Latest Odisha News

BREAKING NEWS

Browsing Category

ସାହିତ୍ୟ

ତିନି ଶହ ରାମାୟଣ (୧)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମାୟଣ କେତୋଟି ? ତିନି ଶହ ? ତିନି ହଜାର ? କେତେକ ରାମାୟଣର ଶେଷରେ ଗୋଟିଏ ପ୍ରଶ୍ନ ପଚରାଯାଏ । ଏ ପର୍ଯ୍ୟନ୍ତ କେତୋଟି ରାମାୟଣ ହେଲାଣି ? ଆଉ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଗପଟିମାନ ମଧ୍ୟ ଅଛନ୍ତି । ଶୁଣନ୍ତୁ ସେଥିରୁ ଗୋଟିଏ । ଦିନେ ରାମ…

ଗଳ୍ପ : ଆଇଁଷ ଚିନ୍ତା

ସତ୍ୟନାରାୟଣ ଗନ୍ତାୟତ ସତ୍ୟେନ୍ଦୁ ଆଜିକାଲି କମ୍ ଖାଉଥିବା ଦେଖି ସଭିଏଁ ତା ପତ୍ନୀ ସୁତପାକୁ କହନ୍ତି, ଏତେ କମ୍ କ'ଣ ଲୋ ଖାଉଚନ୍ତି ? "ଦେଖୁଛ ତ କେମିତି ଉଙ୍ଖୁରା ଖିଆ , ତା ସହ ପୁଣି ଶାଗଡାଳ ଖିଆ ପ୍ରାଣୀଟେ ବି " ସେମାନଙ୍କ କଥାରେ କଥା ଯୋଡେ ସୁତପା ! ଏଁ, ନନ୍ ଭେଜ୍ ଜମା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୮  ବିଛଣାରେ ଗଡି ପଡି ଶୋଇବାକୁ ଚେଷ୍ଟା କଲା । ନାଁ ହବନି । ମନେ ପଡିଲେ ଛାତି ଭିତରେ କିଛି ଘଟୁଛି ଯେମିତି । ଯେମିତି ଘୂର୍ଣ୍ଣିଝଡଟେ ବାରବାର ମୁଣ୍ଡ ଟେକୁଛି । ଭାରି ଉଛନ୍ନ ବାହାରିଯିବ ପଦାକୁ । ଏଇଥି ପାଇଁ ସେ…

କବିତା : ଚତୁର୍ଥୀ ଜହ୍ନ

ମିନତୀ ଦାସ ଆଜି ଅମବ୍ୟାସା ଭଲ ଲାଗୁନି ଆକାଶ କୋଉଠି ନାହିଁ ସେ ଜହ୍ନର ଟିକିଏ ଶୁଭ୍ର ଆଲୋକ, ଆଜି ଦ୍ୱତୀୟା ସୁନ୍ଦର ଦିଶୁଛି ଫୁଲେଇ ଜହ୍ନ ନୀଳ ଆକାଶର ଢେଉ ଚିରି ଲମ୍ବିଆସିଲା ମୋ ପାଖକୁ ହାତଟିଏ ମୋ ଛୁଇଁଲା ଖୁବ୍ ସନ୍ତର୍ପଣେ କହିଲା ପାଇବାକୁ ଟିକେ ଭଲ ହସି ଦେଲି ଆଖି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୭ ସରି.. ତୁମେ କହିଥିଲ କଥା ହବାକୁ, ମୁଁ ଟିକେ..’ ଇଟସ୍ ଓକେ । ସନ୍ଧ୍ୟାରୁ ମାର୍କ କରୁଛି ଆପଣ ଟାୟର୍ଡ ଲାଗୁଛନ୍ତି । ଶୁଅନ୍ତୁ, ମୁଁ ମ୍ୟାନେଜ କରିନେବି । ଆରେ ନା ନା..ମୁଁ ଠିକ୍ ଅଛି । ଆଛା ଗପିବା ରୁହ ।…

ଭାଷା ଭାଗବତ : ଜ୍ଞାନ ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୪ କୀଟାଣୁ ଜୀବାଣୁ ବୀଜାଣୁ ଶୁକ୍ରାଣୁ ବିଷାଣୁ ଭୂତାଣୁ କିଏ ବା କେତେ କ'ଣ ଜାଣୁ? କିଂତୁ ବଖାଣୁ ଏଣୁତେଣୁ ଏପରି ମଣିଷ ସ୍ବଭାବ କେଜାଣେ କେବେ ବଦଳିବ କାହିଁକି ଏ ସୀମା ଲଂଘନ? ଏବେ ପଚାରୁଁ ଏହି ପ୍ରଶ୍ନ…

ଶଙ୍ଖକ୍ଷେତ୍ରରେ ଦିନଟିଏ

ପ୍ରଦୀପ ବିଶ୍ୱାଳଙ୍କ ସ୍ମୃତିର ଫରୁଆରୁ …… ପୁରୁଷୋତ୍ତମ ଆଡ଼େ ବୁଲିଯାଇଥିଲି। ଡୋରି ମୋ ପାଇଙ୍କି ଲାଗିଥିଲା କି ନାହିଁ ଜାଣି ନଥିଲି ମୁଁ। କିନ୍ତୁ ଗହଳି ଭିତର ଦେଇ ସିଂହଦ୍ଵାର ମୁହାଁ ଆଡ଼େ ଚାଲିଥିଲା ବେଳେ କିଏ କେତେ କଥା କହୁଥାନ୍ତି କାନରେ ବାଜୁଥାଏ। କିଏ କହୁଥାଏ ଡୋରି ମୋର ଆଜି…

ପଦ୍ମଜ ପାଳ ପାଇଲେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଜାପାନୀ ବାବୁଙ୍କ ଜନ୍ମଦିନ ପାଳନ ଅବସରରେ ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳଙ୍କୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି । ଜ୍ଞାନପୀଠ…

‘ପାଠକ ସମାବେଶ’ରେ ସମ୍ମାନିତ ହେବେ ଗଙ୍ଗାଧର ବିଶ୍ୱାଳ ଏବଂ ଅଞ୍ଜନ ଚାନ୍ଦ

ବାଲେଶ୍ଵର : ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଜାପତି ଅନୁଷ୍ଠାନ ପକ୍ଷରୁ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ 'ବାଲେଶ୍ଵର ସାହିତ୍ୟ ସମ୍ମାନ' ଏବଂ ବ୍ୟଙ୍ଗ ସାହିତ୍ୟିକ ଅଞ୍ଜନ ଚାନ୍ଦଙ୍କୁ 'ପ୍ରଜାପତି ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ…

ଭାଷା ଭାଗବତ : ଭାଷାର ଲକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୩  ଶୈଶବେ ହେଲେ କୌତୂହଳୀ ଜ୍ଞାନ ପ୍ରବେଶି ନାନା ଭଳି କରି ଶିଶୁକୁ ଜ୍ଞାନବଂତ ସର୍ବଦା ଥାଏ ତା ସହିତ ଯୌବନ ମୁଖ୍ୟତଃ ଚଂଚଳ ବଦଳୁଥାଏ ପ୍ରତି ପଳ ଏକାଗ୍ର ହୁଏନାହିଁ ଧ୍ୟାନ ସ୍ଥିର ହୁଏନି ଯୁବାମନ ସାଧକ…