Latest Odisha News

BREAKING NEWS

Browsing Category

ସାହିତ୍ୟ

କରୋନାକୁ ହରେଇ ସୁସ୍ଥ ହେଲେ ଜୟନ୍ତ ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ କବି ଜୟନ୍ତ ମହାପାତ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶ୍ରୀ ମହାପାତ୍ର ଗତ କିଛି ଦିନ ଧରି କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ରୀ ମହାପାତ୍ର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ତଥା ମଧୁମେହ ଭଳି ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ, ତାଙ୍କର ଚିକିତ୍ସା ଡାକ୍ତରୀ…

ବ୍ୟଙ୍ଗ : ଆକ୍ସିଡେଣ୍ଟ

ଓଁ ଅଭିଜ୍ଞାନ ସାହୁ  କିଛି ବର୍ଷ ତଳର କଥା । ମୋ ବାହାଘରକୁ ସେତେବେଳେ ବେଶି ବୟସ ହେଇନଥିଲା । ଦିନେ ରାସ୍ତାରେ ଯାଉଥିବା ବେଳେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଲା । ମୁଣ୍ଡରେ ମାଡ଼ ବାଜ଼ି ଆବୁ ହେବା ସହ ବାଜ଼ିବା ଜାଗାରେ ଟିକେ ଖଣ୍ଡିଆ ବି ହୋଇଥିଲା । ଆବୁଟାକୁ ହାତରେ ଘୋଡେଇ ଘରେ ପହଞ୍ଚିଲି…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…

କବିତା : ଆମ ରଜ

ମିନାକ୍ଷୀ ଦ୍ବିବେଦୀ  ବର୍ଷ ପରେ ବର୍ଷ ଆସିଥାଏ ରଜ ଏମିିତି ଦିଗବଳୟ ଦୋହଲାଇ ଅସରା ଅଜଣା ମେଘ ନେଇ। ଲୋକ ଲହଡିର ସମୁ୍ଦ୍ର ବେଳାରେ କିନ୍ତୁ ଶୁଭୁ ନାହିଁ ଆଉ ଗଜ ଡାକ। ଡାଳେ ଡାଳେ , ପତ୍ରେ ପତ୍ରେ କଢ ଓ ଫୁଲରେ ଝିପି ଝିପି ବର୍ଷାର ଛନ୍ଦରେ ଲୁଚି ଯାଇଛି ସୁନ୍ଦର ପୃଥିବୀର ମହକ।…

ଆମ ଗାଁ ରଜ : ସୁଷମା ପରିଜା

ସୁଷମା ପରିଜା ବାପାଙ୍କ ଚାକିରୀ ଯୋଗୁଁ ପିଲାଦିନୁଁ କଟକ ସହରରେ ରହୁଥିଲୁ । କିନ୍ତୁ ପ୍ରତି ବର୍ଷ ସ୍କୁଲ୍ରେ ଖରାଛୁଟି ଆଉ ଧାନ କଟାଛୁଟି ( ଶୀତ ଛୁଟି) ହେଲା ମାତ୍ରକେ ଗାଁକୁ ଯିବାଟା ଥୟ । ଆମ ଗାଆଁ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ୍ ଅନ୍ତର୍ଗତ ଡମପଡ଼ା । କଟକ ସହରୁ ମାତ୍ର ପଚାଶ…

ଗଳ୍ପ : ରଜ

ସୁନୀତା ପ୍ରଧାନ  ସଜବାଜ ଲିପି ଏ ଲିପି । ଉଠ ଆଜି ପରା ଦିନରେ ଏତେ ବେଳ ଯାଏଁ ଶୋଇଛୁ। ଆଜି ପରା ପହିଲି ରଜ।ଯା ଉଠେ, ଫ୍ରେସ ହୋଇ ଏ ନୂଆ ଡ୍ରେସ ପିନ୍ଧି ,ମୁଣ୍ଡ କୁଣ୍ଡେଇ,ମୁହଁରେ ଏ ବିନ୍ଦିଟା ଲଗେଇ ପାଦରେ ଅଳତା ଟିକେ ପିନ୍ଧି ସଜ ହୋଇଯା। ମମି କଥା ଶୁଣି ଚମକି ଉଠି ପଡ଼ିଲା ମମି…

ଅରୁଣ ସାହୁଙ୍କ ‘ମଣିଷ ବ୍ୟତିରେକ’ ଉନ୍ମୋଚିତ

ଭୁବନେଶ୍ୱର : ଲେଖକ ,ପାଠକ , ପ୍ରକାଶକ ସାମ୍ମୁଖ୍ୟ  ଓଡ଼ିଶା , ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ କୃଷି , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ଗଳ୍ପ ପୁସ୍ତକ 'ମଣିଷ ବ୍ୟତିରେକ'  ଡ. ପ୍ରତିଭା ରାୟଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଇନ୍ଦ୍ରଧନୁ  ଅପୂର୍ବ ରଙ୍ଗର ଗୋଧୂଳିରେ ସ୍ବପ୍ନ ନେଇ ଫେରୁଥିବା ଗୋଟେ ଡଙ୍ଗାର ଚିତ୍ର ଥିଲା ବିଷୟ ହେଲେ ଆଙ୍କୁ ଆଙ୍କୁ ଥୁଣ୍ଟା ଗଛର ଶୁଖିଲା ଡାଳରେ ଚଢେଇର ବସାଟିଏକୁ ଆଙ୍କିଲି । ଚିତ୍ରର ନାଁ ଦେଲି "ନିମନ୍ତ୍ରଣ" । ଆବଦ୍ଧ ନଈର ଛଟପଟ ମୋ ଧମନୀରେ ବୋଲି ବୋଧେ ତରଳ ଦୁଃଖକୁ ଦୀପରେ ଢାଳି…

ସ୍ମୃତିରେ ରଜପର୍ବ : ମୌସୁମୀ ଦାସ

ମୌସୁମୀ ଦାସ " ରଜ ଆସିଛିରେ, ରଜ ଆସିଛି, ମନ ମଉଜେ ଆମ ଦୋଳି ଝୁଲୁଛି" "ବରଷକେ ଥରେ ଆସିଛି ରଜ ଲୋ ବେଗେ ହୁଅ ସଜବାଜ" ରଜ ଆସିବ ଆସିବ ହେଉଥିବ, ପନ୍ଦର ଦିନ ପୂର୍ବରୁ ରେଡ଼ିଓର ଶିଶୁସଂସାର କାର୍ଯ୍ୟକ୍ରମରୁ ଏଇ ଗୀତଟି ଶିଖା ହେଇଯିବ ଆଉ ପ୍ରତିଦିନ ଅଭ୍ୟାସ କରା ହେଉଥିବ, ଦ୍ବିପହରେ ।…

କବିତା : ରଜ ତୁମେ ଆସ

ଝରଣା ବାରିକ  ହେ ରଜ ତମେ ଆସ ପ୍ରତି ବର୍ଷ ଜ୍ୟେଷ୍ଠ ମାସର ଶେଷରେ ଆଷାଢ଼ର ପହିଲି ପରଶରେ ଛୁଇଁ ଯାଅ ପ୍ରତିଟି ହୃଦୟକୁ ପୋଡ଼ ପିଠାର ବାସ୍ନାରେ ରଜର ତିନି କୋଣିଆ ପାନରେ। ମହ ମହ ବାସୁଥିବା ଅତରରେ ନାଲି ନାଲି ଅଳତା ଲଗା ପାଦରେ ଟିପି ଟିପି ମଥାର ଚନ୍ଦନରେ ନୂଆ ଜାମା ପିନ୍ଧି…