Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଚତୁର୍ଥୀ ଜହ୍ନ

ମିନତୀ ଦାସ ଆଜି ଅମବ୍ୟାସା ଭଲ ଲାଗୁନି ଆକାଶ କୋଉଠି ନାହିଁ ସେ ଜହ୍ନର ଟିକିଏ ଶୁଭ୍ର ଆଲୋକ, ଆଜି ଦ୍ୱତୀୟା ସୁନ୍ଦର ଦିଶୁଛି ଫୁଲେଇ ଜହ୍ନ ନୀଳ ଆକାଶର ଢେଉ ଚିରି ଲମ୍ବିଆସିଲା ମୋ ପାଖକୁ ହାତଟିଏ ମୋ ଛୁଇଁଲା ଖୁବ୍ ସନ୍ତର୍ପଣେ କହିଲା ପାଇବାକୁ ଟିକେ ଭଲ ହସି ଦେଲି ଆଖି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୭ ସରି.. ତୁମେ କହିଥିଲ କଥା ହବାକୁ, ମୁଁ ଟିକେ..’ ଇଟସ୍ ଓକେ । ସନ୍ଧ୍ୟାରୁ ମାର୍କ କରୁଛି ଆପଣ ଟାୟର୍ଡ ଲାଗୁଛନ୍ତି । ଶୁଅନ୍ତୁ, ମୁଁ ମ୍ୟାନେଜ କରିନେବି । ଆରେ ନା ନା..ମୁଁ ଠିକ୍ ଅଛି । ଆଛା ଗପିବା ରୁହ ।…

ଭାଷା ଭାଗବତ : ଜ୍ଞାନ ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୪ କୀଟାଣୁ ଜୀବାଣୁ ବୀଜାଣୁ ଶୁକ୍ରାଣୁ ବିଷାଣୁ ଭୂତାଣୁ କିଏ ବା କେତେ କ'ଣ ଜାଣୁ? କିଂତୁ ବଖାଣୁ ଏଣୁତେଣୁ ଏପରି ମଣିଷ ସ୍ବଭାବ କେଜାଣେ କେବେ ବଦଳିବ କାହିଁକି ଏ ସୀମା ଲଂଘନ? ଏବେ ପଚାରୁଁ ଏହି ପ୍ରଶ୍ନ…

ଶଙ୍ଖକ୍ଷେତ୍ରରେ ଦିନଟିଏ

ପ୍ରଦୀପ ବିଶ୍ୱାଳଙ୍କ ସ୍ମୃତିର ଫରୁଆରୁ …… ପୁରୁଷୋତ୍ତମ ଆଡ଼େ ବୁଲିଯାଇଥିଲି। ଡୋରି ମୋ ପାଇଙ୍କି ଲାଗିଥିଲା କି ନାହିଁ ଜାଣି ନଥିଲି ମୁଁ। କିନ୍ତୁ ଗହଳି ଭିତର ଦେଇ ସିଂହଦ୍ଵାର ମୁହାଁ ଆଡ଼େ ଚାଲିଥିଲା ବେଳେ କିଏ କେତେ କଥା କହୁଥାନ୍ତି କାନରେ ବାଜୁଥାଏ। କିଏ କହୁଥାଏ ଡୋରି ମୋର ଆଜି…

ପଦ୍ମଜ ପାଳ ପାଇଲେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଜାପାନୀ ବାବୁଙ୍କ ଜନ୍ମଦିନ ପାଳନ ଅବସରରେ ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳଙ୍କୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି । ଜ୍ଞାନପୀଠ…

‘ପାଠକ ସମାବେଶ’ରେ ସମ୍ମାନିତ ହେବେ ଗଙ୍ଗାଧର ବିଶ୍ୱାଳ ଏବଂ ଅଞ୍ଜନ ଚାନ୍ଦ

ବାଲେଶ୍ଵର : ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଜାପତି ଅନୁଷ୍ଠାନ ପକ୍ଷରୁ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ 'ବାଲେଶ୍ଵର ସାହିତ୍ୟ ସମ୍ମାନ' ଏବଂ ବ୍ୟଙ୍ଗ ସାହିତ୍ୟିକ ଅଞ୍ଜନ ଚାନ୍ଦଙ୍କୁ 'ପ୍ରଜାପତି ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ…

ଭାଷା ଭାଗବତ : ଭାଷାର ଲକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୩  ଶୈଶବେ ହେଲେ କୌତୂହଳୀ ଜ୍ଞାନ ପ୍ରବେଶି ନାନା ଭଳି କରି ଶିଶୁକୁ ଜ୍ଞାନବଂତ ସର୍ବଦା ଥାଏ ତା ସହିତ ଯୌବନ ମୁଖ୍ୟତଃ ଚଂଚଳ ବଦଳୁଥାଏ ପ୍ରତି ପଳ ଏକାଗ୍ର ହୁଏନାହିଁ ଧ୍ୟାନ ସ୍ଥିର ହୁଏନି ଯୁବାମନ ସାଧକ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୬  ତାଙ୍କୁ କ'ଣ ଟିକିଏ ବି ସଙ୍କୋଚ ଲାଗୁନଥିଲା? ନିଶାରେ କ’ଣ ଜଣା ପଡୁନଥିଲା । ଏତେ ଚୁପ୍ ବସିଛନ୍ତି ! କିଛି କୁହନ୍ତୁ ମ୍ୟାଡ଼ମ । ମିୟୁଜିକ୍‌ ଅନ୍ କରିବି? ଆପଣଙ୍କ ପସନ୍ଦର ଗୀତ..’ ନା ଥାଉ, ମୁଡ଼ ନାହିଁ ।…

ଅନୁବାଦ କବିତା : ବରଫ ତରଳିବ ନିଶ୍ଚୟ

ମୂଳ ରଚନା : ମାରିନା ଶ୍ୱେତାଏଭା  ଆଜି ନୁହେଁ ତ କାଲି ଏ ବରଫ ତରଳିବ ନିଶ୍ଚୟ ତୁମେ ଏକ ବିଶାଳ ଲୋମଶ ପୋଷାକ ଭିତରେ ରହିଛ ଏବଂ ତୁମର ଅଧର ଦ୍ୱୟ ଶୁଖି ଯାଇଛି ସବୁଦିନ ପାଇଁ ମୁଁ ଜାଣି ପାରୁନି ତୁମକୁ ଦୟା ଦେଖାଇବି କି ନାହିଁ। ତୁମର ପିଇବା ଅଭ୍ୟାସ ଖୁବ କଷ୍ଟକର ପଦଚାଳନା ଓଜନଦାର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୫  ଆରାଧ୍ୟା କପାଳରେ ବିନ୍ଦୁ ବିନ୍ଦୁ ଝାଳ । କୁମାର ଅନେକ ବେଳୁ ଲକ୍ଷ୍ୟ କରୁଛି, ତାଙ୍କ ଅବାନ୍ତର ପ୍ରଶ୍ନ, ଆଉ ତାଙ୍କ ଅସ୍ଥିରତା । ମ୍ୟାଡ଼ମ୍ ଆଜି ଠିକ୍ ନାହାନ୍ତି ବୋଧହୁଏ । ଏସି ତ ପୁରା ଚିଲ୍ଡ ଅଛି ।…