Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୨୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୧ ମାଆ...ଦେବ ଆସିଲା କି ? ବାପାଙ୍କ କରୁଣ କଣ୍ଠସ୍ୱର ଦେବୀକୁ ଉଠେଇ ଦେବା ପାଇଁ ଯଥେଷ୍ଟ ଥିଲା। ଲାଇନ କଟି ସାରା ଘର ଅନ୍ଧାରର କବଳରେ। କଳା ରଙ୍ଗର କାମିଜ ପିନ୍ଧି ଏକୁଟିଆ ବସିଛି ଲଣ୍ଠନ। ତା' ଆଲୋକରେ ଦିଶୁଥିଲା ଏକ ଫୁଲଫୁଟା…

ସୁଶାନ୍ତ ଦାଶ ‘କବି ରାଜେନ୍ଦ୍ର କିଶୋର ପଣ୍ଡା କବିତା ସମ୍ମାନ’ରେ ସମ୍ମାନିତ

ବ୍ରହ୍ମପୁର : ବିଶିଷ୍ଟ କବି ସୁଶାନ୍ତ ଦାଶ ଓଡ଼ିଶା ରାଜଭାଷା ବିକାଶ ପରିଷଦ ପକ୍ଷରୁ 'କବି ରାଜେନ୍ଦ୍ର କିଶୋର ପଣ୍ଡା କବିତା ସମ୍ମାନ'ରେ ସମ୍ମାନିତ କରାଯାଇଛି । କବି ଶ୍ରୀ ଦାଶ ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା । କିଛି ଅନ୍ଵେଷା, ରୋମରୁ ମୋନାଲିଆ, ପକେଟ ଖାତା,…

‘ଶିଳାଶ୍ରୀ’ର ୧୪ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ୧୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ମୁଖ୍ୟ ଅତିଥି , ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାସ ଆଚାର୍ଯ୍ୟ ସମ୍ମାନିତ…

ସନେଟ : ପ୍ରେମିକା

ରଂଜିତା ରାଣୀ ହୋତା  ମଗ୍ନ ହୃଦୟେ ମହୁ ପ୍ରାୟେ ତୁମେ ମାଦକତା ଭରା କବିତା, ରମ୍ୟ ଭୁବନେ ନନ୍ଦନବନେ ତୁମେ ସୁରଭିତ ଯୂଥିକା ଜୀବନ ଅୟନେ ତୀବ୍ର ଦହନେ ସତେ କି ସଞ୍ଜ ସଳିତା ଭଲ ପାଇବାର ଭାଲଦେଶେ ଚାରୁ କୁଙ୍କୁମ ତୁମେ ପ୍ରେମିକା । ନାରୀ ଜୀବନର ସୁମଧୁର ରୂପ ତୁମ ବିନେ ଲାଗେ ଅଧୁରା…

ପୁସ୍ତକ ପରିଚୟ : କଲମ ନିଆଁ

କଲମ ନିଆଁ କବୀ : ଭବାନୀ ଭୂୟାଁ ପ୍ରକାଶକ : ପଶ୍ଚିମା ପବ୍ଲିକେଶନ ନୟାପଲ୍ଲୀ ଭୁବନେଶ୍ୱର ପୃଷ୍ଠା : ୧୨୦ ମୂଲ୍ୟ : ୧୨୦ ଓଡ଼ିଆ କବିତାରେ ଏକ ଭିନ୍ନ କାବ୍ୟସ୍ବରର ସ୍ରଷ୍ଟା ଭବାନୀ ଭୂୟାଁ । ଭାବ ତଥା ଆବେଗ ଅପେକ୍ଷା ସେ ମଣିଷ ଜୀବନର ସଂଘର୍ଷମୟ ଅବସ୍ଥାର କଥା ଅଧିକ କହିଥାନ୍ତି।…

ଧାରାବାହିକ ଉପନ୍ୟାସ : ଦେବୀ (୨୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୦  ପ୍ରୀତିପୁର ଆଉ ମୁକ୍ତାପୁର ମଝିରେ ଯେଉଁ ବିସ୍ତୀର୍ଣ୍ଣ ଉଚ୍ଚ ଭୂମି ତାହା ଦିନଥିଲା ଏକ ସବୁଜ ସମୃଦ୍ଧ ଗାଆଁ ବିରହପୁର। ତାହାର ଏକ ଦିଗରେ ସମୁଦ୍ର ଅନ୍ୟ ଏକ ଦିଗରେ ପ୍ରାଚୀ ନଈ। ଗାଆଁକୁ ଲାଗି ଛୋଟ ଏକ ବଣ।ଗାଆଁର ଚାରିଦିଗରେ…

ନରେନ୍ଦ୍ର ନାଥ ଦାଶଙ୍କ ‘ପ୍ରୀତି ପ୍ରମୋଦିନୀ’ ଉନ୍ମୋଚିତ

ଭୁବନେଶ୍ୱର : କବି ନରେନ୍ଦ୍ର ନାଥଙ୍କ ରଚିତ ଗୀତି କବିତା ପୁସ୍ତକ 'ପ୍ରୀତି ପ୍ରମୋଦିନୀ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ , ଆଶ୍ରାକ୍ଳବର ବିଂଶତମ ସ୍ୱନକ୍ଷେତ୍ର ଦିବସ ଅବସରରେ ଉନ୍ମୋଚିତ ହୋଇ ଯାଇଛି। ବିଷ୍ଣୁପ୍ରିୟା ଓତାଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ସୌମେନ୍ଦ୍ର ପ୍ରିୟଦର୍ଶୀ…

ରାଜ କିଶୋର ଦାଶଙ୍କ ‘ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ’ ଓ ‘ଝାପସା ସତ ଝାପସା ମିଛ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ରାଜ କିଶୋର ଦାଶଙ୍କ ରଚିତ 'ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ' ଓ 'ଝାପସା ସତ ଝାପସା ମିଛ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟା ନନ୍ଦ କର ମୁଖ୍ୟ ଅତିଥି , ପଣ୍ଡିତ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଦର୍ପଣରେ ଜହ୍ନ ଗତକାଲି ଜହ୍ନକୁ ପାଖରୁ ଦେଖିଲି । ମନ ତଳେ ଝୁଲୁଥିବା ଗୋଟେ ଜହ୍ନରାତିକୁ କଳ୍ପନାର ରଙ୍ଗରେ ରଙ୍ଗଉଥିବା ଅଭ୍ୟସ୍ତ ଆଖି ଆକାଶକୁ ଜହ୍ନର ଉଜ୍ଜ୍ୱଳତାରେ ଦେଖି ମୁଗ୍ଧ ହେବା ସ୍ୱାଭାବିକ । ହେଲା ବି । ଶିଶିର ସ୍ନାତ ବାୟୁମଣ୍ଡଳରେ ଆଖି ସହ ଯଦିଓ ସାଲିସ କରିପାରୁନଥିଲା ଅସୁସ୍ଥ…

ଧାରାବାହିକ ଉପନ୍ୟାସ : ଦେବୀ (୧୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୯ ପ୍ରାଚୀ କୂଳରେ ଏକ ଗାଆଁ,ମୁକ୍ତାପୂର। କିଏଦେଲା ଏତେ ସୁନ୍ଦର ନାଆଁ? ପିଲାଦିନରୁ ଶୁଣିଆସିଛି ଦେବ ଏଇ ଗାଆଁକୁ ନେଇ ଏକ ସୁନ୍ଦର କାହାଣୀ। ଦୀର୍ଘ ଅତୀତର କେଉଁ ଏକ ଅନ୍ଧାରୀ ଗୁମ୍ଫାରେ ରହିଛି ସେହି କାହାଣୀର ମଞ୍ଜି। ଦେବ…