Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଏକାକୀ ସେବାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୦  ପହଁରା ଆସେ ମୋତେ, ସତ ନଦୀରେ ଥିଲେ ଜଳାବର୍ତ ତତ୍କାଳ ପଡ଼େନାହିଁ ଡେଇଁ ଦେଖେଁ କେବଳ ତଟେ ଥାଇ କଥା ବୋଇଲେ କୋଳାହଳ ଯୁକ୍ତି ମାତ୍ରକେ ଗଂଡଗୋଳ ଯେଉଁଠି ଗୋଷ୍ଠୀର ପ୍ରବୃତ୍ତି ସେଆଡ଼େ ଯାଏନାହିଁ ମତି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୩ ସତରେ ସିଙ୍ଗାପୁର ନୁହେଁ ଏଇଟା ସ୍ୱର୍ଗପୁର । ଇଉ କାଣ୍ଟ ଇମାଜିନ୍ । ମୁଁ ବହୁତ ଖୁସି । ଏ ଚିକମିକ୍ ସହରରେ କି ଆକର୍ଷଣ! ଯାହା ହେଲେ ବି ଦେଶ ବାହାରର କଥା କିଛି ଅଲଗା । ଇଛା ହେଉଛି ସାରା ଜୀବନ ଏଇଠି…

ଦୁଃଖଦ ମୁହୂର୍ତ୍ତ ଜୀବନରେ ନୂଆ ରାସ୍ତା ତିଆରିବାରେ ସହାୟକ ହୋଇଥାଏ

ଭୁବନେଶ୍ୱର : ସାହିତ୍ୟ ଓ ଜୀବନ ସବୁବେଳେ ପରସ୍ପର ସହ ପରିପୂରକ । ଏହି ଉକ୍ତିର ଯଥାର୍ଥତାକୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମୈତ୍ରେୟୀ ଲେଖିକା ସଙ୍ଗଠନ ପକ୍ଷରୁ ମାନମୟୀ ରଥଙ୍କର ସଭାପତିତ୍ୱରେ ଏକ ଆଭାଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଷ୍ଟର…

ଭାଷା ଭାଗବତ : ସରଳ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮  ଅଂକ ଅର୍କ କି ଅଙ୍କ ଅର୍କ୍କ ତାଂକ ତର୍କ କି ତାଙ୍କ ତର୍କ୍କ ତୁଳନା କରି ନିଜେ ଦେଖୁଁ ଯାହା ସରଳ ତାହା ଲେଖୁଁ ମଂଚ ଖର୍ଚା କି ମଞ୍ଚ ଖର୍ଚ୍ଚା କଂଚା ଚର୍ଚା କି କଞ୍ଚା ଚର୍ଚ୍ଚା ବାଂଛା ବର୍ଛା କି…

କବିତା : ମୋ ପ୍ରିୟ ଭାରତ ଭୂଇଁ

ଅନସୂୟା ମଲ୍ଲିକ ସୃଷ୍ଟିରେ ଯାହାର ପୁଷ୍ପ ବରଷଇ ସେହି ଯେ ଆମରି ଦେଶ ଯା ପାଣି ପବନେ ଗଢାଏ ଶରୀର ସେ ଆମ ଭାରତ ବର୍ଷ ।। ସୁଜଳା ସୁଫଳା ଶସ୍ୟ ଶ୍ୟାମଳାର ଆମ ଏ ଭାରତ ଭୂଇଁ ହିମାଳୟ ଶିର ମୁକୁଟ ଯାହାର ପାଦେ ସିନ୍ଧୁ ଯାଏ ବହି ।। ତାହାରି ବୁକୁରେ ନଦୀ ଝରଣା ଯେ ଶସାଗର…

ବ୍ୟଙ୍ଗ : କେକ୍ କୌତୁକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ବହୁ ଦିନ ତଳର କଥା । ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି । ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବା ସୁଦୃଶ୍ୟ କେକ୍ ଖଣ୍ଡେ ଆଣି ପରସି ଦେଲେ । ସୌଜନ୍ୟ ଦୃଷ୍ଟିରୁ କେକ୍ ଅତି ସୁସ୍ୱାଦୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୨  ଆଉଟ୍ ହାଉସ୍‌ର ଏକ ବଖରା ଘରେ କେତେ ଖୁସି ହେଇ ପାରୁଛନ୍ତି ଏ ଦମ୍ପତି! କାଲି ସକାଳୁ ଛୁଆଟେ ଆସିବ, ତାଙ୍କ କୋଳକୁ । ପୁରି ଉଠିବ ତାଙ୍କ ସଂସାର । ଭଗବାନ ଖୁସିରେ ରଖନ୍ତୁ । ଏବେ ଏବେ ସୁକାନ୍ତିକୁ ଦେଖିଲେ…

ପୁସ୍ତକ ପରିଚୟ : ତମେ କେମିତିକା ଜହ୍ନ

ତମେ କେମିତିକା ଜହ୍ନ କବୀ : ଅନୀତା ରାୟ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୧୬୦ ମୂଲ୍ୟ : ୧୮୦ କବିତା କେବଳ ଭାବ ଓ ଆବେଗର ଛଳ ଛଳ ଧାରା ନୁହେଁ ବରଂ ଅନୁଭବ ଓ ଅନୁଭୂତିର ଏକ ପରିପକ୍ୱ ଚେତନାମୟ ଉପଲବ୍ଧି। କବିର କଲମରୁ କବିତାଟିଏ ଜନ୍ମନିଏ ସଂଘର୍ଷ , ବିଦ୍ରୋହ…

ଭାଷା ଭାଗବତ : କଥା ଓ ଲେଖା ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮  ପ୍ରଥମେ ଶବ୍ଦ ପ୍ରଚଳିତ ତାପରେ ହୁଏ କୋଷଗତ ଶବ୍ଦ ଗଠନ ସୂତ୍ର ଧରି କରିବା ଶବ୍ଦଂକୁ ତିଆରି ପୂର୍ବଗଠିତ ଶବ୍ଦ ଧରି ହୁଏନି ନୂଆ ଚିଂତା ଭରି ଶବ୍ଦକୋଷରୁ ମାତୃଭାଷା ଶିକ୍ଷଣ ହୁଏନି ସରସା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୧ )

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୧  ଆପଣଙ୍କ କଥା ପଚାରୁଥିଲେ । ମା’ ଶୋଇଛନ୍ତି ବୋଲି କହିଲି ଯେ, ଶୁଣିଛନ୍ତି ନା' କେଜାଣି । ବହୁତ ତରବରରେ ଥିଲେ । ତାଙ୍କର ତ’ ଖାଲି ଫୋନ୍ ପରେ ଫୋନ୍‌..ସାଙ୍ଗେ ସାଙ୍ଗେ ପଳେଇଲେ । ଓଃ... ଲଞ୍ଚ ପାଇଁ କ'ଣ…