Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟିକ ଗଗନେନ୍ଦ୍ର ନାଥ ଦାଶଙ୍କ ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମାଲୋଚକ ଗଗନେନ୍ଦ୍ର ନାଥ ଦାଶଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ 'ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତାଙ୍କର ଦୁଇଟି ଆତ୍ମଜୀବନୀ ପୁସ୍ତକ  ‘ଶିକ୍ଷାଜୀବୀର କଥା’ ଓ ସନ୍ତୋଷ କୁମାର ମହାନ୍ତିଙ୍କ ସମ୍ପାଦନାରେ…

ଭାଷା ଭାଗବତ : ପରିବର୍ତିତ ସତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଭିଏଁ ଯେଣୁ ସର୍ବଜ୍ଞାନୀ କେହି ବି କାହାକୁ ନ ଶୁଣି ନିଅଂତି ନିଜସ୍ୱ ନିର୍ଣୟ ମତକୁ ମିଳେ ପରାଜୟ ଅନେକ ବୁଦ୍ଧିଆଳ ଲୋକ ହୁଅଂତି କ୍ଷମତା ସ୍ତାବକ ମନରେ ରଖି ଯଶ-ଭୋକ ତଡ଼ଂତି ମନରୁ ବିବେକ ବିବେକ-ଶୂନ୍ୟ ଏକ ମନ କରେ ଯେପରି…

ନିଜକୁ ନିଜେ ଖୋଜିବାର ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ଦେବାଶିଷ ଆଚାର୍ଯ୍ୟ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଦେବାଶିଷ ଆଚାର୍ଯ୍ୟ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସେ ସାହିତ୍ୟ ପ୍ରତି…

ଗଳ୍ପ : ଲୋକେ କହୁଛନ୍ତି

ଅଳକା ମହାପାତ୍ର ପରିବା ବ୍ୟାଗଧରି ବଜାରରୁ ଫେରୁଛି, ପଡ଼ୋଶୀ ସସ୍ମିତା କହିଲା, ନାନୀ କଥାଟିଏ ଶୁଣିଛ କି ଗୋ ? ଟିକେ ହସିଦେଇ, କ'ଣ ହେଲା କିରେ କହି, ଚାଲି ଆସୁଥିଲି । ବ୍ୟାଗର ଓଜନ ମୋତେ ବଳିପଡୁଛି, ଛିଡ଼ାହୋଇ କଥା ହେବାକୁ ଇଚ୍ଛା ହେଲାନାହିଁ । ଭାବିଲି ଘରେ ପହଞ୍ଚି ବ୍ୟାଗ ରଖିଲେ,…

କବିତା : ନା’ଟେ କହିହୁଏନି ବୋଲି

ସଂଘମିତ୍ରା ରାଏଗୁରୁ ନା'ଟେ କହିହୁଏନି ବୋଲି ବୁହେଇନିଏ ପାଣି ଉଡେଇନିଏ ପବନ ରାସ୍ତା ରୋକିବସେ ପଥର ଫୁଲ ପାଲଟିଯାଏ କଣ୍ଟା ଉଜୁଡିଯାଏ ଅଯୋଧ୍ୟା ଯୁଗେ ଯୁଗେ ସୀତାଙ୍କୁ ଛଳୁଥାଏ ରାବଣର ଥାଳ ନା' ଟେ କହିହୁଏନି ବୋଲି ଅନ୍ଧ ହୋଇଯାଏ ମୁହୂର୍ତ୍ତ ଚଡକିଯାଏ ଆଇନାର କାଚ ସୁଖରେ…

ଭାଷା ଭାଗବତ : ବୟସ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବୟସ ହୋଇଗଲେ ଦଶ ପିଲାଟି ବିଦ୍ୟାଳୟ ବଶ ହୋଇ କରଇ ସବୁ କର୍ମ ତା ହୁଏ ଶିକ୍ଷାର୍ଥୀର ଧର୍ମ ବୟସ ହୋଇଲେ କୋଡ଼ିଏ ସ୍ବପ୍ନଦେଖା ପ୍ରତ୍ୟହ ହୁଏ ସବୁ ନିରେଖି, ଚାଖି ଜାଣେ ନିଜକୁ ଯୋଗ୍ୟତମ ମଣେ…

କବିତା : ଭଲ ପାଇବାର ଋତୁ

ସୁଜାତା ମିଶ୍ର  କିଛି ଅନ୍ୟ ମନସ୍କତାର ଓଦା ଓଦା ଶିହରଣ.. ଅଳ୍ପ ମିଛି ମିଛିକା ଲାଜର ଟୋପା ଟୋପା ଆତ୍ମହରା ପଣ.. ନେଇ ଆସୁଛି ନିଃଶବ୍ଦରେ ଭଲ ପାଇବାର ଋତୁ, ପଣତ ସାରା ମେଲାଇଛି ମହ ମହ ଉଚ୍ଛ୍ୱାସ.. ପଲକରେ ଖଞ୍ଜିଚି ସ୍ବପ୍ନ ବିଭୋର ତାରା ଫୁଲ, ଫୁଲର ଫୁଲେଇ ପଣକୁ ନେଇ କୁଞ୍ଚ…

ଭାଷା ଭାଗବତ : ଜ୍ଞାନର କ୍ଷେତ୍ର ବୃଦ୍ଧି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କେହି ଆସଂତିନାହିଁ ଦେଖି ଲୋକଟି ଥକିଗଲାଣି କି କିଂବା ଘରେ ରହିଛି ଲୁଚି ଶବ୍ଦ-ମାଳିକା ଗୁଂଥୁଅଛି ଦେହେ, ମନେ ଥିଲେ ହେଁ ଶକ୍ତି କମିଗଲାଣି ଅନୁରକ୍ତି ସଭା ଲାଗୁନି ମନଲୋଭା ତେଣୁ ହେଉନି ସେଠି ଉଭା ପାଠ ଲେଖୁଛିଁ ଶବ୍ଦ ଯୋଡ଼ି…

ଗଳ୍ପ : ପିଲା ଚୋରି

ସୁକାନ୍ତି ରାଉତ ଘଣ୍ଟାକୁ ଚାହିଁଲା ଅରୁନ୍ଧତୀ। ରାତି ଦୁଇଟା ହେବାକୁ ଆଉ ପନ୍ଦର ମିନିଟ୍‍ ବାକି ରହିଛି। ତଥାପି ଆଖିକୁ ନିଦ ଆସୁନି। ଅନାବନା ଭାବନାରେ ଛନ୍ଦି ହୋଇପଡ଼ୁଛି। ରାତି ପାହି ସକାଳ ହେଲା। ଭାବିଥିଲା ସକାଳଟା ବେଶ୍‍ ଭଲରେ କଟିବ। ଖବରକାଗଜ ବାଲାର କଲିଂ ବେଲ୍‍ରେ କବାଟ ଖୋଲି…

ଭାଷା ଭାଗବତ : ଜ୍ଞାନର ଅଭାବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ତଦୂର୍ଦ୍ଧ୍ବ କି ତହିଁରୁ ବେଶି? ଲେଖିଲେ ଆମେ ପାଉଁ ଖୁସି ତାହାକୁ ହେବନାହିଁ ନାଶି କିପାଇଁ ହେଉନୁ ସାହସୀ ? ଯାହା ଲୋକେ ପାରଂତି ବୁଝି ତାହା ଲେଖିବା ପାଇଁ ରାଜି ହୁଅଂତୁ କବି ଓ ଲେଖକ ରଖଂତୁ ସ୍ବଭାଷାର ଟେକ ବୁଝିହେଉନି…