Latest Odisha News

BREAKING NEWS

Browsing Category

ସାହିତ୍ୟ

ସନେଟ : ନଦୀ

ପ୍ରତିଭା ସାହୁ  କଳ କଳ ସ୍ରୋତେ ବହି ଚାଲିଥାଏ ସାଗରେ ମିଶିବା ପାଇଁ ଅଙ୍କାବଙ୍କା ପଥ ଅତିକ୍ରମ କରି ଗୁଣୁ ଗୁଣୁ ଗୀତ ଗାଇ ବିଧାତା ଲେଖିଛି ସୁଖ ଦୁଃଖ ସବୁ କର୍ମ ନିଜ ନିଜ ହାତେ କାହିଁ କେତେକାଳୁ ସ୍ଥିତପ୍ରଜ୍ଞା ହୋଇ ଚାଲିଛିରେ ଗତିପଥେ ।। ନଦୀ ବୋଲି ସିନା ଅକୁଣ୍ଠ ଚିତ୍ତରେ…

ଭାଷା ଭାଗବତ : ଶିକ୍ଷକ ନିଜ ଘରଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭିତ୍ତି ତ ଗଲାଣି ଦୋହଲି ତେବେ ବି ସରୁନାହିଁ କଳି ପିଲାଏ ହେଲେ ଅପଚରା ଭାଷାଟେ ହୁଏ ଦରମରା ତାଂକର ମାଆବାପାମାନେ ଅସଲ ଜ୍ଞାନୀ ଜଣେ ଜଣେ ଜ୍ଞାନ ବଳରେ ଧନାର୍ଜନ କରି ବିତାଂତି ରାତିଦିନ ଶ୍ରମିକ ବାପାର ସଂତାନ ସହୁଛି ଯେତେ…

ମୋ ଲେଖାର ପ୍ରକାଶିତ ରୂପ ମୋ ସାହିତ୍ୟ ସର୍ଜନାର ପ୍ରେରଣା : ସ୍ଵାଗତିକା ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସ୍ଵାଗତିକ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ଗଳ୍ପ : ଭରସା

ଅଳକା ମହାପାତ୍ର  ବାପାଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଆସିଥିଲେ ଅଶୋକବାବୁ । ସୁସ୍ଥହେବା ପରେ ଘରକୁ ଫେରୁଛନ୍ତି ବାପପୁଅ । ଠିକ ସମୟରେ ଷ୍ଟେସନରେ ଲାଗିଥିଲା ରେଳଗାଡ଼ି । ରାତିର ଖାଇବାସାରି ନିଜ ସ୍ଲିପରବଗିକୁ ଉଠିଥିଲେ ଦୁହେଁ । ବାପାଙ୍କୁ ତଳ ବର୍ଥରେ ଶୋଇବାକୁ ଦେଇ, ନିଜେ ଉପର ବର୍ଥକୁ…

କବିତା : କଥା ଥିଲା

ମିରିନା ମହାନ୍ତି  ସେଇଠି, ସେପାଖେ ଯୁକ୍ତଚିହ୍ନ ସହ ଲେଖା ହୋଇଥିଲା ଆମ ନାଁ । ଆଜି ସେଠି ଗାଢ ସବୁଜ ରଙ୍ଗର ଘନ କୁଞ୍ଜଲତା, ତା ଦେହରେ ନାଲି ନାଲି କୁନିଫୁଲ। ସେତେବେଳେ ଆକାଶଟା ବେଶି ନୀଳ ନୀଳ ଢେଉମାନେ ଧୋବ ଫରଫର ତୁମ ଆଖି ଥିଲା ଏତିକି ଗଭୀର ଯେ, ଏକାବେଳକେ ଲୁଚିଯାଏ…

ଭାଷା ଭାଗବତ : ଗୁରୁଂକ ଗୁରୁତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯିଏ ବି ଶିଖେ ଯାହାଠାରୁ ସିଏ ହିଁ ବାସ୍ତବିକ ଗୁରୁ ତା ହେଉ ବ୍ୟକ୍ତି ଅବା ସ୍ଥିତି ଉନ୍ନତ କରେ ଲୋକମତି ଏ ସତ୍ୟ ହେବାରୁ ବିସ୍ମୃତ କମିଛି ଗୁରୁଂକ ଗୁରୁତ୍ବ ଏ ସତ୍ୟ ହେଲେ ଅନୁଭୂତ ବଢ଼ିବ ଗୁରୁଂକ ମହତ୍ତ୍ୱ ଜ୍ଞାନ, ବିଦ୍ୟା…

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ମନ୍ମଥନାଥ ଦାଶର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। । ଏହି ଅବସରରେ ପ୍ରଫେସର କେ.ଏମ.ପାତ୍ର, ରଞ୍ଜିତା…

କବିତା : ଝରକା ସେପାଖ ଝିଅ

ଅଂଶୁମାନ ସାହୁ କାଠଯୋଡ଼ି ହଷ୍ଟେଲର ଅଠର ନମ୍ଵର୍ ରୁମର ଝରକା ପାଖ ବେଡର ଝିଅ ମୋତେ ହୁଏତ ଚାରିଟାବେଳେ ଦେଖେନି ଝରକା ସେପାଖୁ.... ମୁଁ କିନ୍ତୁ ତାକୁ ଦେଖିବାକୁ ନିତି ଜଗିଂ ବାହାନାରେ ଦୌଡୁଥାଏ କ୍ୟାମ୍ପସ୍ ରାସ୍ତାରେ .... ରେଭେନ୍ସା ପଡ଼ିଆର ଘାସସବୁ ଏ ଶୀତୁଆ ଅପରାହ୍ନରେ…

ଭାଷା ଭାଗବତ : ଶବ୍ଦ-ଗଢ଼ା ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅବଲୋ/ଉପଢୌ/ଅଂ+ କନ ମା/ଲି+ ଖନ ଗ/ସ୍ଥ/ଅଂ/ଆଲିଂ + ଗନ ଜ/ଲଂ/ଉଲ୍ଲଂ + ଘନ କଦା/ବ/ପା/ସେ/ଲୋ/କାଂ/ନିକାଂ/କିଂ/ଅକିଂ/ସିଂ/କୁଂ + ଚନ ଲାଂ+ ଛନ ଉଦ୍‌ଘା/ଉତ୍ପା/ପର୍ଯ/ବଂ + ଟନ ଗ/ପ/ଗୁଂ/ଅବଗୁଂ/ଲୁଂ + ଠନ ଖଂ/ମଂ/ମୁଂ + ଡନ ମଂ/ରୋମଂ…

ଭାଷା ଭାଗବତ : ସ୍ରଷ୍ଟା, ସୃଷ୍ଟି ସମରୂପୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପ୍ରଭୁଂକ ନିବାସ ଆସ୍ଥାନ ଯେହେତୁ ମଣିଷର ମନ ସେଠାରେ କରି ଅବସ୍ଥାନ ଚଳାଂତି ସଂସାରେ ଜୀବନ ପ୍ରଭୁ ନୁହଂତି ଜଣେ ବ୍ୟକ୍ତି ସବୁଠି ଉପସ୍ଥିତ ଶକ୍ତି ସେ ଶକ୍ତି ପ୍ରତି ଥିଲେ ପ୍ରୀତି ମନରେ ଜାଗିଉଠେ ଭକ୍ତି…