Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର…

କବିତା : ମଶାଣି ଛକର ସେଇ ପାଗଳ

ମାନସ ରଞ୍ଜନ ମହାପାତ୍ର  ମୋ ସ୍ତ୍ରୀ, ପିଲାମାନେ ଓ ଘର ବହୁଦିନୁ ଫେରାର୍ ଫେରାର୍ ମୋ ସାଙ୍ଗମାନେ, ପରିଚିତ ଚା' ଦୋକାନର ଭିଡ଼ ପୁରୁଣା ଛକରେ ଏବେ ଟୁପଟାପ୍ ଫୁସ୍ ଫାସ୍ ଯେ କେହି ଜଣେ ପାଗଳ ନୂଆ ହେଇ ବୁଲୁଛି ସହରସାରା ସେଇ ପୁରୁଣା ପାଗଳ କି? କିଏ ଜଣେ ସିଏ ଦିଶେ ସବୁ ଛକରେ…

କବିତା : ଫେରିବାର ବେଳ

ସାଧନା ପଣ୍ଡା ଦକ୍ଷିଣକୁ ଯେବେ ମୋଡ ହେଲା ରଥ ସେ ଦିନୁ ତା ମୁହଁ ଶୁଖିଛି ନଅଦିନ ଖେଳ ସରିଆସୁଅଛି ଯାଣି ତଳମୁହାଁ ବସିଛି । ଶୂନ୍ୟପଣ ଭରି ସେ ଚକାନୟନେ ଗୋଟିଗୋଟି କୁ ସେ ଚାହିଁଛି ଫେରିବାକୁ ତିଳେ ମନ ନାହିଁ ତାର ଅଧରୁ ଯେ ହସ ଲିଭିଛି। ଗୁଣ୍ଡିଚା ପରଷା ସରି ସରି ଆସେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅମୃତ ଦୃଷ୍ଟି  ପ୍ରେମ ସହ ପରିଚୟ ତୁମ ସହ ସମ୍ପର୍କ ଯୋଡ଼ି ହେଲାପରେ । କେତେ ବୟସ ମୋର ସେତେବେଳେ ? ବୋଧହୁଏ ସାଢ଼େ ଛଅ କିମ୍ବା ସାତ । ନିଜେ ଅସମଯୋଜିତ ବୋଲି ବୁଝେଇ ସାରିଥିଲେ ସାଙ୍ଗସାଥୀ , ଆତ୍ମୀୟସ୍ଵଜନ । ମୋର ରୁଷିବାକୁ ନେଇ ବିରକ୍ତିର ଗଣ୍ଠିଲିକୁ ଖୋଲୁଥିଲେ ସେମାନେ ବୋଉ ପାଖରେ ।…

ଆଦର୍ଶବାଦ ବିନା ସାହିତ୍ୟ ଅସ୍ତିତ୍ବହୀନ : ଦୀପକ ରଞ୍ଜନ ମିଶ୍ର

ସାହିତ୍ୟ ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଦୀପକ ରଞ୍ଜନ ମିଶ୍ର। ମୁକ୍ତ କଥନଶୈଳୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସମ୍ବେଦନଶୀଳତା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ ଲେଖକପଣକୁ ଭିନ୍ନ ଭାବରେ ଉପସ୍ଥାପିତ କରେ ।…

ଅନୁବାଦ କବିତା : ଉଲଗ୍ନ ରାଜା

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଅନୁବାଦ : ସରଳ କୁମାର ଦାସ  ସମସ୍ତେ ଦେଖୁଛନ୍ତି ଯେ, ରାଜା ଉଲଗ୍ନ, ତଥାପି ସମସ୍ତେ ହାତତାଳି ମାରୁଛନ୍ତି । ସମସ୍ତେ ଚିତ୍କାର କରୁଛନ୍ତି, ସାବାସ, ସାବାସ ! କାହାରି ମନରେ ସଂସ୍କାର, କାହାରି ଭୟ; କିଏ ବା ନିଜ ବୁଦ୍ଧିକୁ ଅନ୍ୟ ମଣିଷ…

ଅନୁଭୂତିରେ ରଥଯାତ୍ରା : ବଳରାମ ପୂଜାରୀ 

ଦିବ୍ୟ ଅନୁଭୂତି  ପରମବ୍ରହ୍ମଙ୍କ ଅପାର ଲୀଳା ।ଅଲୌକିକ,ଅବର୍ଣ୍ଣନୀୟ ତାଙ୍କ ଭିଆଣ । କାହାକୁ ଓଦା ସରସର ପ୍ରଶାନ୍ତିରେ ଭିଜେଇ ଦିଅନ୍ତି ତ କାହାକୁ ପରୀକ୍ଷା କରାଇ କରାଇ ହାଲିଆ କରିଦିଅନ୍ତି । ମୋର ଠିକ୍ ମନେ ଅଛି , ଶ୍ରୀ କ୍ଷେତ୍ର ଆସିବାର ସୁଯୋଗ ଟିଏ ସୃଷ୍ଟି ହୋଇଥିଲା ୨୦୦୮ମସିହାରେ ।…

କୁଳାଙ୍ଗାର ଉବାଚ : ପେଟ୍ରୋଲ ପ୍ରେମକଥା

ଆନ୍ଦୋଳନ  ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ଅଧିକ ଅଧିକ ବଢୁଛି; ଏହା ଦେଖିକରି ଖାଉଟି ବିଚରା ଗାଳିମନ୍ଦ କରି ରଡୁଛି! ଦିନୁଁଦିନ କିନ୍ତୁ ରାସ୍ତାରେ ଅଧିକ ନୂଆନୂଆ ଗାଡି ଗଡୁଛି; ପ୍ରତିବାଦ କରି ରାଗରେ ମଣିଷ ବୋଧେ ପେଟ୍ରୋଲ ଓ ଡିଜେଲ ପୋଡୁଛି!! କନ୍ୟା ସୁରକ୍ଷା…

ଅନୁଭୂତିରେ ରଥଯାତ୍ରା : ସୁଷମା ପରିଜା

ଦୟାନିଧି - କରୁଣାସାଗର  ଶ୍ରୀ ଜଗନ୍ନାଥ ଆମ ହୃଦୟର ଠାକୁର। ସେ କୈବଲ୍ୟଦାତା, ପରମ କରୁଣାମୟ । କେହି ଭକ୍ତି ସହକାରେ ମନେ ମନେ ଯାହା ମାଗିଲେ ସେ ଅବଶ୍ୟ ଭକ୍ତର ମନୋକାମନା ପୂରଣ କରନ୍ତି। ଦୁଇ ହଜାର ଅଠର ମସିହାରେ ମୋ’ ଜୀବନର ସେମିତି ଗୋଟିଏ ଅନୁଭୂତି ହୋଇଥିଲା । ପୁରୀର ରଥଯାତ୍ରା…

ଗଳ୍ପ : ଅଳି

ସେଦିନ ଥିଲା ଜ୍ୟେଷ୍ଠ ଶୁକ୍ଳ (ନୃସିଂହ ଜନ୍ମ) ଚତୁର୍ଦ୍ଦଶୀ । ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା । ଏହିି ଦିନ ରୂପକାରମାନେ ରଥ ସେବାରେ ସାମିଲ ହୁଅନ୍ତି । ମହାରଣାମାନେ କାଠ ସବୁ ମାପ ଅନୁସାରେ ଚଉରସ କରି ସେମାନଙ୍କୁ କୋଣ ଗୁଜରେ ଗଜସିଂହର ରୂପ ଖୋଦେଇ ଆରମ୍ଭ କରିବାପାଇଁ ଯୋଗାଇ ଦେବେ ।…