Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ତା’ର ହସ

ପ୍ରସେନଜିତ୍ ସେଠୀ ସେ କେବେ ହସିଥିଲା, ଜଣା ନାହିଁ ବାସ୍, ହସି ଦେଇଥିଲା ନଜାଣି ତା ହସିବାର କାରଣଟା । ଅସହାୟତାର ଅସହନୀୟ ବୋଝକୁ ମୁଣ୍ଡରେ ଲଦି ସେ ତାର ପସରା ମେଲାଇ ଦେଇଥିଲା ଏକ ଅଦ୍ଭୁତ ଅଟ୍ଟହାସ୍ୟ ସାଥେ । ତା ପାଖରେ ଯାହା ଥିଲା ଖାଲି ତାକୁ ହିଁ ଜଣା ହେଲେ ଅଭାବୀ…

ଦେବବ୍ରତ ମଦନରାୟଙ୍କୁ ‘ଜଗଦୀଶ କଥା ସମ୍ମାନ’ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର : ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ଆନୁକୂଲ୍ୟରେ ସ୍ଥାନୀୟ ରେଡକ୍ରସ ଭବନଠାରେ ‘ଜଗଦୀଶ ଜୟନ୍ତୀ’ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକ ଦେବବ୍ରତ ମଦନରାୟ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ଗାଳ୍ପିକା ପ୍ରଜ୍ଞା ପ୍ରବର୍ତ୍ତିକା…

ଭାଷା ଭାଗବତ : ଜିରାରେ ଶିରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସତ୍ୟକୁ ସଦା ଶବ୍ଦବଦ୍ଧ କରିବା ଯେଣୁ ହାସ୍ୟାସ୍ପଦ କରିଲେ ରହିବ ପ୍ରମାଦ ବଢ଼ିବ ଅଲୋଡ଼ା ବିବାଦ ବାସ୍ତବିକ ସତ୍ୟାନୁଭୂତି ବ୍ୟକ୍ତ କରିପାରେନି ବ୍ୟକ୍ତି ଶବ୍ଦର ନାହିଁ ଏତେ ଶକ୍ତି ଯୁକ୍ତିତର୍କରୁ ଲୋଡ଼ା ମୁକ୍ତି କଥା କହିଲେ…

ଭାଷା ଭାଗବତ : ବିକଳ୍ପ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦଳ ସହିତ କରି ସଂଧି ଯେ ହୁଏ ଲୋକ ପ୍ରତିନିଧି ସେ ହୁଏନାହିଁ ଗଣସ୍ବର ଚଳେ ଏପରି ଗଣତଂତ୍ର ଲୋକଂକ ପୀଡ଼ା ଆଉ ଦୁଃଖ ବୁଝିପାରେନି ଯେଉଁ ଲୋକ ହୁଏ ସେ ଖୁବ୍‌ ବଡ଼ ନେତା ସବୁଠି ପାଳେ ନିରବତା …

ଭାଷା ଭାଗବତ : ସହଯୋଗ ବଳେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଏକାଂତ ନିରବ ସାଧନା କରିବା ଧାରା ଯଦି ଜଣା ନାହିଁ ବାଧା କି ଅସୁବିଧା ନିଜର ନିବାସ ବସୁଧା ଭାଷାକୁ ନ କଲେ ବିଶୁଦ୍ଧ ଭାବନା ହୁଏ ଅବରୁଦ୍ଧ ଭାବନା ହୁଏ ଯେବେ କୃତି ଘଟଇ ସକଳ ଉନ୍ନତି …

ଭାଷା ଭାଗବତ : ସ୍ବାନୁଭୂତି ଶ୍ରେଷ୍ଠ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାନୁଭୂତି ହିଁ ଶ୍ରେଷ୍ଠ ଜ୍ଞାନ କାହିଁକି ହେବା ସଂଦିହାନ ନିଜ କର୍ତବ୍ୟ ସଂପାଦନ କରିଲେ ସ୍ଥିର ହେବ ମନ ନିଜେ ହିଁ ନିଜର ସହାୟ ହୋଇଲେ ରହିବନି ଭୟ ଈଶ୍ବର ଦେଇଛଂତି ସବୁ ଅଯଥା କିଆଁ ଏତେ…

ପ୍ରଧାନମନ୍ତ୍ରୀ ୟୁବା ୨.୦ ପାଇଁ ମନୋନୀତ ହେଲେ ରୋଜାଲୀନ ମହାନ୍ତି

ଭୁବନେଶ୍ୱର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କଠାରୁ ଆହ୍ୱାନ କରାଯାଇଥିବା ପାଣ୍ଡୁଲିପିରେ ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ 'ଗଣତନ୍ତ୍ର' ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ…

କବିତା : ଅନୁରାଗ

ମଞ୍ଜୁଲତା ସାହୁ ଆଉ ଥରେ କେବେ ଆସ ଯଦି ପ୍ରିୟ ମୋ ପ୍ରେମର ସହରକୁ, ଆଣିଥିବ କିଛି, ଅଧିକ ଆୟୁଷ ତୁମ ନାଁରେ ବଞ୍ଚିବାକୁ...!! ଆଣିଥିବ ସାଥେ ବନ୍ଧନ ଡୋରୀଟେ ସିନ୍ଦୁର ଓ ଶଙ୍ଖା ଦୁଇ, କିଛି ପ୍ରତିଶ୍ରୁତି କିଛି ମିଠା ରାତି ମିଶି ବିତାଇବା ପାଇଁ...!! ଛାତିରେ ଛାତିଏ ଦମ୍ଭ…

ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧସଭା ଅନୁଷ୍ଠିତ

ଭୁବନେଶ୍ୱର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ ଆନୁକୂଲ୍ୟରେ  ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗ ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲେଖକ ଓ ସ୍ତମ୍ଭକାର ଲେଖକ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାଇଲେ ଈଶ୍ବରାନୁଭୂତି ଧର୍ମୀୟ ଭାବ, ନୀତି, ରୀତି ଜୀବଂତ ପ୍ରକୃତି ସହିତ ଜଡ଼ିତ ହୋଇଥାଂତି ସ୍ବତଃ ଦିବ୍ୟତା ରହିଅଛି ପୂରି ପ୍ରତିଟି କୋଷରେ ସବୁରି ଏହାକୁ କଲେ ଅନୁଭବ ଈଶ୍ବର ସର୍ବତ୍ର ସଂଭବ ଲକ୍ଷ୍ୟ ଏକ, ଅନେକ ପଥ ଯୋଗୁଁ…