Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ବର୍ଷାକୁ କରନ୍ତି ଈର୍ଷା

ବର୍ଷା ମୋର ପରା ପୁରୁଣା ପ୍ରେମିକା    ଏବେ ବି ମୁଁ ଭଲପାଏ ; ଘରଣୀ ନାଁ ମୋ ସୂର୍ଯ୍ୟା ତେଣୁ ମୋତେ ବର୍ଷାଋତୁ ହିଁ ଜଳାଏ ! ଭାରି ଭଲ ଲାଗେ ମୋତେ ବର୍ଷାରେ ଭିଜି ଗାଇବାକୁ ଗୀତ ; ଏ ବର୍ଷ ବନ୍ଦ ଯେଣୁ କରୋନା ସହିତ ସିଏ ମିଳାଇଛି ହାତ । ନିଶାପାଣି ଅବା ବର୍ଷାର ପାଣିରେ…

କବିତା : କଲମ

ସୌମ୍ୟରଞ୍ଜନ ଖଟୁଆ  ଅସି ନ ହୋଇ ବି ମୁନ ଯେ ତୀକ୍ଷ୍ମ ଅତି ପ୍ରଖର ଲେଖିଯାଏ କେତେ କାବ୍ୟ କବିତା ଗଦ୍ୟର ଅଳଙ୍କାର । ସୁସଜ୍ଜିତ ରୂପସୀ ସେ କାହା କଳ୍ପନା ବିଭାଗର ଲେଖିଦେଇ ପାରେ ଯନ୍ତ୍ରଣା କେତେ କୋହର  । କେତେ ଉପନ୍ୟାସ, ଗଳ୍ପ, ଏକାଙ୍କିକା ଓ କବିତା ହୋଇ ଶୋଷିତ ଦଳିତ…

ଦେଶକୁ ଏକ ନୂତନ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ନୂତନ ଗୃହର ଆବଶ୍ୟକତା କେତେ ?

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଅନୁମତି ଦେଇ ସୁପ୍ରିମକୋର୍ଟ ମୋଦୀ ସରକାରଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତିନି ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ୨-୧ରେ ଦେଇଛନ୍ତି । ଏହି ପ୍ରକଳ୍ପ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ପରିବେଶ ମଞ୍ଜୁରୀକୁ ସମର୍ଥନ କରିଛନ୍ତି । ଏହା ସହିତ…

ଆଭାସୀ ତ୍ରିଦିବସୀୟ ରଜ ଆସରରେ କାଳିଦାସ ଓ ଭଞ୍ଜ ସାହିତ୍ୟ ଚର୍ଚ୍ଚା

ଭୁବନେଶ୍ୱର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଆନୁକୂଲ୍ୟରେ ରଜ ଅବସରରେ ଅନଲାଇନ ମାଧ୍ୟମରେ ତିନିଦିନ ଧରି ଆଭାସୀ ରଜ ଆସରରେ ରଜ , କାଳିଦାସ ଓ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଚର୍ଚ୍ଚା ଆୟୋଜିତ ହୋଇଯାଇଛି। ପହିଲି ରଜ ଅବସରରେ ପରିଷଦର ଉପାଧ୍ୟକ୍ଷ ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ…

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ   ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା' ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା? ମନ…

ଗଳ୍ପ : ୨୦୫୦ ଏକ ପ୍ରେମ କାହାଣୀ

ସୁପ୍ରିୟା ପ୍ରଶାନ୍ତ “ପ୍ରେମ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଭାବନ।” ରାଧିକା ପୁରୁଣା ଆଲବମଟିଏ ଓଲଟଉ ଓଲଟଉ କହିଲେ,“ସମାଜ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ଏ ଯୁଗାନ୍ତକାରୀ ଉଦ୍ଭାବନର ଆବଶ୍ୟକତା ଥିଲା। ଏ ସଂସାରରେ ସ୍ତ୍ରୀ ମଣିଷ ଆଉ ପୁରୁଷ ମଣିଷ ଭଲା କାହିଁକି ପରସ୍ପର ପାଇଁ ତିଆରି ହେବେ?…

କବିତା : କରୋନା ସମୟ ରଜ

ସସ୍ମିତା ମହାନ୍ତି  ଵରଷକେ ଥରେ ରଜ ଧରଣୀ ପୂଜାର ପର୍ବ ନାହିଁ ସଜବାଜ ମଉଜ ବନସ୍ତରେ ନାହିଁ ଗଜ।। କରୋନାର କାଳରୂପ ଘାରିଛି ସାରା ରାଇଜ ଭୟଭୀତ ସବୁଲୋକ ପଡିଛି ତାଟି କବାଟ।। ସଟଡାଉନର ବନ୍ଦ ନାହିଁ ବୁଲାବୁଲି ନାହିଁ ରଜଦୋଳି ରଜ ହରାଇଛି ଛନ୍ଦ।। ହେଉନି ବାଗୁଡି ଖେଳ…

କରୋନାକୁ ହରେଇ ସୁସ୍ଥ ହେଲେ ଜୟନ୍ତ ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ କବି ଜୟନ୍ତ ମହାପାତ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶ୍ରୀ ମହାପାତ୍ର ଗତ କିଛି ଦିନ ଧରି କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ରୀ ମହାପାତ୍ର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ତଥା ମଧୁମେହ ଭଳି ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ, ତାଙ୍କର ଚିକିତ୍ସା ଡାକ୍ତରୀ…

ବ୍ୟଙ୍ଗ : ଆକ୍ସିଡେଣ୍ଟ

ଓଁ ଅଭିଜ୍ଞାନ ସାହୁ  କିଛି ବର୍ଷ ତଳର କଥା । ମୋ ବାହାଘରକୁ ସେତେବେଳେ ବେଶି ବୟସ ହେଇନଥିଲା । ଦିନେ ରାସ୍ତାରେ ଯାଉଥିବା ବେଳେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଲା । ମୁଣ୍ଡରେ ମାଡ଼ ବାଜ଼ି ଆବୁ ହେବା ସହ ବାଜ଼ିବା ଜାଗାରେ ଟିକେ ଖଣ୍ଡିଆ ବି ହୋଇଥିଲା । ଆବୁଟାକୁ ହାତରେ ଘୋଡେଇ ଘରେ ପହଞ୍ଚିଲି…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…