Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଭଲ ପାଇବାର ଋତୁ

ସୁଜାତା ମିଶ୍ର  କିଛି ଅନ୍ୟ ମନସ୍କତାର ଓଦା ଓଦା ଶିହରଣ.. ଅଳ୍ପ ମିଛି ମିଛିକା ଲାଜର ଟୋପା ଟୋପା ଆତ୍ମହରା ପଣ.. ନେଇ ଆସୁଛି ନିଃଶବ୍ଦରେ ଭଲ ପାଇବାର ଋତୁ, ପଣତ ସାରା ମେଲାଇଛି ମହ ମହ ଉଚ୍ଛ୍ୱାସ.. ପଲକରେ ଖଞ୍ଜିଚି ସ୍ବପ୍ନ ବିଭୋର ତାରା ଫୁଲ, ଫୁଲର ଫୁଲେଇ ପଣକୁ ନେଇ କୁଞ୍ଚ…

ଭାଷା ଭାଗବତ : ଜ୍ଞାନର କ୍ଷେତ୍ର ବୃଦ୍ଧି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କେହି ଆସଂତିନାହିଁ ଦେଖି ଲୋକଟି ଥକିଗଲାଣି କି କିଂବା ଘରେ ରହିଛି ଲୁଚି ଶବ୍ଦ-ମାଳିକା ଗୁଂଥୁଅଛି ଦେହେ, ମନେ ଥିଲେ ହେଁ ଶକ୍ତି କମିଗଲାଣି ଅନୁରକ୍ତି ସଭା ଲାଗୁନି ମନଲୋଭା ତେଣୁ ହେଉନି ସେଠି ଉଭା ପାଠ ଲେଖୁଛିଁ ଶବ୍ଦ ଯୋଡ଼ି…

ଗଳ୍ପ : ପିଲା ଚୋରି

ସୁକାନ୍ତି ରାଉତ ଘଣ୍ଟାକୁ ଚାହିଁଲା ଅରୁନ୍ଧତୀ। ରାତି ଦୁଇଟା ହେବାକୁ ଆଉ ପନ୍ଦର ମିନିଟ୍‍ ବାକି ରହିଛି। ତଥାପି ଆଖିକୁ ନିଦ ଆସୁନି। ଅନାବନା ଭାବନାରେ ଛନ୍ଦି ହୋଇପଡ଼ୁଛି। ରାତି ପାହି ସକାଳ ହେଲା। ଭାବିଥିଲା ସକାଳଟା ବେଶ୍‍ ଭଲରେ କଟିବ। ଖବରକାଗଜ ବାଲାର କଲିଂ ବେଲ୍‍ରେ କବାଟ ଖୋଲି…

ଭାଷା ଭାଗବତ : ଜ୍ଞାନର ଅଭାବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ତଦୂର୍ଦ୍ଧ୍ବ କି ତହିଁରୁ ବେଶି? ଲେଖିଲେ ଆମେ ପାଉଁ ଖୁସି ତାହାକୁ ହେବନାହିଁ ନାଶି କିପାଇଁ ହେଉନୁ ସାହସୀ ? ଯାହା ଲୋକେ ପାରଂତି ବୁଝି ତାହା ଲେଖିବା ପାଇଁ ରାଜି ହୁଅଂତୁ କବି ଓ ଲେଖକ ରଖଂତୁ ସ୍ବଭାଷାର ଟେକ ବୁଝିହେଉନି…

‘ନକ୍ଷତ୍ରର ନାମ ସ୍ୱାତୀ’ ଓ ‘ଅଖିଳ ରସ ଚିନ୍ତାମଣି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା ପକ୍ଷରୁ କବି ତଥା ରାଜନେତ୍ରୀ ସିପ୍ରା ମଲ୍ଲିକଙ୍କ ଦ୍ୱିତୀୟ କବିତା ସଙ୍କଳନ “ନକ୍ଷତ୍ରର ନାମ ସ୍ୱାତୀ” ଏବଂ ମଧ୍ୟଯୁଗୀୟ କବି ପିତାମ୍ବର ଦାସଙ୍କ ଅଳଙ୍କାର କାବ୍ୟକୁ ସମ୍ପାଦନା କରିଥିବା ହରେକୃଷ୍ଣ ପାତ୍ରଙ୍କ “ଅଖିଳ ରସ ଚିନ୍ତାମଣି”ପୁସ୍ତକ…

କବିତା : କିଛି କରିବାକୁ ହେବ

ସଞ୍ଜିତା ପ୍ରଧାନ  ଅତୀତର କିଛି ତିକ୍ତତାକୁ କବର ଦେବାକୁ ହେବ ନୂତନତାର ପ୍ରଲେପ ପକେଇ , କିଛି ମିଠା ମିଠା ସ୍ମୃତି ସାଉଁଟିବାକୁ ହବ ବିଗତ ଦିନର ଚିତ୍ରପଟ୍ଟରୁ , ବହୁତ କିଛି ଯୋଜନାର ଶୁଭାରମ୍ଭ କରିବାକୁ ହେବ ବର୍ତ୍ତମାନର ଘଣ୍ଟା କଣ୍ଟା ଟିକ୍ ଟିକ୍ ଶବ୍ଦରେ , ପୁରାତନକୁ…

ଭାଷା ଭାଗବତ : ଲିପି ବ୍ୟବହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସଂସ୍କୃତ ଭାଷା ସଂଶ୍ଳେଷକ ଓଡ଼ିଆ ଭାଷା ସାଂକେତିକ ହେବାରୁ ମୌଳିକ ପାର୍ଥକ୍ଯ ରହିଛି, କରୁଁ ଏବେ ଲକ୍ଷ୍ୟ ସଂଧି ସମାସ ସୂତ୍ରାବଳି ଘଟିତ ବହୁ ଶବ୍ଦ ଚଳି ପଦକୁ କରିଲେ ସଂକ୍ଷିପ୍ତ ସଂସ୍କୃତ ହେଲା ସମାଦୃତ ସଙ୍‌କ୍ଷିପ୍‌ତ ରୂପ…

ଭାଷା ଭାଗବତ : ବିଶ୍ବ ପରଂପରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପତ୍ନୀ ସହ ନ କଲେ ଯୁକ୍ତି ଅବଶ୍ୟ ମିଳେ ସୁଖ, ଶାଂତି ଅନେକ ଲୋକ ନ ବୁଝଂତି ଏପରି କୌଟୁଂବିକ ଗତି ପତ୍ନୀକୁ ଯୁକ୍ତିରେ ହରାଇ ପାରିବା ଭଳି ସ୍ବାମୀ ନାହିଁ ବିତର୍କ ମୂଳହୁଁ ନ କଲେ ସଂସାର ଖୁବ୍‌ ଭଲ ଚାଲେ ବୃଦ୍ଧ, ବୃଦ୍ଧା…

ସ୍ୱଳ୍ପ ଗଳ୍ପ : ରାଣୀଙ୍କ କାଠର ଦାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୫ ଏଲିଜାବେଥ ପ୍ରଥମ। ଇଂଲଣ୍ଡ ର ରାଣୀ। ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀ। "କୁମାରୀ ରାଣୀ " ବା ଭର୍ଜିନ କ୍ୟୁଇନ୍ ହିସାବରେ ଇତିହାସରେ ବେଶ୍ ଚର୍ଚ୍ଚିତ। ତାଙ୍କର ରାଜତ୍ୱର ଶେଷ ଆଡକୁ ଦଳେ ବଣିକ ଏକ…

କବିତା : ପ୍ରଥମାଷ୍ଟମୀ

ସଫଳା ଦାସ ମାସ ମଧ୍ୟେ ମାର୍ଗଶୀର ଋତୁ ରାଜ ବସନ୍ତ ବଡ ଠାକୁର କାଳିଆ ଜୟ ଜଗନ୍ନାଥ ।। ବରଷକ ବାର ମାସେ ଅଷ୍ଟମୀ ଅନେକ ପ୍ରଥମାଷ୍ଟମୀ ପାଳନ ପର୍ବ ଅଟେ ପାରିବାରିକ ।। ଜେଷ୍ଠ ପୁତ୍ର ,କନ୍ୟା ଭାବୀ ମୂରବି ଦାୟିତ୍ୱ କ୍ରୀୟା, କର୍ମ,ଘର ବୋଝ ମୁଣ୍ଡରେ ସ୍ୱତନ୍ତ୍ର ।।…