Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଅମୃତ ତୃଷ୍ଣା

ଶୁଭ୍ରାଂଶୁ ଶେଖର ମାହୁନ୍ତ ବେଶ୍ କିଛିଦିନର ନୀରବତା ପରେ ସୁପ୍ତ ମନେ ମୋ ଆଜି ଭରିଦେଲ ଅହେତୁକ ତୃଷ୍ଣା, ଅସଂଶୟ ପ୍ରଣୟର ମାୟାରେ ଭାଳି ବସିଲି ତୁମ ଦେହଲଗ୍ନା ହେବା ବେଳ ବାସ୍ନା ।। ଅଦୃଶ୍ୟ ଆବେଗରେ ଗୋପନୀୟ ଇଚ୍ଛା ମୋର ଅକସ୍ମାତ୍ ହେଲା ବାଟବଣା, ସାନିଧ୍ୟର ବ୍ୟାକୁଳତାରେ…

ଭାଷା ଭାଗବତ : ମୋ ଛାଇ ଗୋସାଇଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କେତେ ଲେଖିଛିଁ ଗଣିନାହିଁ କା ପାଇଁ ଲେଖେଁ ଜାଣିନାହିଁ ନ ଲେଖି ପାରୁନାହିଁ ରହି ତେଣୁ ମୁଁ ଲେଖୁଥାଏଁ ବହି ଲେଖୁଛିଁ ବୋଲି ଅଛିଁ ଜିଇଁ କାହାକୁ କିଛି ଦେଇନାହିଁ ସ୍ବଲଗ୍ନ ହୋଇ ଥାଏଁ ରହି ଗତ, ଆଗତ ଭାବେନାହିଁ ନିଜ ପ୍ରତି ଯେ…

ବିଭକ୍ତି

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ ।ର୍କାକାରକରେ ପ୍ରଥମା,…

କବିତା : ବାପା

ଆଦ୍ୟାଶା ନନ୍ଦ ମୋ ଦେହେ ଜୀବନ ସଞ୍ଚରିଛ ତୁମେ ତୁମେ ପରା ମୋ ସ୍ପନ୍ଦନ ତୁମେ ମୋର ଗର୍ବ ତୁମେ ଗୌରବ ଈଶ୍ୱରଙ୍କ ବରଦାନ । ଅକୁହା ମନର କୋହକୁ ବୁଝିଛ ବୁଝିଛ ଅବ୍ୟକ୍ତ ଦୁଃଖ ମୋ ଆୟୁଷ ବାପା ତୁମକୁ ଲାଗୁ ହେ ଜୀବନ ହେଉ ସାର୍ଥକ । ସଂସାର ବାଟରେ ହେଲେ ବାଟବଣା ମନ ଖୋଜୁଥାଏ…

ଭାଷା ଭାଗବତ : ଶବ୍ଦର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଇଛା ଶବ୍ଦ ତ ଆଦୌ ନାହିଁ ତାହେଲେ ଲେଖଂତି କିପାଇଁ ? ଭାଷାରେ ଯେତେ ଶବ୍ଦ ଅଛି ତହିଁରୁ କହୁଁ, ଲେଖୁଁ ବାଛି ପିଛା, ପୋଛା ଓ ବଛା, ବାଂଛା ସଦିଚ୍ଛା, ଶୁଭେଚ୍ଛା ଓ ସ୍ବେଚ୍ଛା ଏପରି ହେବାର ବିଧାନ ଭାଷାରେ ଅଟେ ବିଦ୍ୟମାନ ଶବ୍ଦ…

ସମାଜର ଦୁର୍ବଳତାଗୁଡ଼ିକର ନିରାକରଣ ପାଇଁ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ : ୫ ଟି ଅଧ୍ୟକ୍ଷ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ୫ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍…

ଭାଷା ଭାଗବତ : ଏମିତି ଲେଖକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କେ କଲେ ସମ୍ମାନ ଜ୍ଞାପନ ପ୍ରସନ୍ନ ହୁଏ ଯା'ର ମନ ସରିନି ତାହାର ଶୈଶବ ଏହା ହିଁ ବୁଝିବାକୁ ହେବ ନିଜ ସ୍ବାର୍ଥ ସାଧନ ପାଇଁ ସେଠୁ ଏଠାକୁ ଆସି, ଯାଇ ବଢ଼ିଲେ ସଂପର୍କ ପରିଧି ଚେତନା ହୋଇଯାଏ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଶା କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର :  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନି ଦିନ ଧରି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ତଥା କୁଇଜ୍…

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ସଭାରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗୀୟ…

‘ଓଡ଼ିଶା : ନବଦିଗନ୍ତର ସମ୍ଭାବନା’ ନେଇ ଆଲୋଚନା ‘ସେବା ମନୋବୃତ୍ତି ଓ ସଂକଳ୍ପ ନେଇ ସରକାର କାର୍ଯ୍ୟ…

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଆୟୋଜିତ '୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା' ଶୀର୍ଷକ ଆଲୋଚନା ସଭାରେ ଅତିଥିମାନେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବସୂରୀମାନଙ୍କ ତ୍ୟାଗ, ତପସ୍ୟା ଓ…