Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାବନାକୁ ଶବ୍ଦର ରୂପ ଦେବା ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ସଂଗ୍ରାମ କେଶରୀ ସେନାପତି

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସଂଗ୍ରାମ କେଶରୀ ସେନାପତି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା, ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଜଣେ ସସହିତ୍ୟ…

ଗଳ୍ପ : ନୂଆବର୍ଷ

କୁଞ୍ଜବିହାରୀ ସାହୁ ଛେଳି କୁକୁଡାଙ୍କ ପାକସ୍ଥାଳୀରେ ନୂଆବର୍ଷ କଡ ଲେଉଟାଏ । ଭୋକିଲା ମଣିଷ ବ୍ୟସ୍ତ ବିବ୍ରତ ହୁଏ ସତେ ଯେମିତି ସେ ଜଣେ ନଅଙ୍କ ଦୁର୍ଭିକ୍ଷର ସ୍ତାବକ । ଆଖିରେ ସ୍ୱପ୍ନ ମାନଙ୍କୁ ଖୁନ୍ଦି ଖୁନ୍ଦି ନିଜର ଜିଭ ଲାଳସାକୁ ସାକାର କରେ । ପୈାଷର ଅସହ୍ୟ ଶୀତୁଆ ସକାଳକୁ ନିଘା…

କବିତା : ଶେଷ ଦୃଶ୍ୟ

ରାମକୃଷ୍ଣ ମୁଁ ପହଁଞ୍ଚିବା ବେଳକୁ ଭାଙ୍ଗି ଆସୁଥିଲା ଆସର ତଥାପି ଶୁଣିବାର ସୌଭାଗ୍ୟ ମିଳିଲା ସବାଶେଷ ଗୀତର ସବାଶେଷ ଅନ୍ତରା ରାତି ଚୂପ୍ କରିଦେବାକୁ ବସିଥିବା ପକ୍ଷୀମାନଙ୍କ କୋରସ୍ ବି ଶୁଣିଲି ମୁଁ ବଞ୍ଚିଛି ବୋଲି ଜାଣି ଆଶ୍ବସ୍ତ ହେଲି ମୁଁ ଏଠି ଥିଲି ଯଦିଓ ନିଜ କବର…

 ଭାଷା ଭାଗବତ : ଶବ୍ଦ, ପଦ, ବାକ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଓଡ଼ିଆ ବାକ୍ୟ ଉପାଦାନ ପଦ ଅଟଇ ବୋଲି ଜାଣ ଶବ୍ଦ,ପ୍ରତ୍ୟୟ ଦେଲେ ଯୋଡ଼ି ପଦ ହୁଏ ସହଜେ ଗଢ଼ି ପିଲା ଶବ୍ଦ, ପିଲାଟି ପଦ ବାଟ ଶବ୍ଦ, ବାଟରେ ପଦ ଖେଳ ଶବ୍ଦ, ଖେଳୁଛି ପଦ 'ପିଲା ବାଟ ଖେଳ' ତ୍ରିଶବ୍ଦ 'ପିଲାଟି ବାଟରେ ଖେଳୁଛି। '…

ଭାଷା ଭାଗବତ : ଭାଷା ଗଡ଼ୁଛି ତଳେ ପଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂହାର ସଂସାର ସଂଭାର ସଂଚାର ଉଚ୍ଚାରଣ କର ଭିନ୍ନତା ନ ଶୁଭିଲେ କାହିଁ ବନାନ ବଦଳାଅନାହିଁ ସଂଯତ ସଂହତ ସଂଗତ ଏକ ପ୍ରକାରେ ଉଚ୍ଚାରିତ ହେଲେ ବି ଲେଖିଲେ *ସଙ୍ଗତ* ହେଲାନି ଏ ଭାଷାର ହିତ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ସଂଗ୍ରହାଳୟ ପରିସରରେ ପାଳିତ ପାଇଁ ନିବେଦିତା ମହାନ୍ତି, ବେଣୁଧର ମହାପାତ୍ର, ଗୋବିନ୍ଦ ପାଲ, ପ୍ରସନ୍ନ କୁମାର ଦାଶ ଓ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀର ପରାମର୍ଶଦାତା ମଣ୍ଡଳୀରେ ଥିବା ପ୍ରହ୍ଲାଦ ସିଂହ, ପ୍ରଫେସର ନିହାର…

ଗଣତନ୍ତ୍ରରେ ଆଇନପେଷାର ସ୍ୱାଧୀନତା

ବିଭୁପ୍ରସାଦ ତ୍ରିପାଠୀ  ନିଖିଳ ଓଡ଼ିଶା ଆଇନଜୀବି ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନପେଷାର ସ୍ୱାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି । ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍ କିର୍‌ବୀ କହିଥିବା ଗୋଟିଏ ଉକ୍ତି ବିଶେଷ…

କବିତା : ପ୍ରୀତିର ପସରା

ସଫଳା ଦାସ  ପ୍ରତି ଦିନ ମୁଁ ପ୍ରତି ମୂହୁର୍ତ୍ତରେ ପ୍ରଣୟୀ ପତ୍ରରେ ପରଶି ଦିଏ ପ୍ରତିଦାନେ ଖୋଜେ ପ୍ରତାନ ତନୁଟି ପ୍ରୀତିର ଗାଲିଚା ବିଛେଇଦିଏ ।। ପ୍ରିୟତମ ମୁଖ ଆସେ ଅବିରତ ପ୍ରୀତି ଚୁମ୍ବନରେ ମୂରୁକି ହସ ପ୍ରତ୍ୟୁତ୍ତର ମିଳେ ପ୍ରତିଧ୍ବନି କହେ ପ୍ରଣୟ ପିପାସୁ କରିଛି ବଶ ।।…

ଭାଷା ଭାଗବତ : ଧ୍ବନି ଓ ସାହିତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶୂନ୍ୟରେ ବାଣୀ ହୋଇ ଜାତ ହୁଏ ଶୂନ୍ୟରେ ସମାହିତ ତା'ର କ୍ଷଣିକ ଅବସ୍ଥାନ ହୁଏ ଅତି ତାତ୍ପର୍ଯପୂର୍ଣ ପାଟିରୁ ଖସି ଶବ୍ଦମାନ ହୋଇପାରଂତି ବହୁଗୁଣ ଅନେକେ ରଖଂତି ସ୍ମରଣ ସଂଭବ ନୁହେ ବିଲୋପନ ମନେ ସାଇତି ନୀତିବାଣୀ କେହି କେବେ…

ହରେକୃଷ୍ଣ ମହତାବଙ୍କ ଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ (ଓୟୁଏଟି)ଙ୍କ ମିଳିତ ଆନୁକୂଲ୍ୟରେ ଓୟୁଏଟି ସମ୍ମିଳନୀ କକ୍ଷରେ ଏଥିରେ ହରେକୃଷ୍ଣ ମହତାବଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଏକ 'ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…