Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଶବ୍ଦ ମିଳାମିଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶବ୍ଦାର୍ଥ ସଂଧାନୀ ସଜ୍ଜନ ଏଣିକି ଶବ୍ଦର ଗଠନ ଆଡ଼କୁ ଦେଲେ ଟିକେ ଧ୍ୟାନ ବୁଝିବେ ଆଦାନପ୍ରଦାନ ବହୁ ଉତ୍ସରୁ ଶବ୍ଦ ଆସି ଭାଷାରେ ଯାଇଥାଂତି ପଶି ତା'ପରେ ଯାଇଥାଂତି ମିଶି ହୁଅଂତି ବହୁ ଭାଷା-ବାସୀ ତେଣୁ ଶବ୍ଦର ସମାନତା ଅଟେ…

ପୁସ୍ତକ ପରିଚୟ : ବ୍ଲାକ୍ କଫି, ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ ମୂଳ ରଚନା ‐ ଆଗାଥା କ୍ରିଷ୍ଟ ଅନୁସୃଜନ ‐ ସୁରେନ୍ଦନାଥ ଦାଶ  ପ୍ରକାଶକ ‐ଇଙ୍କଡିଉ ପୃଷ୍ଠା ‐ ୧୮୮, ମୂଲ୍ୟ ‐ ଟ୧୫୦/- ମାତ୍ର ! ରହସ୍ୟ ରୋମାଞ୍ଚ ସାହିତ୍ୟର ଦୁର୍ଗ ପତନ ସମୟରେ ଅନୁବାଦକ…

କବିତା : ସମୟର ଖେଳ

ଶ୍ଵେତପଦ୍ମା ପାଢ଼ୀ  ଚାହୁଁ ଚାହୁଁ ବର୍ଷେ ଗଲା ଆଉ ଆଜି ବି ଦିନ ସରିଗଲା ଭାତ ହାଣ୍ଡିରୁ ବଳକା ବିରିୟାନୀ ବୁଢୀ ମାଉସୀ ନେଇଗଲା ! ଅସ୍ତରାଗରୁ ସୂର୍ଯ୍ୟ ମୁହଁ ଫେରେଇ ନେଲାଣି ବର୍ଷର ଶେଷ କୁହୁଡ଼ି ଖେଳ ନିଜର କାୟା ବିସ୍ତାର କରି ହସୁଛି ! କାଲି ସଞ୍ଜବତୀ ବାଟଦେଇ ନା…

ଭାଷା ଭାଗବତ : ମୋର ଭାଷାନୁରକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସରଳ, ସ୍ପଷ୍ଟ ଭାଷା ବ୍ୟାପେ ଏହା ହୁଏନି ଆପେ ଆପେ ଭାଷୀଏ ହୋଇଲେ ସଚେଷ୍ଟ ଭାଷାଟେ ହୁଏନାହିଁ ନଷ୍ଟ ବଦଳିଗଲେ ଲୋକାଭ୍ୟାସ ଘଟଇ ଭାଷାର ବିକାଶ ପରଂପରାରେ ଦେଲେ ଛଂଦି ପ୍ରଗତିପଥ ହୁଏ ରୁଂଧି ଯେଉଁ ଭାଷାର ଜନଗଣ କରଂତି କର୍ତବ୍ୟ…

ଭାଷା ଭାଗବତ : ଦୟାସ୍ପଦ ମଣିଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମନୋଦ୍‌ଭୂତ ସକଳ ଚିଂତା ହେଉ କି ନ ହେଉ କବିତା ଶୁଣାଇଦିଏ ମନୋଦଶା ତାହା ହିଁ ବାସ୍ତବିକ ଭାଷା ତଦ୍‌ଭିନ୍ନ ଅନ୍ୟ କିଛି ଲେଖି ଭାଷାକୁ ହୁଏନାହିଁ ଦେଖି ଲୋକଂକଠାରୁ ହେଲେ ଦୂର ଭାଷାକୁ ମିଳେନି ଆଦର…

ସାହିତ୍ୟ ପରିକ୍ରମା – ୨୦୨୩

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୩ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ଭାବନାକୁ ଶବ୍ଦର ରୂପ ଦେବା ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ସଂଗ୍ରାମ କେଶରୀ ସେନାପତି

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସଂଗ୍ରାମ କେଶରୀ ସେନାପତି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା, ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଜଣେ ସସହିତ୍ୟ…

ଗଳ୍ପ : ନୂଆବର୍ଷ

କୁଞ୍ଜବିହାରୀ ସାହୁ ଛେଳି କୁକୁଡାଙ୍କ ପାକସ୍ଥାଳୀରେ ନୂଆବର୍ଷ କଡ ଲେଉଟାଏ । ଭୋକିଲା ମଣିଷ ବ୍ୟସ୍ତ ବିବ୍ରତ ହୁଏ ସତେ ଯେମିତି ସେ ଜଣେ ନଅଙ୍କ ଦୁର୍ଭିକ୍ଷର ସ୍ତାବକ । ଆଖିରେ ସ୍ୱପ୍ନ ମାନଙ୍କୁ ଖୁନ୍ଦି ଖୁନ୍ଦି ନିଜର ଜିଭ ଲାଳସାକୁ ସାକାର କରେ । ପୈାଷର ଅସହ୍ୟ ଶୀତୁଆ ସକାଳକୁ ନିଘା…

କବିତା : ଶେଷ ଦୃଶ୍ୟ

ରାମକୃଷ୍ଣ ମୁଁ ପହଁଞ୍ଚିବା ବେଳକୁ ଭାଙ୍ଗି ଆସୁଥିଲା ଆସର ତଥାପି ଶୁଣିବାର ସୌଭାଗ୍ୟ ମିଳିଲା ସବାଶେଷ ଗୀତର ସବାଶେଷ ଅନ୍ତରା ରାତି ଚୂପ୍ କରିଦେବାକୁ ବସିଥିବା ପକ୍ଷୀମାନଙ୍କ କୋରସ୍ ବି ଶୁଣିଲି ମୁଁ ବଞ୍ଚିଛି ବୋଲି ଜାଣି ଆଶ୍ବସ୍ତ ହେଲି ମୁଁ ଏଠି ଥିଲି ଯଦିଓ ନିଜ କବର…

 ଭାଷା ଭାଗବତ : ଶବ୍ଦ, ପଦ, ବାକ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଓଡ଼ିଆ ବାକ୍ୟ ଉପାଦାନ ପଦ ଅଟଇ ବୋଲି ଜାଣ ଶବ୍ଦ,ପ୍ରତ୍ୟୟ ଦେଲେ ଯୋଡ଼ି ପଦ ହୁଏ ସହଜେ ଗଢ଼ି ପିଲା ଶବ୍ଦ, ପିଲାଟି ପଦ ବାଟ ଶବ୍ଦ, ବାଟରେ ପଦ ଖେଳ ଶବ୍ଦ, ଖେଳୁଛି ପଦ 'ପିଲା ବାଟ ଖେଳ' ତ୍ରିଶବ୍ଦ 'ପିଲାଟି ବାଟରେ ଖେଳୁଛି। '…