସେବାର ନାମରେ…

ଭାଷା ଭାଗବତ : ଶାଂତି ସଂସ୍ଥାପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶାଂତି ପାଇଁ କଲେ ସଂଗ୍ରାମ ହୋଇଯିବ ବିଶାଳ ଭ୍ରମ ତହିଁରୁ ପାଇବାକୁ ତ୍ରାହି କେବେ ବି ଯୁଦ୍ଧ କରନାହିଁ ଯାହା କରିଲେ ରହେ ଶାଂତି ତାହା କରିବା ପାଇଁ କ୍ଳାଂତି ନ ରଖ ଦେହ ଓ ମନରେ ନ ବୁଲ ଅଜଣା ବନରେ ଜଣକୁ କରିଲେ ଆହତ ଶାଂତି ତ…

ପିରାମିଡର ଡାକ

ସୁଜାତା ମିଶ୍ର  ଚୂନା ଚୂନା ତାରା ଫୁଲ ଆକାଶରେ ଫୁଟିବାର ବେଳାରେ ପିରାମିଡ୍ ଦେଖା ଯାଏ ଦୂରନ୍ତ ସ୍ବପ୍ନଟିଏ ପରି, ତା ତୀର୍ଯ୍ୟକ୍ ଛାତର ତ୍ରିଭୁଜାକାର ଅସ୍ତିତ୍ବରେ ଲମ୍ବି ଥାଏ ଘନୀଭୂତ ରହସ୍ୟର ଆକର୍ଷଣ, ସେଇ ପଥର ଆଖିର ପଲକରୁ ପୁଲକିତ ମୁହୂର୍ତ୍ତ କିଛି ଚୋରେଇ ନିଏ ଶିହରିତ…

ଭାଷା ଭାଗବତ : ପୂର୍ବାଗ୍ରହୀ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପୁନର୍ଲିଖନ କରି କରି ଦେବା କି ସବୁ ବେଳ ସାରି? ଭାଷାରେ ହେଲେ ନବାୟନ କ୍ରମଶଃ ଘଟଇ ଉତ୍‌ଥାନ ଥିଲେ ବି ଅନେକ ପ୍ରମାଣ ଲୋକଂକ ପୂର୍ବାଗ୍ରହୀ ମନ ସେ ସବୁ ନ କଲେ ସ୍ବୀକାର ହୁଏ ଭାଷାର ଅପକାର ଲୋକେ ନ ହେଲେ ଅଗ୍ରଗାମୀ ଦୁର୍ଦଶା…

ଭାଷାକୁ ଗୁରୁତ୍ଵ ଦେଲେ ହିଁ ସାହିତ୍ୟକୁ ଜୀବନ୍ତ କରି ରଖି ହେବ : ସିନ୍ଧୁ ନନ୍ଦିନୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସିନ୍ଧୁ ନନ୍ଦିନୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…