Latest Odisha News

BREAKING NEWS

Browsing Category

ସାହିତ୍ୟ

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ' ଦାସିଆ ସାଂସ୍କୃତିକ ପରିଷଦ ' ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୁବକବି ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀନିବାସ ପଟ୍ଟନାୟକ…

କବିତା : କରୋନା-କାରୁଣ୍ୟ ପ୍ରତ୍ୟୁତ୍ତର

ସତ୍ୟନାରାୟଣ ଆଚାର୍ଯ୍ୟ  ମହାମନ୍ୟା ବିଶ୍ୱବନ୍ଦ୍ୟା ଉଗ୍ରତାରା କଲ୍ୟାଣମୟୀ-ଜଗଦ୍ଧାତ୍ରୀ-ଜଗଦମ୍ବିକେ ସୂକ୍ଷ୍ମାତି ସୂକ୍ଷ୍ମ ରୂପିଣୀ ମୃତ୍ୟୁଭେଦ ସଂଚାରିଣୀ ଶବ ଶିବାରାଧ୍ୟା ଆରୁଡ଼ା ମହାତାଣ୍ଡବ ତଟିନୀ ଜନମୁଖେ -ଆର୍ତ୍ତ ଚିତ୍କାର-ଜନପଦେ, ଶ୍ମଶାନେ , ବିଶ୍ୱ କ୍ରୀଡ଼ାଙ୍ଗନ ।…

କବିତା : ବୋଉ

ସ୍ମୃତି ରଞ୍ଜନ ତ୍ରିପାଠୀ ଗୋଟେ ପାହାଡକୁ ଦେଖିଲି ଝରିବାର ଲୁଚାଚୋରା ସମ୍ପର୍କ ସବୁ ଏବେ ଆଗ ଧାଡିରେ ସେ ସବୁ ବି ଅମାନିଆ କୋଉଠି ଫେରିବାର ନାଁ ଧରୁନାହାଁନ୍ତି ସତେ ଯେମିତି ଆଖିରୁ ପୁଣି ଆଖିକୁ ଗୋଟେ ବୁଢା ବରଗଛ କୋରଡ ଖୋଜିବା ବାହାନା କରୁଛି।। ଆଜି ଜାଣିଲି ଲୁହର ଘର ନ ଥାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅବିନଶ୍ଵର  ମୁଁ ଜାଣିଛି ଏଣିକି ଆମ ଘରେ ଶୁଭିବ ନାହିଁ " ମାତ ରୁଦ୍ରାଣୀ , ତୋ ପୟରେ ଦୀନ ଯୋଡୁଛି ପାଣି / ସେଦିନ ସଞ୍ଜବେଳେ, ସେଇ ସେ ନଈ କୂଳେ / ଏଇ ଗାଁ ମୋର ଜନମ ମାଟି / ଚକାନୟନକୁ ପତିତ କହି ...।" ଗାଁ' ଗାଦି ଘର କମ୍ପିବନି କେବେ ଆପଣଙ୍କ ପୁରୁଣା ତାଳ ମାନରେ ମୃଦଙ୍ଗ ମାଡ଼ରେ କି…

ପ୍ରବନ୍ଧ ଜ୍ଞାନର ମାର୍ଗକୁ ପ୍ରସାରିତ କରେ : ଚନ୍ଦ୍ରଶେଖର ହୋତା

ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଚନ୍ଦ୍ରଶେଖର ହୋତା । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ସୃଷ୍ଟିର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ପ୍ରବନ୍ଧ ଗୁଡ଼ିକ ପାଠକର ମନକୁ ଆନ୍ଦୋଳିତ କରିପାରିବାର…

କବିତା : ତୁମକୁ ଯେ ପ୍ରେମ କରିବି

ମାନିଲି ଯେ କେବେ ନା କେବେ ଥରେ ମରିବା ଦରକାର ହେଲେ ସେଥିପାଇଁ ମୁଁ ଯେ ନିଜେ ନିଜକୁ ହାଣିବି ତା' ଜରୁରୀ ନୁହେଁ ।୧। ମାନିଲି ଯେ ଗାଁରେ ଘର କରିଥିଲେ ବେଳେବେଳେ ଭୋଟ ଦେବାକୁ ପଡ଼େ ହେଲେ ସେଥିପାଇଁ ଯେ ଜିତିବାକୁ ଥିବା ଲୋକର ବୋତାମ ଚିପିବି ତା' ଜରୁରୀ ନୁହେଁ…

କୁଳାଙ୍ଗାର ଉବାଚ : ତେଲ ଦରବୃଦ୍ଧି ଗେଲ

ଦେଶବାସୀ ସାଧାରଣତଃ ଦୁଇଭାଗରେ ବିଭକ୍ତ; ଦଳେ ହେଲେ ବିରୋଧି ଦଳେ ଶାସକର ଅନୁରକ୍ତ! ତୈଳଦର ବୃଦ୍ଧିରେ ଶାସକ ସମର୍ଥକ ଖୁସି; ପ୍ରତିରକ୍ଷା ଓ ଚିକିତ୍ସାରେ ଲାଭାର୍ଥ ଯାଏ ମିଶି! ଏମନ୍ତ ଘଟଣାରେ ଖୁସି ବି ହୁଅନ୍ତି ବିରୋଧୀଏ; ଶାସକର ଲୋକପ୍ରିୟତା ଏଥିପାଇଁ ହ୍ରାସ ପାଇଥାଏ!…

କବିତା : ଜଗାକୁ ହେଇଛି ଜର

ରମେଶ ରଥ ଜଗାକୁ ହେଇଛି ଜର ଲୋ ସଙ୍ଗାତ, ଜଗାକୁ ହେଇଛି ଜର। ଅଣସର ଘରେ ନିରବେ ଶୋଇଛି , ନଶୁଣେ ଗୁହାରି କାର । ଜଗାକୁ ହୋଇଛି ଜରଲୋ ସଙ୍ଗାତ, ଜଗାକୁ ହେଇଛି ଜର।। ସ୍ନାନବେଦି ପରେ ବସି ଲୋ ସଙ୍ଗାତ, ଢାଳି ହେଲା ଏତେ ନୀର। ସୁବର୍ଣ୍ଣ କୂପକୁ ଖାଲି କରିଦେଲା, ଭୋଗୁଛନ୍ତି କାଳ ଜର…

ଅନଲାଇନ ମାଧ୍ୟମରେ ‘କଥାକାର ଅଡିଓ ବୁକ୍‍ସ’ ପ୍ରକାଶନର ସୁବର୍ଣ୍ଣ ଜୟନ୍ତୀ ପାଳନ

ଭୁବନେଶ୍ୱର: ଆମେ ଓଡ଼ିଆ , ଆମ ଓଡ଼ିଶା ଓ କଥାକାର ଅଡିଓ ବୁକସ ( କେ.ଏ.ବି ) ଆନୁକୂଲ୍ୟରେ କଥାକାର ଅଡିଓ ବୁକ୍‍ସର ‘ହାତବାକ୍‍ସ’ ଶୀର୍ଷକ ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣର ଲୋକାର୍ପଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେ.ଏ.ବି.ର ପଚାଶତମ ଭେଟି ଭାବରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ‘ଫଲ ଅଫ ଲଭ’ ଉନ୍ମୋଚିତ

ନୂଆଦିଲ୍ଲୀ : କବୀ ଐଶ୍ୱର୍ଯ୍ୟା ବିଶ୍ବାଳଙ୍କ ଇଂରାଜୀ କବିତା ସଙ୍କଳନ 'ଫଲ ଅଫ ଲଭ' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଐଶ୍ୱର୍ଯ୍ୟା ପେଶାରେ ଜଣେ ଡାକ୍ତର ଏବଂ  ସମାଜସେବୀ । ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇ…