Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୨୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୭ ଝର୍କା ଦେଇ ଦିଶୁଥିଲା ତା' ଜୀବନ ପରି ଆକାଶ,ଅଧା ଆଲୁଅ ଅଧା ଅନ୍ଧାର । ବେଳେବେଳେ ପୂର୍ଣ୍ଣ ଆଉ ବେଳେବେଳେ ଶୂନ୍ୟ-ମହାଶୂନ୍ୟ। ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆଦୌ ରୂପାନ୍ତର ଚାହୁଁ ନଥିବା ପୃଥିବୀ ଏହି ଗୋଟିକ ଶେଷ ଚିଠି ହେଉ ତୁମ ପାଇଁ ପ୍ରକାଶ୍ୟରେ । 'ଶେଷ' ଶବ୍ଦଟି ହିଁ ଲୁହଉଦ୍ରେକକାରୀ କାରଣ ବିଦାୟର ଭାବଟି କେମିତି କେଜାଣି ଯୋଡ଼ି ହୋଇରହିଥାଏ ଏହା ସହ ପ୍ରଚ୍ଛନ୍ନ ଭାବରେ। ଦିନେ କେବେ କହୁଥିଲି ପ୍ରତିଟି ପରିଣତି ପୂର୍ଣ୍ଣତାରେ ସମ୍ପନ୍ନ ହେଉ…

ବିନ୍ଦୁ ସାହିତ୍ୟ ସମାଜର ଷଷ୍ଠ ବାର୍ଷିକ ସାରସ୍ୱତ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ସାରସ୍ୱତ ଉତ୍ସବ ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଏବଂ ଭବାନୀ ଶଙ୍କର ମିଶ୍ର ମୁଖ୍ୟବକ୍ତା…

କବିତା : ମାଲ୍ୟବନ୍ତରେ ଶୀତ

ବଳରାମ ପୂଜାରୀ ଥୁଡୁଥୁଡିଆ ଜାଡରେ ଥରୁଥିଲା ଶୀତ ଅଗନି ଅଗନି ଅଗଣାରେ ଓହ୍ଲାଉଥିଲା ଶୀତ , କୋହଲା କାକର ବୁନ୍ଦାରେ ଭିଜୁଥିଲା ଶୀତ , ଅଳସୀ ଫୁଲ ଡାଳରେ ଝୁଲୁଥିଲା ଶୀତ ଧାଂଗଡି ଅଣ୍ଟା ସୂତାରେ ଗୁନ୍ଥା ହୋଇଥିଲା ଶୀତ , ଧୂଂଗିଆ ପିକା ଧୂଆଁରେ ଉଷୁମ ଟାଣୁଥିଲା ଶୀତ ଶିଆଡିପତ୍ରରୁ…

ଧାରାବାହିକ ଉପନ୍ୟାସ : ଦେବୀ (୨୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୬ ଆଗରେ ଉଦଣ୍ଡ ହୋଇ ନାଚୁଥିଲା ସମୁଦ୍ର। ଭୋର ବେଳର ସେହି ଅମୃତ ମୁହୂର୍ତ୍ତରେ ଦେବ ଚାହିଁଥିଲା ଦରିଆ ସେପାରି ଦିଗନ୍ତ ଆଡେ।ତାର ମନେ ପଡ଼ୁଥିଲା ପିଲାଦିନେ ଶୁଣିଥିବା କେଦାର ଆଉ ସୁମିତା କଥା। ଆଖି ଆଗରେ ଚଳଚ୍ଚିତ୍ର ପରି…

ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ : ମହାଶ୍ୱେତା ସାହୁ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ମହାଶ୍ୱେତା ସାହୁ । ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ସମାଲୋଚନା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ…

ଧାରାବାହିକ ଉପନ୍ୟାସ : ଦେବୀ (୨୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୫  ପ୍ରାଚୀ ଆଉ ସୁନାମୁହିଁ ଯେଉଁଠି କୋଳାକୋଳି ହୋଇ ସମୁଦ୍ର ସହିତ ଏକାକାର ହୋଇଛନ୍ତି ସେଇଠି ଅଛି ଏକ ଛୋଟ ତ୍ରିକୋଣ ଭୂମି।ଧଳା ଅରଖ ଆଉ ଗିଲ ଲତାରେ ଭର୍ତି ସେଇ ଭୁଖଣ୍ଡଟି ଦିନେ ଥିଲା ଅନେକ କାଳ୍ପନିକ କାହାଣୀର ସୃଜନ ଭୂମି।…

ଉନ୍ମୋଚିତ ହେଲା ‘ମନ ତଳେ ଯେବେଯେବେ ଫୁଲ ବର୍ଷା ହୁଏ’

ଭୁବନେଶ୍ୱର : ବିଶିଷ୍ଟ କବି ମିନତୀ ମିଶ୍ରଙ୍କର ଷଷ୍ଠ କବିତା ସଙ୍କଳନ 'ମନ ତଳେ ଯେବେଯେବେ ଫୁଲ ବର୍ଷା ହୁଏ' ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କଥାକାର ଅର୍ଚ୍ଚନା ନାୟକ ମୁଖ୍ୟ ଅତିଥି ଓ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।…

ଅନୁବାଦ ଗଳ୍ପ : ଧର୍ମଯୁଦ୍ଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୮  ମୂଳ ହିନ୍ଦୀ: ଯଶପାଲ  କର୍ଫ୍ୟୁଜାଲ ସାରା ସହରଟାକୁ ଗୋଟାପଣେ ଆବୋରି ବସିଥିଲା । ଚାରିଆଡ଼େ ଅନ୍ଧାର ଓ ନୀରବତା ବିରାଜମାନ କରୁଥିଲା । ଗଙ୍ଗୁ-କୀ-ଗଳିର ଦୁଇକଡ଼େ ଠିଆ ହୋଇଥିବା ଦୁଇ ତିନିମହଲା କୋଠାଘରଗୁଡ଼ିକର କବାଟ ଫାଙ୍କରୁ କେଉଁଠୁ…

କବିତା : ରାଜନୀତି

ଲୋପାମୁଦ୍ରା ନାୟକ  ରାଜନୀତି ଏଠି ଲାଗେ ରଣନୀତି ସଭିଏଁ ସଭିଙ୍କ ଶତ୍ରୁ । ସତ୍ତ୍ୱା ପଛରେ ସଭିଏଁ ଉନ୍ମାଦ ବହିଯାଏ ରକ୍ତ ବିନ୍ଦୁ । ସଜା ହୋଇଲାଣିରଣକ୍ଷେତ୍ର ବାଜିଲାଣି ଯୁଦ୍ଧ ବିଗୁଲ୍ । ଦେଶ କଥା ଏଠି ଭାବେ ନାହିଁ କେହି ନିଜ ସ୍ବାର୍ଥରେ ସବୁ ମସଗୁଲ । ଗଣତନ୍ତ୍ର ଆଜି ପଛରେ…